Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହାକୁ କୁହାଯାଉଛି ମହାରାଷ୍ଟ୍ରର ବିଜୁଳି କନ୍ୟା

ବିଡେ:ମହାରାଷ୍ଟ୍ରର ବିଡେ ଜିଲାର ଉଷା ଜଗଦଲେ ଏବେ ଚର୍ଚ୍ଚାରେ । ତାଙ୍କୁ ସମ୍ପୃକ୍ତ ଅଂଚଳରେ ୱାଇର ଓମେନ ଓ ବିଜୁଳି କନ୍ୟା ବୋଲି ଡାକୁଛନ୍ତି । ଯଦି କୌଣସି ସ୍ଥାନରେ ବିଜୁଳି ସମସ୍ୟା ଦେଖା ଦେଲେ ସେ ସଙ୍ଗେ ସଙ୍ଗେ ସେଠାରେ ପଂହଚି ବିନା ସିଡିରେ ଖୁଟିଂରେ ଚଢ଼ି ଯାଉଛନ୍ତି । ଅଳ୍ପ ସମୟ ମଧ୍ୟରେ…

୮ ଟ୍ରାଫିକ୍ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୩୨୪ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ରୋହିତ ଶର୍ମାଙ୍କ ସମେତ ୫ ଖେଳାଳିଙ୍କୁ ଖେଳ ରତ୍ନ ଓ ୨୭ ଜଣଙ୍କୁ ଅର୍ଜୁନ ଆୱାର୍ଡ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ-୨୦୨୦ର ଆଧିକାରିକ ଭାବେ ଘୋଷଣା କରାଯାଇଛି । ରୋହିତ ଶର୍ମା ୪ର୍ଥ ଖେଳାଳି ଭାବେ ଖେଳ ରତ୍ନ ଆୱାର୍ଡ ପାଇବାକୁ ଯାଉଛନ୍ତି। ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ପାଇବାକୁ ଥିବା ୫ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି- ଭାରତୀୟ ମହିଳା ହକି ଟିମର…

ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର : ଓଡିଶାର ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡା ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ୫ ଜଣ କ୍ରୀଡାବିତଙ୍କୁ କ୍‌ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଖେଳରତ୍ନ ପୁରସ୍କାର ମିଳିବ । ଅନ୍ୟ…

ଶ୍ୟାମଳ କ୍ଷେତରେ ସୁବର୍ଣ୍ଣର ହସ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଫାଲଗୁନର ଫଲ୍‌ଗୁରେ କ୍ଷେତକୁ କର୍ଷଣରେ କର୍ଷିତ କରେ କୃଷକ । ହଳକର୍ଷିତ ଭୂମିରେ ଦେଖାଦିଏ ବର୍ଷିତ ଜଳର ସମାହାର । ମାଟିରେ ଆସେ ବାସ୍ନା । କୃଷକର ମନରେ ଆନନ୍ଦର ଉନ୍ମେଷ । ବିପିତ ବିହନ ସବୁ ଗଜା ମେଲେ, ଆଉ କୃଷକ…

ନକ୍ଷତ୍ର ବିସ୍ଫୋରଣ ଯୋଗୁ ୩୬ କୋଟି ବର୍ଷ ତଳେ ପୃଥିବୀରେ ଶେଷ ହୋଇ ଯାଇଥିଲା ଜୀବନ

ନ୍ୟୁୟର୍କ: ପୃଥିବୀ ପୃଷ୍ଠରେ ଅନେକ ଥର ପ୍ରଳୟ ଆସିଛି । ପ୍ରତି ଥର ଭିନ୍ନ ଭିନ୍ନ କାରଣରୁ ପ୍ରଳୟ ଆସିଥିଲେ ମଧ୍ୟ ସବୁଠାରୁ ଭୟଙ୍କର ଥିଲା ୩୬ କୋଟି ବର୍ଷ ତଳର ନକ୍ଷତ୍ର ବିସ୍ଫୋରଣ । ଏଥିଯୋଗୁ ପୃଥିବୀରେ ଜୀବନସତା ଲୋପ ପାଇ ଯାଇଥିଲା । ପୂର୍ବରୁ ପୃଥିବୀ ପ୍ରଳୟ ପଛରେ କାରଣ ଭାବେ ଆଷ୍ଟରୟଡ,…

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର: ସାଧାରଣତଃ ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ। ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ…

ବନ୍ୟା ପାଣିରେ ନଷ୍ଟ ହୋଇଗଲା ବହି ଓ ଘର; ଝିଅର କାନ୍ଦଦେଖି ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୋନୁ ସୁଦ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପୁଣି ଜଣେ ଅଭାବୀ ପରିବାରକୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଗରିବଙ୍କ ଭଗବାନ ବନିଯାଇଥିବା ସୋନୁ ସୁଦ ସବୁ ଅସହାୟଙ୍କ ଡାକ ଶୁଣି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିବା ଦେଖା ଯାଇଛି। ଟ୍ୱିଟରରେ ସେୟାର…

୪ ଭଙ୍ଗା କାଠ ଚୌକିର ମୂଲ୍ୟ ୨୨ କୋଟି !

ପ୍ୟାରିସ: ବିଶ୍ୱାସ ନ ହେଲେ ବି ସତ । ୪ଟି ଭଙ୍ଗା କାଠ ଚୌକି ୨୨ କୋଟି ଟଙ୍କାରେ ନିଲାମ ହୋଇଛି । ଫ୍ରାନ୍ସରେ ଏହି ଅବିଶ୍ୱସନୀୟ ଘଟଣା ଘଟିଛି । ୧୭୭୮ ମସିହାରେ ଫ୍ରାନ୍ସର ରାଜା ଲୋଇସ,ତାଙ୍କ ସାନ ଭାଇ ଚାର୍ଲ୍ସ ଓ ସାନ ଭଉଣୀଙ୍କ ପାଇଁ ଏହି ଚୌକି ତିଆରି କରିଥିଲେ । ପ୍ୟାରିସ କାରିଗରମାନେ…

ପିଏଫଆଇ,ଏସଡିପିଆଇକୁ ବ୍ୟାନ କରିବ କର୍ଣ୍ଣାଟକ ସରକାର

ବାଙ୍ଗାଲୋର: ଇସଲାମିକ ସଂଗଠନ ପପୁଲାର ଫ୍ରଂଟ ଅଫ ଇଣ୍ଡିଆ (ପିଏଫଆଇ) ଓ ଏହାର ରାଜନୈତିକ ଦଳ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ)କୁ ବ୍ୟାନ କରିବା ପାଇଁ କର୍ଣ୍ଣାଟକ ସରକାର ଯୋଜନା କରୁଛନ୍ତି । ଏହି ଦୁଇ ସଂଗଠନ ବାଙ୍ଗାଲୋର ହିଂସାକାଣ୍ଡ ଘଟାଇଥିଲେ । କ୍ୟାବିନେଟ ପୋଲିସକୁ ଏ…