Latest Odisha News

BREAKING NEWS

ଝାରସୁଗୁଡା କୋଭିଡ ହସ୍ପିଟାଲରେ ଜନ୍ମ ନେଲା ନବଜାତ ଶିଶୁ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର କୋଭିଡ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଯାହା ଜିଲ୍ଲାରେ ପ୍ରଥମ ଘଟଣା ବୋଲି ସୁତ୍ରରୁ ପ୍ରକାଶ । ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଗର୍ଭବତୀ ମହିଳା ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ…

ଆସନ୍ତୁ ଜାଣିବା କେଉଁଠାରେ ଏବେ ବି ରାସଲୀଳା ପାଇଁ ଭଗବାନ କୃଷ୍ଣ ଆସୁଛନ୍ତି, ଲୁଚି କରି ଦେଖିବା ଲୋକ ପାଗଳ…

ବୃନ୍ଦାବନ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ନୀତିକୁ ଘରେ ଘରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି । କରୋନା ମହାମାରୀ ଯୋଗୁ ଅବଶ୍ୟ ଏହା କିଛି ମାତ୍ରାରେ ଫିକା ପଡିଛି । ବୃନ୍ଦାବନରେ ଜନ୍ମଷ୍ଟମୀ ଧୂମଧାମରେ ପାଳନ କରାଯାଏ । ଏଠାରେ ଏପରି ଏକ ସ୍ଥାନ ଅଛି ଯେଉଁଠିକି ଭଗବାନ ଶ୍ରୀକୃଷ୍ଣ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଅନ୍‌ଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ସାମ୍ନାକୁ ଆସିଛି । ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହତା ଥାଇପାରେ ବୋଲି ଅନେକ ଆକଳନ କରୁଛନ୍ତି । ତେବେ ଏହି ଖବର ପ୍ରକାଶ ପାଇବା…

[ଭାଇରାଲ୍ ଭିଡିଓ] ହଜାରହଜାର ଗଛ ଓପାଡିଲେ ପାକିସ୍ତାନୀ !

ପାକିସ୍ତାନ: ରବିବାର ପାକିସ୍ତାନରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଯେଉଁଠି ଭାରତର ପ୍ରଧାନମନ୍ତ୍ରୀ ଗଛ ଲଗାଇବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ସେଠି ପାକିସ୍ତାନୀ ଲୋକ ଲାଗିଥିବା ଗଛକୁ ଓପାଡି ଫୋପାଡିବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଅଡିଓ ଭାଇରାଲ୍ ଘଟଣା: ୩ ଦିନିଆ ରିମାଣ୍ଡରେ ଅରଟେଲ୍ ଷ୍ଟାଫ୍ ଓ ତାଙ୍କ ସାଙ୍ଗ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ଗିରଫ ହୋଇଥିବା ଅରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ସାଙ୍ଗ ବିଶ୍ୱଜିତ୍ ମହାନ୍ତିଙ୍କୁ ୩ ଦିନିଆ ରିମାଣ୍ଡରେ ନେଉଛି କମିଶନରେଟ୍ ପୋଲିସ । ଗତ ସୋମବାର ଦିନ ଏସଡିଜିଏମ୍…

ବିଡିଓ କରୋନା ସଂକ୍ରମିତ ହେବା ପରେ ବ୍ଲକ୍ ଅଫିସ୍ ବନ୍ଦ

ଭଦ୍ରକ: ବ୍ଲକ୍ ଉନ୍ନୟନ୍ ଅଧିକାରୀ (ବିଡିଓ) କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟକୁ ୨ ଦିନ ପାଇଁ ବନ୍ଦ କରାଯାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ପ୍ରଶାସନର ସୂଚନାନୁଯାୟୀ ସାନିଟାଇଜେସନ ପରେ ପୁଣି…

ଆଉ ନାହାନ୍ତି ପ୍ରଖ୍ୟାତ କବି ରାହତ ଇନ୍ଦୋରୀ !

ମଧ୍ୟପ୍ରଦେଶ: କରୋନା ସଂକ୍ରମଣରେ ପ୍ରାଣତ୍ୟାଗ କଲେ ଜଣାଶୁଣା କବି ଓ ଗୀତିକାର ରାହତ ଇନ୍ଦୋରି । ଆଜି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ସୋମବାର ତାଙ୍କ ନିକଟରେ କରୋନା ଜନିତ ଲକ୍ଷଣ ପରିଲକ୍ଷିତ ହେବା ପରେ ଇନ୍ଦୋରର ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର…

କଟକରେ କମିଲା ସ୍ଥାନୀୟ ସଂକ୍ରମଣ, ସିଏମ୍‌ସିରୁ ୭୩ ପଜିଟିଭ

କଟକ: କଟକ ସହରରେ କାୟା ମେଲାଇଛି ମହାମାରୀ କରୋନା । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମଣ । ତେବେ ଆଜି ପୁଣି ସିଲଭର ସିଟିରୁ ଆଉ ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ କମିଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୮ଜଣ କ୍ୱାରେଣ୍ଟାଇନରେ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

'କର୍ପୂର ତିଳକଂ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ଥଭଂ। ନାସାଗ୍ରେ ବରମୌକ୍ତିକଂ କରତଳେ, ବେଣୁ କରେ କଙ୍କଣମ୍। ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ, କଣ୍ଠେ ଚ ମୁକ୍ତାବଳି। ଗୋପସ୍ତ୍ରୀ ପରିବେଷ୍ଟିତେ ବିଜୟତେ, ଶ୍ରୀଗୋପାଳ ଚୂଡ଼ାମଣୀ ।' ଆମ କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ ଆଉ ବହୁତ…

ଝାମ୍ପି ନେଲ ୨୪ ଲକ୍ଷ

ରାୟଗଡା: ୨୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଦୁର୍ବୃତ୍ତ ରାୟଗଡା ଉପକଣ୍ଠ ଏଫସିଆଇ ଛକ ନିକଟସ୍ଥ ଏକ ଘରୋଇ ସଂସ୍ଥା ସିଏମଏମ ଇନ୍ଫୋ ଟେକ ସଂସ୍ଥା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁବୃତ୍ତ । ରାୟଗଡ଼ା ସହରର ଏଫ୍‌ସିଆଇ ଛକରେ ଗତକାଲି ଅପରାହ୍ନ ସମୟରେ ଟଙ୍କା ଲୁଟ୍ ହୋଇଥିବା…