Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ଚିଲିକା ଡିଏଫଓ

ଚିଲିକା: ବାଲୁଗାଁ ସ୍ଥିତ ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ ଡିଏଫଓ ଆଲୋକ ରଞ୍ଜନ ହୋତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଡିଏଫଓଙ୍କ ବାଲୁଙ୍ଗା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନେକ ସ୍ଥାନରେ…

ଭାଇରାଲ୍ ଅଡିଓ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ପୋଲିସ ସୋମବାର ଦିନ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା ଏବଂ ଦୁହେଁ ମଞ୍ଚେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।…

ଆଣ୍ଡାମାନରେ ଅପ୍ଟିକାଲ୍ ଫାଇବର କେବୁଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ହାଇସ୍ପିଡ୍ ଅପ୍ଟିକାଲ୍ ଫାଇବର କେବୁଲ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । ଏହି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ଚେନ୍ନାଇ ଯାଏଁ ପାଣି ତଳେ ଅତ୍ୟାଧୁନିକ୍ ଟେଲିକମ୍ କେବୁଲ୍ କୁ ପ୍ରାୟ ୮ଟି…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । On a visit to the hospital for a separate procedure, I have tested…

ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ୫ ମାତାଙ୍କ ବିଷୟରେ

ପୁରୀ:ଏବେ ପରିବେଶ ଶ୍ରୀକୃଷ୍ଣମୟ ହୋଇ ଉଠୁଛି । ଭଗବାନ ବିଷ୍ଣୁଙ୍କ ୮ମ ଅବତାର ଭାବେ ଶ୍ରୀକୃଷ୍ଣଙ୍କୁ ବିବେଚନା କରାଯାଏ । ଜନ୍ମଷ୍ଟମୀ ନିକଟତର ହୋଇଥିବାରୁ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ୫ ମାତାଙ୍କ ବିଷୟରେ । ଦେବକୀ ମାତା : ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ପ୍ରକୃତ ମାତା ହେଲେ ଦେବକୀ ।…

ରିୟାଙ୍କ ହ୍ୱାର୍ଟ୍ସଅପ୍ ଚାର୍ଟ ଶେୟାରକୁ ନେଇ ଏମିତି କହିଲେ ଅଭିନେତ୍ରୀ କାମ୍ୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଗତକାଲି ନିଜର ଓ ସୁଶାନ୍ତଙ୍କ ହ୍ୱାଟ୍ସଅପ୍ ଚାର୍ଟର ସ୍କିନସର୍ଟକୁ ଶେୟାର କରିଥିଲେ । ଯେଉଁଥିରୁ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଉପରେ ଖୁସିନଥିବା ଜଣାପଡୁଥିଲା । ଯାହାକୁ ନେଇ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମୁହଁ…

ରାଜ୍ୟରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୮୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ନୟାଗଡରୁ ୩, ଖୋର୍ଦ୍ଧାରୁ ୨, ଗଞ୍ଜାମ ଜିଲ୍ଲାରୁ ୬, ସୁନ୍ଦରଗଡରୁ ୧,…

ଓଡିଶାର ୨୯ ଜିଲ୍ଲାରୁ ନୂଆ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୫୨୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୪୫୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଫେସବୁକ ଲାଇଭରେ ରହି କରୁଥିଲେ ଆତ୍ମହତ୍ୟା: ଲୋକେସନରେ ପହଞ୍ଚିଗଲା ପୋଲିସ, ତାପରେ କଣ ହେଲା ଜାଣନ୍ତୁ

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲାଇଭ୍‌ରେ ରହି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଲୋକେସନରେ ଯାଇ ପହଞ୍ଚିଗଲେ ପୋଲିସ। ଏଭଳି ଏକ ଘଟଣା ଘଟିଛି ମାୟା ନଗରୀ ମୁମ୍ବାଇରେ । ସୂଚନା ମୁତାବକ, ଘରୁ ଝଗଡା କରି ଆସି ମୁମ୍ବାଇ ସହରରେ ରହୁଥିବା ଜଣେ ଯୁବକ ଫେସବୁକ ଲାଇଭରେ ରହି…

ସାତ ଦିନରେ କରୋନାରେ ୬ ହଜାର ମୃତ, ୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ: ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ କରୋନା ପ୍ରଭାବିତ ତୃତୀୟ ଦେଶ ଭାରତ । ଜୁଲାଇ ପରେ ଅଗଷ୍ଟରେ ଡେଇଁ ଚାଲିଛି ଭାଇରସ୍ । ଯଦିଓ ସୁସ୍ଥତା ହାର ଭଲ ରହିଛି, ତଥାପି ସଂକ୍ରମଣରେ ବ୍ରେକ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ରେକର୍ଡ ହଜାରେରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।…