Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ଧରାପଡିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ । ଆଜି ଲକ୍ଷେ ୧୦ହଜାର ଲାଞ୍ଚ ନେବା ବେଳେ ଟଙ୍କା ସହିତ ବାରିପଦା ଭିଜିଲାନ୍ସ ଟିମ୍ ଶ୍ରୀ ଘଡ଼େଇଙ୍କୁ ଧରିଥିଲେ। ଜଣେ ମତ୍ସ୍ୟଚାଷୀଙ୍କୁ ସରକାରୀ ସହାୟତା ରାଶି ମଞ୍ଜୁର କରିବା ପାଇଁ ଏହି…

କବି କୈଳାସ ପାତ୍ରଙ୍କୁ ସାହିତ୍ୟ ଚର୍ଚ୍ଚା ସମ୍ମାନ

ଯାଜପୁର:ବ୍ୟାସନଗର କବି କୈଳାସ ପାତ୍ର ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରିକ୍ସା ଚଳାଇବା ହେଉଛି ତା’ଙ୍କର ପେଶା। ହେଲେ ନିଶା ହେଉଛି କବିତା ଲେଖିବା। ସେ ବର୍ତ୍ତମାନ ସୁଦ୍ଧା ଏହିଭଳି ପାଂଚହଜାରରୁ ଉର୍ଦ୍ଧ୍ବ ଉଚ୍ଚକୋଟୀର କବିତା ଲେଖିସାରିଲେଣି। ବ୍ୟାସନଗର ଅଂଚଳର ଏହି ରିକ୍ସା ଚାଳକ କବି କୈଳାସ…

ମକର ସଂକ୍ରାନ୍ତିରେ ବନ୍ଦ ରହିବ ଧବଳେଶ୍ଵର ପୀଠ

କଟକ: ମକର ସଂକ୍ରାନ୍ତିରେ ଭିଡ଼କୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଠଗଡର ଧବଳେଶ୍ଵର ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡର ଉପ-ଜିଲ୍ଲାପାଳ ଅଜମ୍ବର ମହାନ୍ତି। ସେ କହିଛନ୍ତି ଯେ ଏହି ଦିନରେ ପୂଜାପାଠ କରିବା ପାଇଁ ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମ…

ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର, କୃଷକ ଆନ୍ଦୋଳନରେ ଖଲିସ୍ତାନୀ ପ୍ରବେଶ କରିଛନ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସତ୍ୱେ ସରକାର ଏବଂ କୃଷକମାନଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ବୁଝାମଣାର କୌଣସି ରାସ୍ତା ବାହାରିପାରି ନାହିଁ । କୃଷି ଆଇନ ସପକ୍ଷରେ ଯୁକ୍ତି କରିବା ବେଳେ ଏହି ଆନ୍ଦୋଳନରେ ଖଲିସ୍ତାନୀ ଅନୁପ୍ରବେଶ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।…

ଚନ୍ଦ୍ରଭାଗା ଓ ତଳସରୀ ବେଳାଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଚନ୍ଦ୍ରଭାଗା ଓ ତଳସରୀର ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ଲାଗି ରାଜ୍ୟସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଯୋଜନାର ରୂପାୟନ ସଂପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ କରି…

ବୀଭତ୍ସ ହତ୍ୟା: ପେଟ୍ରୋଲ ଢାଳି ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ଅନୁଗୋଳ: ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ସମ୍ପର୍କୀୟ। ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଲେ। ଏହି ବର୍ବରକାଣ୍ଡ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗାଁର କେନ୍ଦୁସାହିରେ। ମୃତକଙ୍କ ନାଁ ରାଜକିଶୋର…

ଷ୍ଟିଲ ସିଟିର ତିନି ସରକାରୀ ଶିକ୍ଷକଙ୍କୁ କରୋନା

ରାଉରକେଲା: ସରକାରୀ ହାଇସ୍କୁଲର ୩ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ମଧ୍ୟରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତ ଶିକ୍ଷକ ଗୋଟିଏ ସ୍କୁଲର ହୋଇଥିବା ଜଣାପଡିଛି । କରୋନା ମହାମାରୀ କାରଣରୁ ଗତ ନଅମାସ ଗହେଲା ସ୍କୁଲ ବନ୍ଦ ରହିଥିବା । ତେବେ…

୨୦୨୧ରେ ରିଲିଜ ହେବ ୫ ମହିଳା ପ୍ରାଧାନ୍ୟ ଫିଲ୍ମ

ମୁମ୍ବାଇ: ୨୦୨୧ରେ ବଲିଉଡରେ ୫ ମହିଳା ପ୍ରଧାନ୍ୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଯାହାକୁ ଦର୍ଶକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରି ରହିଛନ୍ତି । ଆସନ୍ତୁ ଜାଣିବା ଏହି ୫ ଫିଲ୍ମ ବିଷୟରେ କାଜୋଲଙ୍କ ତ୍ରିଭଙ୍ଗା: ମା-ଝିଅଙ୍କ କାହାଣୀ ଉପରେ ଆଧାରିତ ତ୍ରିଭଙ୍ଗା ଫିଲ୍ମକୁ କାଜୋଲ ପ୍ରଡ୍ୟୁସ…

ରାଜ୍ୟ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିରେ ଥିବା ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ଓ କଳାର ପ୍ରଚାର ପ୍ରସାର। ପାଇଁ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନର ମାତୃଶକ୍ତି ଶ୍ରୀ ଗୋବିଜ୍ଞାନ ବିଭାଗ ଗତ ପଞ୍ଚୁକ ଉପଲକ୍ଷେ ରାଜ୍ୟ ସ୍ତରୀୟ ଏକ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର…

କୁଳମଣି ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

କଟକ: ମାହାଙ୍ଗାରେ ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଆଜି ଶ୍ରଦ୍ଧାଂଜଳି ସଭାରେ ଯୋଗ ଦେଇ ସେ କହିଛନ୍ତି । ସ୍ୱର୍ଗତ କୁଳମଣି ବରାଳ…