ଅଗଷ୍ଟ ୫ ଯାଏଁ କାମାକ୍ଷାନଗରରେ ତାଲା
କାମାକ୍ଷାନଗର: ପ୍ରତିଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ସଂକ୍ରମଣର ଶିକୁଳିକୁ ଭାଙ୍ଗିବା ପାଇଁ ବିଭିନ୍ନ ଅଞ୍ଚଳକୁ ଲକ୍ଡାଉନ୍ ଓ ସଟ୍ଡାଉନ୍ ଘୋଷଣା କରାଯାଉଛି ।
ବଢ଼ୁଥୁବ ସଂକ୍ରମଣକୁ ଦୃଷ୍ଟିରେ ରଖି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିକୁ ସଟଡାଉନ ଘୋଷଣା…