Latest Odisha News

ଯୁବ ଲେଖକଙ୍କୁଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦେବା ପାଇଁ ପ୍ରେରଣା ଯୋଗାଉ ‘କଳିଙ୍ଗ ସାହିତ୍ୟ ମହୋତ୍ସବ’…

ଭୁବନେଶ୍ୱର : କଳିଙ୍ଗ ସାହିତ୍ୟ ମହୋତ୍ସବର ପଂଚମ ସଂସ୍କରଣ ଭାରତର ସାହିତ୍ୟ, ରାଜନୀତି, ଲୋକସେବା ଓ ଗଣମାଧ୍ୟମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଜୁନ ୧୬ରୁ ବନ୍ଦ ରହିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ

ଭୁବନେଶ୍ୱର : ଆସନ୍ତା ଜୁନ ୧୬ ତାରିଖରୁ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଓ ଅଭୟାରଣ୍ୟର ଦିର୍ଦ୍ଦେଶକ ଏମ ମୋହନ କହିଛନ୍ତି, “ପ୍ରତିବର୍ଷ ବର୍ଷା ଋତୁରେ…

ରିଲିଜ୍ ହେଲା ରଜନୀକାନ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘କାଲା’

ଚେନ୍ନାଇ : ବହୁ ଘାତପ୍ରତିଘାତ ପରେ ଶେଷରେ ଆଜି ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କାଲା’ । ତାମିଲନାଡୁର ପ୍ରାୟ ସହର ବ୍ୟତୀତ ଚେନ୍ନାଇ, ମୁମ୍ବାଇ, ଦିଲ୍ଲ , ଭାରତ ଏବଂ ଭାରତ ବାହାରେ ଆଜି ଏହି ବିବାଦୀୟ ଫିଲ୍ମ ରିଲିଜ୍ ହୋଇଛି । ରଜନୀକାନ୍ତଙ୍କ ଅସଂଖ୍ୟ ଫ୍ୟାନମାନଙ୍କ…

ବିରାଟ କୋହଲୀ ପାଇବେ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଏବର୍ଷ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’ ପାଇବେ ବୋଲି ବିସିସିଆଇ ଘୋଷଣା କରିଛି । ଗତ ୨ଟି ସିଜିନର ପୁରସ୍କାର ହାସଲ କରିବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ । ତେବେ ଗତ କିଛି ଦିନ ଧରି ଉଭୟ ବ୍ୟାଟିଂ ଓ…

କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ଆହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ପାକିସ୍ତାନ ସୀମା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାଙ୍କ ଏକ ପେଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିବା ଫଳରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେନା ପକ୍ଷରୁ ଏହାର କଠୋର ଜବାବ ଦିଆଯାଇଛି । ଏବେ କାଶ୍ମୀର ଘାଟିରେ ଅସ୍ତ୍ରବିରତି…

ମହିଳା ଏସିଆ କପ ଟି-୨୦: ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ

କୁଆଲାଲାମ୍ପୁର : ଛଅଟି ଦେଶକୁ ନେଇ ମାଲେସିଆରେ ଚାଲିଥିବା ମହିଳା ଏସିଆ କପ ଟି-୨୦ ର ଏକ ମ୍ୟାଚରେ ଆଜି ଭାରତ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତ ଫାଇନାଲ ଖେଳିବା ଆଶା ଉଜ୍ଜିବିତ ହୋଇଛି । ଟସରେ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା ।…

ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଖଇରା ଥାନା ନିକଟସ୍ଥ ତୁରିଗଡ଼ିଆ ବଜାରରେ ଥିବା ଏକ ଆକ୍ସିସ ବ୍ୟାଙ୍କ ଏଟିଏମ୍ ରୁ କେହି ଅଜଣା ଦୁର୍ବୁତ୍ତ ଟଙ୍କା ଲୁଟ୍ କରିଥିବାର ଅଭିଯୋଗ ହୋଇଛି । ସକାଳେ ସ୍ଥାନୀୟ ଲୋକେ ଏଟିଏମ୍ ସଟର୍ ଭଙ୍ଗାଥିବା ଦେଖି ତୁରନ୍ତ ପୋଲିସକୁ ଜଣାଇଥିଲେ । ଏହି ଏଟିଏମ୍ ଟି ଗତ ୨ / ୩…

+୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ଜୁନ ୯ ରେ ପ୍ରକାଶ ପାଇବ

ଭୁବନେଶ୍ୱର : ଜୁନ ୯ ରେ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜଣାଇଛନ୍ତି । ବାର୍ଷିକ ୨ କଳା ଓ ବାଣିଜ୍ୟ ସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ମଧ୍ୟ ଘୋଷିତ ହେବାକୁ ସ୍ଥିର ହୋଇଛି । ଏହିବର୍ଷ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ…

ସାରା ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଦିନିକିଆ ଧର୍ମଘଟ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ବିଭିନ୍ନ ଦାବି ନେଇ ଆଜି ଅଟୋ ରିକ୍ସା ଚାଳକ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ଧର୍ମଘଟ ଡ଼ାକରା ଦିଆଯାଇଛି । ଫଳରେ ସକାଳୁ ଶହ ଶହ ଅଟୋ ଓ ଟ୍ୟାକ୍ସି ଚାଳନା ବନ୍ଦ ହୋଇ ରାସ୍ତା କଡ଼ରେ ପଡ଼ିରହିଛି । ବିଭିନ୍ନ ଦାବି ପୂରଣ କରିବାକୁ ଅଟୋଚାଳକ ମହାସଂଘ ଏହି ବନ୍ଦ ଡ଼ାକରା…

ଡ଼େଙ୍ଗୁରେ ଆକ୍ରାନ୍ତ ମହିଳାଙ୍କ ଭୁବନେଶ୍ୱରରେ ମୃତ୍ୟୁ: ରାଜ୍ୟରେ ବ୍ୟାପୁଛି ଡ଼େଙ୍ଗୁ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଡ଼େଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏହା ପ୍ରଥମ ଡ଼େଙ୍ଗୁ ମୃତ୍ୟୁ ବୋଲି ଜଣାପଡ଼ିଛି । ମୃତ ମହିଳାଙ୍କ ସ୍ୱାମୀଙ୍କ ଗରମାଧ୍ୟମକୁ କହିବାନୁଯାୟୀ ତାଙ୍କର ମୃତ୍ୟୁ ଡ଼େଙ୍ଗୁ ଆକ୍ରାନ୍ତ ଯୋଗୁଁ ଘଟିଛି । ତେବେ ୨ଦିନ…