Latest Odisha News

BREAKING NEWS

ଖୋର୍ଦ୍ଧା ଜିଲ୍ଲାର ଏସବୁ ଅଞ୍ଚଳ ଆଜିଠୁ ୧୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ସଟଡାଉନ୍

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ କାୟା ବିସ୍ତାର କରୁଛି । ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୧୪ ତାରିଖ…

ଆସାମରେ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୌହାଟୀ: ଆସାମ ତିନସୁକିଆ ସ୍ଥିତ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ତିନସୁକିଆ ବାଘଜାନ୍ ଅଞ୍ଚଳରେ ଥିବା ଓଏନଜିସି ପାଇପ୍‌ଲାଇନ୍‌ରେ ସୋମବାର ଦିନ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବୁଲ୍ ଲାଇନ୍ (ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ)…

ଯାଜପୁରରେ ପୋଲିସ ଡିଜି ଅଭୟ, ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା

ଯାଜପୁର: ପୋଲିସ ଡିଜି ଅଭୟ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିର ସେ ସମୀକ୍ଷା କରିଛନ୍ତି । ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି । ଏହାସହ ଜିଲ୍ଲାରେ କୋଭିଡ୍…

କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଉନ୍ମତ କାଣ୍ଡ !

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଉନ୍ମତ କାଣ୍ଡ । ଅବ୍ୟବସ୍ଥା ଯୋଗୁଁ ଏପରି କାଣ୍ଡ ଭିଆଇ ଥିବା ଅଭିଯୋଗ ଆଣିଛନ୍ତି ଆକ୍ରାନ୍ତ। ସୂଚନାନୁସାରେ, ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା କିଛି ରୋଗୀ ହଙ୍ଗାମା କରିବା ସହ…

ରିୟା ଚକ୍ରବର୍ତ୍ତୀଙ୍କ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢୁଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ମିଡିଆ ଟ୍ରାଏଲ୍ ବିରୋଧରେ ସେ କରିଥିବା ପିଟିସନର ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗତକାଲି ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ କରିଥଲେ ରିୟା । ଅଭିଯୋଗ କରିଛନ୍ତି, ସୁଶାନ୍ତ…

ଦେଶରେ ସାଢେ ୨୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୩,୬୦୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୧ ଜଣଙ୍କର ଜୀବନ ଯାଇଛି ।…

ବିଶିଷ୍ଟ ଲେଖକ ତଥା ଗୀତିକାର ରାହତ ଇନ୍ଦୋରୀ କରୋନା ସଂକ୍ରମିତ

ଇନ୍ଦୋର: କରୋନା ସଂକ୍ରମିତ ହୋଇଛନ୍ତି ବିଶିଷ୍ଟ ଲେଖକ, କବି ତଥା ଗୀତିକାର ରାହତ ଇନ୍ଦୋରୀ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାହତ…

ଆଜିଠୁ ଭୁବନେଶ୍ୱରର ଏହି ୯ ହସ୍ପିଟାଲରେ ହେବ କରୋନା ପରୀକ୍ଷଣ

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଏମସି ଅଞ୍ଚଳରେ କୋଭିଡ ଟେଷ୍ଟକୁ ଆହୁରି ଜୋରଦାର କରାଯାଇଛି। ଆଜିଠୁ ବିଏମସିର କୋଭିଡ ଟେଷ୍ଟ ବ୍ୟବସ୍ଥାକୁ ବଢ଼ାଯିବା ନେଇ ଯୋଜନା ରଖାଯାଇଛି। ଏଥିପାଇଁ ଭୁବନେଶ୍ୱରର ୯ ଟି ସହରାଞ୍ଚଳ…

ଚାନ୍ଦବାଲିରେ ବୋମାମାଡ଼; ୩ ଦୁର୍ବୃତ୍ତ ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନା ପାଞ୍ଚପଡ଼ା ସ୍ଥିତ ଏକ ଜଳଖିଆ ଦୋକାନକୁ ତିନିଜଣ ଲୋକ ଖାଇବାକୁ ଯାଇଥିଲେ। ମାତ୍ର…

ସ୍ୱାଧୀନତା ଦିବସରେ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

ନ୍ୟୁୟର୍କ: ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ଉଡ଼ିବ ଭାରତର ଜାତୀୟ ପତାକା । ପ୍ରଥମ ଥର ପାଇଁ ନ୍ୟୁୟର୍କ ସହରର ଏହି ବିଶେଷ ସ୍ଥାନରେ ଫର ଫର ହୋଇ ଉଡ଼ିବ ତ୍ରିରଙ୍ଗା । ଆମେରିକାର ଗୋଟିଏ ଗ୍ରୁପ ତ୍ରିରଙ୍ଗା ଉଡ଼ାଇବା ନେଇ ଘୋଷଣା କରିଛି । ତିନିଟି…