Latest Odisha News

BREAKING NEWS

ଲଡୁ ପାଇଁ ସ୍ତ୍ରୀକୁ ଛାଡପତ୍ର !

ଉତ୍ତରପ୍ରଦେଶ: ସକାଳୁ ସଂଧ୍ୟାଯାଏଁ ଲଡୁ ଖାଇଖାଇ ଜଣେ ବ୍ୟକ୍ତି ଅତିଷ୍ଠ ହୋଇପଡିଥିଲେ । ଏପରିକି ନିଜ ସ୍ତ୍ରୀକୁ ବାରମ୍ବାର ଖାଇବାରେ ଲଡୁ ନ ଦେବାକୁ ଅନୁରୋଧ କରିବା ସହ ତାଗିଦ ବି କରିଥିଲେ । ହେଲେ ସ୍ତ୍ରୀ ନ ଶୁଣିବାରୁ ସେହି ବ୍ୟକ୍ତି ଜଣକ ଛାଡପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।…

ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନା ପଜିଟିଭ

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣା ପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ…

ସୁନ୍ଦରଗଡରେ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪୫୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

କୃଷ୍ଣ ଜନ୍ମାଷ୍ଟମୀ ସହ ‘ଦହିହାଣ୍ଡି’ ଭଙ୍ଗାର କି ସମ୍ପର୍କ ରହିଛି…

ଭୁବନେଶ୍ୱର: ଦୂରାଚାରୀ କଂସର ପ୍ରକୋପରୁ ମଥୁରାବାସୀଙ୍କୁ ବଞ୍ଚାଇବା ଲାଗି ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । କଂସର ଭଉଣୀ ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ଭଗବାନ । ଯିଏକି ପରବର୍ତ୍ତୀ ସମୟରେ ନନ୍ଦ ଓ ଯଶୋଦାଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ ।…

ନଈବଢି ପୂର୍ବରୁ ଭୁଶୁଡିଲା ନଦୀବନ୍ଧ; ଆତଙ୍କିତ ଅବସ୍ଥାରେ ଜନସାଧାରଣ

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନରେ ଥିବା ଭାର୍ଗବୀ ନଦୀବନ୍ଧରୁ ଖସିଛି ମାଟିଅତଡା । କଂଟାବଣିଆଠାରେ ଏହି ମାଟି ଅତଡାଟି ଖସିଛି । ଏଭଳି ପରିସ୍ଥିତିକୁ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ପୁରୀର ପିପିଲି, ନିମାପଡା ଓ ଖୋର୍ଧା ବାଲିପାଟଣା ବ୍ଲକ ଅନ୍ତର୍ଗତ ଅନେକ ପଂଚାୟତର…

ସୁଶାନ୍ତଙ୍କ ଶରୀର ହଳଦିଆ ପଡିଯାଇଥିଲା: ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ସମୟରେ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ ସମସ୍ତଙ୍କୁ ଚକିତ କରିଦେବା ଭଳି ଖୁଲାସା କରିଛନ୍ତି । ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ଶବକୁ କୁପର ହସ୍ପିଟାଲ…

ଆଉ ୧୦ ମୁଣ୍ଡ ନେଲା କରୋନା, ରାଜ୍ୟରେ ତିନି ଶହ ଛୁଇଁବ ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଜୀବନ ନେଉଛି କରୋନା । ଗତ ୨୪ ଘଣ୍ଟାରେ ଆଉ ୧୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼, ବାଲେଶ୍ୱର, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା…

ରାଜ୍ୟରେ ୨୯ ଜିଲ୍ଲାରୁ ୧୩ ଶହ ୪୧ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୩୪୧ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୨୩ଟି । ମୋଟ୍ ୨୯ ଜିଲ୍ଲାର ନୂଆ ଭୂତାଣୁ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ୪୮ ହଜାର…

ମୁଖାପିନ୍ଧା ଏ ସମୟର ଶୋକଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପ୍ରଖ୍ୟାତ ନାଟ୍ୟକାର ବର୍ତ୍ତୋଲ୍ଟ ବ୍ରେଖ୍ଟଙ୍କର ଏକ କବିତା ଅଛି, ଯାହାର ମର୍ମାନୁବାଦ କଲେ ଏମିତି ହେବ- 'ଅନ୍ଧକାର ସମୟରେ ବି ଗାଇ ହେବ କି ସଙ୍ଗୀତ ଅନ୍ଧକାର ସମୟରେ ଅନ୍ଧାରର ଗୀତ ହିଁ ଗାଇ ହେବ। ' ଏ କବିତାର ରଚନା କାଳ ୧୯୩୯।…

ସ୍ୱାଧୀନତା ଦିବସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର।କୋଭିଡ୍ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ଦେଲେ ନିର୍ଦ୍ଦେଶ। ଗାଇଡ଼ଲାଇନ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ସବୁ ବର୍ଷ ପରି ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପରେଡ…