Latest Odisha News

BREAKING NEWS

ଆଜି ବାହାରିବ ମାଟ୍ରିକ ରେଜଲ୍ଟ, ଉତ୍କଣ୍ଠିତ ଛାତ୍ରଛାତ୍ରୀ

କଟକ: ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଜି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ । ସକାଳ ୯ଟାରେ ଭିଡିଓ କନଫରେନ୍ସିଂରେ ପରୀକ୍ଷାଫଳ ଅନୁମୋଦନ କାର୍ଯ୍ୟ ଶେଷ ହେବ । ସାଢ଼େ ୧୧ଟାରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଛାତ୍ରଛାତ୍ରୀ ବୋର୍ଡର ଦୁଇଟି ଓ୍ୱେବସାଇଟ୍ ଓ ଏସଏମଏସ୍…

ସମ୍ୱଲପୁର ଓ ରେଙ୍ଗାଲି ବିଧାୟକଙ୍କ ନାଁରେ ପୋଲିସ ରୁଜୁ କଲା ମାମଲା

ସମ୍ୱଲପୁର: ପୁଣି ବିବାଦରେ ସମ୍ୱଲପୁର ବିଧାୟକ ଜୟନାରାଣ ମିଶ୍ର । ତାଙ୍କ ନାଁରେ ସମ୍ବଲପୁର ଟାଉନ୍ ଥାନାରେ ଏତଲା ହୋଇଛି । ତାଙ୍କ ସହ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ ବି ରୁଜୁ ହୋଇଛି ମାମଲା । କୋଭିଡ୍ ନିୟମର ଉଲ୍ଲଂଘନ ଓ ପୋଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏତଲା ଦାୟର…

କେମିତି କଟିବ ଆଜିର ଦିନ…

ରାଶି ଫଳ ତା ୨୯-୦୭-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୯ ରିଖ ବୁଧବାର କର୍କଟ ୧୪ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର- କର୍କଟ…

ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ: ନବୀନ

ଭୁବନେଶ୍ୱର: କୋଭିଡ୍ ସହ ଲଢୁଛି ସାରା ଓଡ଼ିଶା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଭିତରେ ଯେଭଳି ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ କୌଣସି ଅବହେଳା ନହୁଏ । ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ପ୍ରତି ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ । …

କେନ୍ଦ୍ରାପଡାକୁ ପାସେଞ୍ଜର ଟ୍ରେନ ସେବା ପାଇଁ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ହରିଦାସପୁର-ପାରାଦୀପ ବ୍ରଡଗେଜ୍ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ଚିଠିରେ…

ଡାକ୍ତରଙ୍କ ଡ୍ରୟରରୁ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ମହିଳା

ଅନୁଗୁଳ: ଦେହ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପାଖକୁ ଆସିଥିଲେ । କିନ୍ତୁ ମଉକା ଦେଖି ୩୦ ହଜାର ଟଙ୍କା ହାତ ସଫେଇ କରିଦେଲେ ମହିଳା । ଡାକ୍ତରଙ୍କ ଡ୍ରୟରରୁ ଟଙ୍କା ଧରି ଚମ୍ପଟ ମାରିଲେ । ଅନୁଗୁଳ ଜିଲ୍ଲାରୁ ଏଭଳି ଚିତ୍ର ସାମନାକୁ ଆସିଛି । ସିସିଟିଭିରେ କଏଦ ହୋଇଛି ପୂରା ଘଟଣା । ଆଜି ଅନୁଗୁଳ…

ଟିକ୍‌ଟକ୍‌ରେ ଡାନ୍ସ ଭିଡିଓ ଅପଲୋଡ୍ କରି ଜେଲ୍ ଓ ଜରିମାନା !

ଇଜିପ୍ଟ: ଭାରତରେ ବ୍ୟାନ୍ ହୋଇଛି ଟିକ୍‌ଟିକ୍ । ହେଲେ ଅନ୍ୟ ଦେଶରେ ଏବେ ବି ଜାରି ରହିଛି ଏହି ନିଶା । ତେବେ ଟିକ୍‌ଟିକ୍‌ରେ ଡାନ୍ସ ଭିଡିଓ ଅପଲୋଡ୍ କରି ଏକ ଦେଶରେ ଦୁଇ ଛାତ୍ରୀଙ୍କୁ ୨ବର୍ଷ କାରାଦଣ୍ଡ ସହ ମୋଟା ଅଙ୍କର ଜରିମାନା ଦେବାକୁ ପଡିଛି । ସୋମବାର ଟିକ୍‌ଟକ୍‌ରେ ଅଶାଳୀନ ନୃତ୍ୟୁ…

ବାପା ଜୋତା ବ୍ୟବସାୟୀ, ଝିଅ ଯୁକ୍ତ୨ ଟପର୍‌

ଭୋପାଲ: ରାସ୍ତାକଡର ଜୋତା ବିକାଳୀଙ୍କ ଝିଅ ଏବେ ଟପ୍‌ର । ସେ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଯୁକ୍ତ ୨ ବିଜ୍ଞାନରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବାପା ମାଆଙ୍କୁ ଗୌରବାନିତ୍ୱ କରିଛନ୍ତ ଭୋପାଲର ମଧୁ ଆର୍ଯ୍ୟ । ସେ ଯୁକ୍ତ ୨ ମଧ୍ୟପ୍ରଦେଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ…

ୱେଷ୍ଟଇଣ୍ଡିଜ ଆଶା ଅସମ୍ପୂର୍ଣ୍ଣ ରହିଲା, ଇଂଲଣ୍ଡ ୨-୧ରେ ସିରିଜ ବିଜୟୀ

ମାଂଚେଷ୍ଟର: ଦୀର୍ଘ ଦିନ ପରେ ଇଂଲଣ୍ଡ ମାଟିରେ ସିରିଜ ବିଜୟ ଆଶା ରଖିଥିବା ୱେଷ୍ଟଇଣ୍ଡିଜକୁ ଶେଷରେ ନିରାଶ ହେବାକୁ ପଡିଛି । ଏଠାରେ ଅନୁଷ୍ଠିତ ଅନ୍ତିମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୬୯ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୨-୧ରେ ଜିତି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୩୬୯ ରନ…

ଖୁସି ଖବର, ୨୨ ଜିଲ୍ଳାରୁ ସୁସ୍ଥ ହେଲେ ଆଉ ୬୮୭ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ଢ଼େର ଅଧିକା ରହିଛି ସୁସ୍ଥ ହାର । ଆଜି ରାଜ୍ୟରେ ପୁଣି ଆଉ ୬୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ…