Latest Odisha News

BREAKING NEWS

ଚାଇନାର ସ୍ମାର୍ଟଫୋନ୍ କମ୍ପାନୀ ପାଇଁ ବଢ଼ିଲା ଅସୁବିଧା, ଭିଭୋକୁ ପଛରେ ପକାଇଲା ସାମସଙ୍ଗ

ନୂଆଦିଲ୍ଲୀ: କୋଭିଡ୍ -୧୯ ହେତୁ ଚାଇନାର ସ୍ମାର୍ଟଫୋନ୍ ବ୍ରାଣ୍ଡର ବଜାର ଅଂଶ ଉପରେ ଯଥେଷ୍ଟ ପ୍ରଭାବ ପଡିଛି | ଏଥି ସହିତ, ଉପଭୋକ୍ତାମାନଙ୍କ ଚାଇନା ବିରୋଧୀ ଭାବନା ଯୋଗୁଁ ଏହି ବ୍ରାଣ୍ଡଗୁଡ଼ିକ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ସମୟରେ, ସାମସଙ୍ଗ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର…

ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗୁରୁତର କୋରନା ରୋଗୀଙ୍କ ଚିକିତ୍ସା ପାଇଁ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ସଫଳତା ବି ମିଳୁଛି । ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଭିତରେ ବିଭିନ୍ନ ଜିଲ୍ଲାକୁ…

ଓଡିଶା ସମେତ ୯ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ଭୁବନେଶ୍ୱର: ଦେଶର ସର୍ବାଧିକ ପ୍ରଭାବିତ ଓଡିଶା ସମେତ ନଅଟି ରାଜ୍ୟର କରୋନା ସଂକ୍ରମଣ ପରିଚାଳନା ସ୍ଥିତି ସଂପର୍କରେ କ୍ୟାବିନେଟ ସଚିବ ସମୀକ୍ଷା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।…

ଭାଇରାଲ ପୋଷ୍ଟମୋର୍ଟମ: ନିର୍ମାଣ କରିଛନ୍ତି ୬୦୦ ଡ୍ରୋନ୍‌, ହେଲେ ପ୍ରମାଣ କାହିଁ ?

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । କର୍ଣ୍ଣାଟକର ୨୨ ବର୍ଷୀୟ ଯୁବକ ପ୍ରତାପ ଏନ୍‌.ଏମ ନିଜକୁ ଭାରତର ସର୍ବ କନିଷ୍ଠ ଡ୍ରୋନ୍ ବୈଜ୍ଞାନିକ ରୂପେ ସ୍ୱତଃ ଘୋଷଣା କରିବା ସହ ଇ-ୱେଷ୍ଟରୁ ୬୦୦ ଡ୍ରୋନ୍ ନିର୍ମାଣ କରିଥିବା ନେଇ ଦାବି କରିଥିଲେ । ପ୍ରତାପଙ୍କ ଖବରକୁ ଡେକାନ୍ ହେରାଲ୍ଡ ଓ…

ଭାରତରେ ନିର୍ମାଣ ହେଲା ଆପଲ୍ ଆଇଫୋନ୍ ୧୧ , ବର୍ତ୍ତମାନ ଭାରତରେ ଛଅଟି ମଡେଲ୍ ତିଆରି ହେଉଛି

ନୂଆଦିଲ୍ଲୀ: ଭାରତରେ ଆପଲ୍ ର ଆଇଫୋନ୍ ଉତ୍ପାଦନ ବିଷୟରେ ଦୀର୍ଘ ବର୍ଷ ଧରି ଆଲୋଚନା ହୋଇଆସୁଛି | ଆଇଫୋନ୍ ର ଅନେକ ମଡେଲ୍ ମଧ୍ୟ ଭାରତରେ ତିଆରି ହେଉଛି ଯାହା ଫାକ୍ସକନ୍ ଏବଂ ୱିଷ୍ଟ୍ରନ୍ କର୍ପ ଦ୍ୱାରା ଉତ୍ପାଦିତ ହେଉଛି, ଯଦିଓ ଆଇଫୋନ୍ ୧୧ ଭାରତରେ ଉତ୍ପାଦିତ ହେଉନାହିଁ, କିନ୍ତୁ ବର୍ତ୍ତମାନ…

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାନ୍ନ ଭୋଜନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବଣ୍ଟନ କରାଯିବ । ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୧୪ ତାରିଖରୁ ପିଛିଲା ଭାବେ ମଧ୍ୟାହ୍ନଭୋଜନ ଚାଉଳ ଓ ରୋଷେଇ ସାମଗ୍ରୀ ଅର୍ଥ ବଣ୍ଟନ କରାଯିବ…

କାଲିଠୁ ଦୁଇ ଦିନ ସଟଡାଉନ୍ ରହିବ ଭବାନୀପାଟଣା ମ୍ୟୁନିସିପାଲିଟି ଅଞ୍ଚଳ

ଭବାନୀପାଟଣା: ଆସନ୍ତାକାଲିଠୁ ଦୁଇ ଦିନ ସଟଡାଉନ୍ ରହିବ ଭବାନୀପାଟଣା ପୌରାଞ୍ଚଳ । ୨୫ ଓ ୨୬ ତାରିଖ ଦୁଇ ଦିନ ଲାଗୁ ହେବ ସଟଡାଉନ୍ । କରୋନା ପାଇଁ ପ୍ରଶାସନ ପକ୍ଷରୁ ଦୁଇ ଦିନ ଡୋର୍ ଟୁ ଡୋର୍ ସର୍ଭେ କାମ ଚାଲିବ । ଲୋକଙ୍କ ଯାଆସ ଉପରେ କଟକଣା ଜାରି ହେବ କଟକଣା ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ…

ବାହାଘରକୁ ୫ ମାସ ବିତିନି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀ ହନ୍ତା ସ୍ୱାମୀ । ବାହାଘରକୁ ୫ ମାସ ପୂରିନି । ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ଜଣେ ପତି । ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତିରେ । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ।…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ ପାତ୍ର : ୨୦ ବର୍ଷରେ ପ୍ରଥମ ଥର ସ୍ଥାନ ପାଇଲେ ଜଣେ ଓଡିଆ ସାଂସଦ

ଭୁବନେଶ୍ୱର: ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ସ୍ଥାନ ପାଇଛନ୍ତି ଜଣେ ଓଡିଆ ସାଂସଦ । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଏହି ପ୍ୟାନେଲରେ ସ୍ଥାନ ପାଇବା ଫଳରେ ଅଧ୍ୟକ୍ଷଙ୍କ ଆବଶ୍ୟକତା ଅନୁସାରେ ଗୃହକାର୍ଯ୍ୟ…

ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫୦ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଫେରାଇବେ କାଳିଆ ଯୋଜନା ଟଙ୍କା । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ସଚିବ ସୌରଭ ରର୍ଗ କହିଛନ୍ତି ଯେ, ‘ଏ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୯୮ ପ୍ରତିଶତ ଯୋଗ୍ୟ । ପ୍ରାୟ ୫୦ହଜାର ଅଯୋଗ୍ୟ…