Latest Odisha News

BREAKING NEWS

ଅଙ୍ଗଦାନ କରିଥିବା ୩ ପାରିବାରକୁ ‘ସୁରଜ ସମ୍ମାନ’

ଭୁବନେଶ୍ୱର: ମହାନା କାମ ପାଇଁ ମିଳିଲା ମହା ସମ୍ମାନ । ଅଙ୍ଗଦାନ ଦିବସରେ ଅଙ୍ଗଦାନ କରିଥିବା ୩ଟି ପରିବାରକୁ ମିଳିଲା ସୁରଜ ସମ୍ମାନ । ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି ଅଙ୍ଗଦାନ ପୁରସ୍କାର କାର୍ଯ୍ୟକ୍ରମ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କ…

ହେଲେ ସାଙ୍ଗ, ନେଲେ ଚେଙ୍କ !

ଉତ୍ତରାଖଣ୍ଡ: ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଡେରାଡୁନ୍ ସହର । ଜଣେ ୧୮ବର୍ଷୀୟ ଯୁବକକୁ ପୋଲିସ ଅଫିସର ଝିଅ ସହ ବନ୍ଧୁତା ମହଙ୍ଗା ପଡିଛି । ବନ୍ଧୁତ୍ୱର ପ୍ରତିଉପହାର ସ୍ୱରୂପ ମିଳିଛି ନିର୍ଘାତ ମାଡ ଓ ନିଆଁ ଚେଙ୍କ । ରିପୋର୍ଟ ଅନୁଯାୟୀ ଉତ୍ତରାଖଣ୍ଡ ପୋଲିସ ବିଭାଗର ଜଣେ…

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ଚେନ୍ନାଇ ଟ୍ରେନିଂ କ୍ୟାମ୍ପରେ କରିବେ ଯୋଗଦାନ

ରାଞ୍ଚି: ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ । ଗତ ଦେଢ ବର୍ଷ ହେଲା…

ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି, ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଅଧିକ ଦିନ ଦାୟିତ୍ୱରେ ରହିଲେ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁୁରୁବାର ଆଉ ଏକ ସଫଳତା ନିଜ ନାମରେ ଯୋଡିଛନ୍ତି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ବିଜେପିର ମୋଦି ଅଧିକ ଦିନ ଦେଶରେ ଶାସନ ଭାର ସମ୍ଭାଳି ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ବାଜପେୟୀ ୨୨୬୮ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ…

ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ସ୍ୱତନ୍ତ୍ର ସଚିବ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଓଏଏସ୍ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କରିଛି । ଗତକାଲି ଭିଜିଲାନ୍ସ ତାଙ୍କ ବାସଭବନ ସମେତ ଏକକଳିନ ୫ଟି ସ୍ଥାନରେ ଚଢ଼ାଉ…

ଗଂଜାମର ବିଭିନ୍ନ କୋଭିଡ ହସ୍ପିଟାଲରେ ଏଯାଏଁ ଜନ୍ମଗ୍ରହଣ କରିଛନ୍ତି ୫୭ ଶିଶୁ

ବ୍ରହ୍ମପୁର: ରାଜ୍ୟରେ ସବୁଠୁ ଅଧିକ କୋଭିଡ୍ ପଜିଟିଭ୍ ରୋଗୀ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯାହା ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଜନ୍ମଗ୍ରହଣ କରିଛନ୍ତି ପ୍ରାୟ ୫୭ ଜଣ ଶିଶୁ । ଯାହା କୋଭିଡ ହସ୍ପିଟାଲରେ ଖୁସିର ବାତାବରଣ ତିଆରି କରିଛି ।…

ନକଲି ପୋଲିସ ମାଡାମ୍ କାଟୁଥିଲେ ଅସଲି ଚାଲାଣ !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଭାରି ପଡିଛି କରୋନା କାଳ । କିଏ ପେଟ ପୋଷିବା ପାଇଁ ଚୋର ପାଲଟିଲାଣି, ତ କିଏ ଆତ୍ମହତ୍ୟା ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଦିଲ୍ଲୀର ଜଣେ ମହିଳା ନିଜକୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଗିରଫ…

ଗଞ୍ଜାମରେ ହାରୁଛି କରୋନା, ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ ନାହିଁ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ତେବେ ପୂର୍ବରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଂଜାମ ଜିଲ୍ଲାରେ ସ୍ଥିତି ସୁଧୁରିଛି । ଏଠାରେ ସ୍ଥିତି ବଦଳିଛି । ଏଠି ହାରୁଛି କରୋନା । ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ…

ରାଜସ୍ଥାନ ରାଜନୀତି: କାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଜୟପୁର: ରାଜସ୍ଥାନ ରାଜନୀତିରେ ଏବେବି ଜାରି ରହିଛି ନାଟକ । ଏଠାରେ ଘଡିବେ ଘୋଡା ଛୁଟୁଛି । ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ବିଜେପି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ତେଣୁ ଅଶୋକ ଗେହଲଟ ସରକାର ସାମ୍ନାରେ ଆସ୍ଥା ଭୋଟ୍…

କରୋନା ରୋଗୀଙ୍କୁ ବୋହିଲେ ନେତା, ହେଲେ କେଉଁଠି?

କୋଲକାତା: କରୋନା ରୋଗୀଙ୍କୁ ବୋହିଲେ ନେତା । ସମସ୍ତଙ୍କୁ ପାଇଁ ସୃଷ୍ଟି କଲେ ଉଦାହାରଣ । କରେନା ମହାମାରୀ ବେଳେ ଜଣେ ରାଜନେତା ସାଜିଲେ ଡ୍ରାଇଭର । କରୋନା ରୋଗୀଙ୍କୁ ବାଇକ୍ ପଛପଟେ ବସାଇ ବୋହିନେଲେ ହସ୍ପିଟାଲ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଣେ…