Latest Odisha News

BREAKING NEWS

ଆନନ୍ଦପୁରର ଏହି ପଞ୍ଚାୟତରେ ୪ ଦିନିଆ ସଟଡାଉନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା, ଆନନ୍ଦପୁର ସ୍ଥିତ ବେଲବାହାଳି ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ଆଗାମୀ ୪ ଦିନ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଅଗଷ୍ଟ ୭ ତାରିଖରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ବେଲବାହାଳି ଅଞ୍ଚଳକୁ ୪ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।…

ଇଡିରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଡୁଆ ଭିତରେ ଫଶିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିବା ବେଳେ ଇଡି ସ୍କାନରରେ ବି ଅଛନ୍ତି ରିୟା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହେବେ । ପୂର୍ବରୁ ତାଙ୍କୁ ସମନ୍…

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । ସୂଚନା ଅନୁସାରେ, ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆରଡିଏ ପିଡି ପଦବୀକୁ ବଦଳି କରାଯାଇଛି। ବାଲେଶ୍ୱର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନାଙ୍କୁ…

ଜାତୀୟ ହସ୍ତତନ୍ତ ଦିବସ; ଚିନ୍ତାରେ ତନ୍ତ ବୁଣାକାର !

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଏହି ଦିନଟି ସ୍ୱତନ୍ତ୍ର ଭାବେ ହସ୍ତତନ୍ତ ବୁଣାକାରଙ୍କ କଳାକୀର୍ତ୍ତିକୁ ସ୍ବୀକୃତି ଦେବା ପାଇଁ ଉତ୍ସର୍ଗୀକୃତ । ହସ୍ତତନ୍ତ ଶାଢିର ଚାହିଦା ଦେଶ, ବିଦେଶରେ ବଢି ଚାଲିଥିବା ବେଳେ ଦୁଃଖ କଷ୍ଟରେ କାଳତିପାତ କରୁଛି ବୁଣାକାର । ବର୍ତ୍ତମାନ…

ଦାନା ବାନ୍ଧୁଛି ଲଘୁଚାପ; ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋ‌ପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୯ ଓ ୧୦ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବ‌ର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଏହାର ପ୍ରଭାବରେ ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ବର୍ଷା…

ଟ୍ରକ୍ ପଛରେ ପିଟି ହେଲା କାର୍, ୩ ମୃତ ଓ ଦୁଇ ଆହତ

ଯାଜପୁର: ଧର୍ମଶାଳା ଥାନା ରଥିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଭୋରରୁ କାର ପଶ୍ଚିମବଙ୍ଗ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ମୃତକମାନେ ସମସ୍ତେ ପୁରୁଷ । ଦୁର୍ଘଟଣାସ୍ଥଳରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୭-୮-୨୦୨୦ ଶୁକ୍ରବାର ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୭ ରିଖ ଶୁକ୍ରବାର କର୍କଟ ୨୩ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ପୂର୍ବଭାଦ୍ର ନକ୍ଷତ୍ର ଦିନ ୧ଟା ୩୬ମିନିଟ୍ ପର୍ଯ୍ୟନ୍ତ ତାପରେ ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଭୋଗ ହେବ ଘାତ ବାର:- ବିଛା ଓ ଧନୁ…

ପଥପ୍ରାନ୍ତ ସୁବିଧା କେନ୍ଦ୍ର ବଢ଼ାଉଛି ପଥିକଙ୍କ ଦୁଃଖ !

ଦେବଗଡ଼: ଦେବଗଡ଼ ଜ଼ିଲ୍ଲା ରିଆମାଲ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏଵେ ବଢ଼ାଇଛି ପଥିକଙ୍କ ଦୁଃଖ l ରାଜ୍ୟ ସରକାର ଜାତୀୟ ରାଜପଥ ରେ ଯାତାୟାତ କରୁଥିବା ପଥିକଙ୍କ ବିଭିନ୍ନ ସମସ୍ୟା କୁ ହୃଦବୋଧ କରି ପ୍ରାୟ ୧ କୋଟି ଟଙ୍କା ଅର୍ଥ ବିନିମୟରେ ବର୍ଷକ…

ରାଜ୍ୟର ଏହି ୧୦ ଜିଲ୍ଲାରେ ୭୪ % କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟ‌ରେ ବିଜୁଳି ଗତିରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ ଅଛନ୍ତି ୧୦ଟି ଜିଲ୍ଲାରୁ । ଆଉ ୨୦ଟି ଜିଲ୍ଲାରୁ ଅଛନ୍ତି ମାତ୍ର ୨୬ ପ୍ରତିଶତ ରୋଗୀ। ଏହି ୧୦ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମରେ ସର୍ବାଧିକ…

ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ପିନ୍ଧିଲେ ଆଇଏଏସ୍‌ ମୁକୁଟ

ନୂଆଦିଲ୍ଲୀ: ମିସ୍ ଇଣ୍ଡିଆ ଫାଇନାଲିଷ୍ଟଙ୍କ ମୁଣ୍ଡରେ ପ୍ରଶାସିକାର ମୁକୁଟ । ମେଡଲରୁ ହେଲେ ଆଇଏଏସ୍ । ୯୩ ର‌୍ୟାଙ୍କ ରଖି ଦେଶ ପାଇଁ ଆଣିଲେ ଗୌରବ । ନିଜ କଠିନ ପରିଶ୍ରମ ବଳରେ ଅନ୍ୟପାଇଁ ପାଲଟିଲେ ଉଦାହାରଣ । ୨୦୧୬ ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ଶେରେନ୍ ହେଲେ ଆଇଏଏସ୍…