Latest Odisha News

BREAKING NEWS

ଜୁଲାଇ ୩୧ ଯାଏଁ ବୌଦ୍ଧ ଜିଲ୍ଲା ସଟଡାଉନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଆଗାମୀ ଜୁଲାଇ ୩୧ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ସଟଡାଉନ୍…

ବ୍ୟବସାୟୀ କରୋନା ଆକ୍ରାନ୍ତ ପରେ ଭଦ୍ରକ ଏକତା ମାର୍କେଟ ସଟଡାଉନ୍

ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ସହରର ଏକତା ମାର୍କେଟ ଓ କଚେରୀ ବଜାର ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ । ଏକତା ମାର୍କେଟର ଜଣେ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ପରେ ଭଦ୍ର ପୌର ପରିଷଦ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ସକାଳ ୫ଟାରୁ ଶନିବାର ସକାଳ ୫ଟା ପର‌୍ୟ୍ୟନ୍ତ…

କନ୍ଧମାଳରେ ଲାଗୁ ହେଲା ୧୦ ଦିନିଆ ଲକଡାଉନ

କନ୍ଧମାଳ: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ କାନ୍ଧମାଲ ଜିଲ୍ଲାକୁ ଆଗାମୀ ୧୦ ଦିନ ଯାଏଁ ଲକଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । କୋରୋନା…

ବ୍ରହ୍ମଚାରୀ ପକ୍ଷୀର ଆଖ୍ୟା ପାଇଥିବା ମୟୁର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଭାରତର ଜାତୀୟ ପକ୍ଷୀ ମୟୁର ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ଜଣାଥିବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମୟୁର ସମ୍ପର୍କରେ କିଛି ଅଜଣା କଥା... ହିନ୍ଦୁ ଶାସ୍ତ୍ରରେ ମୟୁରକୁ ଏକ ବ୍ରହ୍ମଚାରୀ ପକ୍ଷୀ ବୋଲି କୁହାଯାଇଛି । ଏହାର…

ବୁଦାରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଖପୁରିଆପଦା ପଞ୍ଚାୟତ ବାଲିପଶି ଗାଁ ନିକଟସ୍ଥ ଏକ ବାଉଁଶ ବୁଦାରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛି ବାଲିପଶି ଗାଁର ଶରତ ଚନ୍ଦ୍ର ଧଳ । କିଛିଦିନ ହେବ ଶରତ ଘରୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକ…

କରୋନାକୁ ମାତ ଦେଲେ ଶତାୟୁ ବୃଦ୍ଧ

ଚେନ୍ନାଇ: ହାରିଲା କରୋନା । ମହାମାରୀ ସହ ଲଢ଼େଇରେ ଜିତିଲେ ୧୦୩ ବର୍ଷର ବୃଦ୍ଧ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାମିଲନାଡୁର ତିନ୍ଦିଗୁଲ୍ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ ଚିନ୍ଦିଗୁଲ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବୃଦ୍ଧଙ୍କ ଘର ତିନ୍ଦିଗୁଲ…

+୩ ଆଡମିସନ୍ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାରେ ବିଳମ୍ବ ହୋଇଛି । ଏହାରି ଭିତରେ ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଗାଇଡଲାଇନ୍ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟ ଆଡମିଶନ ହେବ । ସାମସ୍ ପୋର୍ଟାଲରେ…

ଆଜି ଭାରତରେ ପହଞ୍ଚିବ ଲଢୁଆ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିବ ଫ୍ରାନ୍ସ ନିର୍ମିତ ଫାଇଟର ଜେଟ୍ ରାଫେଲ୍ । ପ୍ରଥମ ପର‌୍ୟ୍ୟାୟରେ ୫ଟି ରାଫେଲ୍ ବିମାନ ଆସିଛି । ହରିୟାଣା ଅମ୍ବାଲାର ବାୟୁସେନା ଏୟାରବେସରେ ଆଜି ଅବତରଣ କରିବେ । ସାତ ହଜାର କିଲୋମିଟର ଉଡ଼ାଣ ପରେ ଅମ୍ବାଲାରେ ପହଞ୍ଚିବେ । ବାୟୁସେନା ମୁଖ୍ୟ ରାଫେଲ୍ ଯୁଦ୍ଧ…

୨୪ ତାରିଖରେ ମୃତ୍ୟୁ, ୨୮ ତାରିଖରେ ଜାଣିଲେ ପରିବାର ଲୋକେ

ବ୍ରହ୍ମପୁର : ବାପା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ । କିନ୍ତୁ ଗତ ୨୪ତାରିଖରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନ ଥିବାରୁ ବ୍ୟସ୍ତ ବ୍ୟବ୍ରତ ହୋଇ ହେଲପ ଲାଇନ ନମ୍ବରକୁ କଲ କରୁଛି ପୁଅ । କେତେବେଳେ ଉତ୍ତର ଆସୁଛି ରୋଗୀ ଆଇସିୟୁରେ ଅଛନ୍ତି ତ କେତେବେଳେ କହୁଛନ୍ତି ୱାର୍ଡକୁ ଆସିଲେଣି ଆଉ…

ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା, ସାତ ଦିନ ଧରି ହେବ ପାଳନ

ଝୁଲଣ ଯାତ୍ରା ଅବସରରେ କୁମାର ଭୀମସେନଙ୍କ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀମନ୍ଦିରରେ ପାଳିତ ତ୍ରୟୋଦଶ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା ଏକ ପ୍ରମୁଖ ଯାତ୍ରା ଅଟେ । ଏହି ଯାତ୍ରା ସାତ ଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ଆଶ୍ରମରେ ଅନୁଷ୍ଠିତ…