ରିୟାଙ୍କ ଫୋନ୍ ଓ ଲାପଟପ୍ ସିଜ୍ କଲା ଇଡି
ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡି ମନି ଲଣ୍ଡରିଂ କେସକୁ ନେଇ ଖୋଳତାଡ କରୁଛି ।
ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ ଇଡି ରିୟା ଓ ତାଙ୍କ ବାପା ଇନ୍ଦ୍ରଜିତ ଏବଂ ଭାଇ ସ୍ୱବିକ୍ଙ୍କୁ ଜେରା କରିବା ପରେ ସେମାନଙ୍କର ଲାପଟପ୍,…