Latest Odisha News

BREAKING NEWS

ଅନୁଗୁଳରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ !

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ କରୋନା ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି । ତାଙ୍କର କରୋନା ଯୋଗୁଁ ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡିପାରିନାହିଁ । ଏଥି ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି । ସୂଚନା ଅନୁଯାୟୀ, ବଅଁରପାଳ ଅଞ୍ଚଳର…

ସ୍କଚ୍ ଆଓ୍ୱାର୍ଡ ପରେ ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ଜାତୀୟସ୍ତରର ସ୍କଚ୍ ଆୱାର୍ଡ-୨୦୨୦ ମିଳିଛି । ଅନ୍‌ଲାଇନ୍ ମାଧ୍ୟମରେ ଏହି ପୁରସ୍କାର ଉତ୍ସବ କରାଯାଇଥିଲା । ଏହି ସଫଳତା ପରେ ଉଭୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ…

୨୪ ଘଣ୍ଟାରେ ରେକର୍ଡ ୫୫ ହଜାର କରୋନା ପଜିଟିଭ୍, ୭୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୧୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ପୁଣି ଦେଶରେ ନୂଆ ରେକର୍ଡ । ଏକାଥରକେ ପଜିଟିଭ୍ କେସ୍ ୫୫ ହଜାର ପାର । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫ ହଜାର ୭୯ ଜଣ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ…

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଗୁରୁତର

କେନ୍ଦ୍ରାପଡ଼ା: ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୋଡ଼ି ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଭିତରେ ଅଛି ଗୋଟିଏ ୨୦ ଦିନର ଶିଶୁ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରୁ । ଗତକାଲି ବିଳମ୍ବିତ ରାତିରେ ଏହି…

ଆଜି ରାଉରକେଲାରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜିଠୁ ରାଉରକେଲାରେ ଆରମ୍ଭ ହେବ ପ୍ଲାଜମା ଥେରାପୀ ଚିକିତ୍ସା ସେଣ୍ଟର । ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ । ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ…

କାଲିଠୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ଭଦ୍ରକ ଜିଲ୍ଲା

ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା । ଅଗଷ୍ଟ ୧(ଶନିବାର) ଓ ଅଗଷ୍ଟ ୨ (ରବିବାର) ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ କଟକଣା ଲାଗିବ । ସଟଡାଉନ୍ ବେଳେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ଆଜି ଦିନର ମହତ୍ତ୍ୱ  ତା ୩୧-୭-୨୦୨୦ ଶୁକ୍ରବାର ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ ତା ୩୧ ରିଖ ଶୁକ୍ରବାର କର୍କଟ ୧୬ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର :- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:- ତୁଳା ଓ କୁମ୍ଭ ରାଶି…

ନାବାଳିକା ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ଏଏସଆଇ ସସପେଣ୍ଡ

ଢେଙ୍କାନାଳ: ଅସଦାଚରଣର ଶିକାର ଜଣେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ବେହେରା ସସପେଣ୍ଡ । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । କାର୍ଯ୍ୟରେ ଅବହେଳା ପାଇଁ…

ଖୋଳାଯିବ ମଙ୍ଗଳ ଗ୍ରହ, ପର୍ସେଭେରାନ୍ସ ରୋଭରକୁ ପଠାଇଲା ନାସା

ଫ୍ଲୋରିଡା (ଆମେରିକା): ନୂଆ ଇତିହାସ ରଚିବ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ମଙ୍ଗଳ ଗ୍ରହକୁ ପଠାଇଲା ପର୍ସେଭେରାନ୍ସ ରୋର୍ଭ‌ । ଫ୍ଲୋରିଡାର କେପ୍ କାନାଭେରାଲ୍ ଏୟାର ଫୋର୍ସ ଷ୍ଟେସନରୁ ଆଟଲାସ୍-୫ ରକେଟ୍ ଏହାକୁ ସାଙ୍ଗରେ ନେଇ ଯାଇଛି । ମଙ୍ଗଳରେ ପହଞ୍ଚିବାକୁ ଲାଗିବ ୭ ମାସ ।…

ଅଗଷ୍ଟ ୧ରୁ ବରଗଡ଼ ଜିଲ୍ଲା ତିନି ଦିନ ସଟଡାଉନ୍

ବରଗଡ଼: ଆସନ୍ତା ଅଗଷ୍ଟ ୧ ତାରିଖରୁ ସଟଡାଉନ୍ ରହିବ ବରଗଡ଼ ଜିଲ୍ଲା । ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୩ ତାରିଖ ଯାଏଁ ସଟଡାଉନ୍ ବଳବତ୍ତର ରହିବ । ସଟଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ଜିଲ୍ଲା-ଜିଲ୍ଲା ଭିତରେ ସରକାରୀ ଓ ଘରୋଇ ପରିବହନ ଉପରେ ଲାଗୁ ହେବ…