Latest Odisha News

BREAKING NEWS

କରୋନା ଓ ପ୍ରକୃତି ପୂଜା

ଏ ସୁନ୍ଦର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ଈଶ୍ୱର । ଯେଉଁ ଈଶ୍ୱର ଏ ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପ୍ରଶସ୍ତ ପୃଥିବୀ, ଉପକାରରେ ଆସୁଥିବା ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ସେଇ ସର୍ବ ଶକ୍ତିମାନ ଈଶ୍ୱରଙ୍କୁ କେବଳ…

ପୋଲିସ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: କନ୍ଧମାଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ପୋଲିସ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । We once again appeal to Maoists to lay down arms…

ମେଡିକାଲରେ ଭର୍ତ୍ତି ହେଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ଗଣେଶୀ ଲାଲ ଅସୁସ୍ଥ ହେବାରୁ ଗୁରୁବାର ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟପାଳ ଏବେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କର ରୁଟିନ୍ ଚେକ୍ ଅପ୍ କରାଯାଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା…

୨ରୁ ୩ଦିନ ଭିତରେ ଗଞ୍ଜାମରେ ବଢିପାରେ କରୋନା ସଂକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ମାମଲା ଆଗାମୀ ୨ରୁ ୩ଦିନ ମଧ୍ୟରେ ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ କହିଛନ୍ତି। ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଅଧିକ କରାଯାଉଥିବା ହେତୁ କରୋନାଭାଇରସ୍ ପଜିଟିଭ୍…

ନିଆରା ପରମ୍ପରା, ୩ ବର୍ଷରେ ଶବକୁ କାଢ଼ି ଉତ୍ସବ ପାଳନ କରିଥାନ୍ତି ଟୋରାଜାନ ଜାତିର ଲୋକ

ନୂଆଦିଲ୍ଲୀ: ଦୁନିଆକୁ ରହସ୍ୟ ଘେରି ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା କେତେକ ପରମ୍ପରା ଆମକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏ ଭଳି ଏକ ପରମ୍ପରା ଇଣ୍ଡୋନେସିଆର ଟୋରାଜନ ଜାତିର ଲୋକ ପାଳନ କରିଥାନ୍ତି । ସେମାନେ ମା ନେନେ ଉତ୍ସବରେ ନିଜ ପରିଜନଙ୍କ ୩ ବର୍ଷ ତଳେ ପୋତା…

ରାଜ୍ୟ ପାଇଁ ଭଲ ଖବର; ସୁସ୍ଥ ହେେଲେ ଆଉ ୬୪୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୬୪୩ ଜଣଙ୍କ ମଧ୍ୟରୁ ୪୦୭ ଜଣ ଗଞ୍ଜାମରୁ, ୪୪ ଜଣ ଖୋର୍ଦ୍ଧା, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, ୨୭ ଜଣ…

ଆଫଗାନିସ୍ତାନରେ ୩ ସପ୍ତାହରେ ୨୫୦ ସୈନ୍ୟଙ୍କ ମୃତ୍ୟୁ : ରିପୋର୍ଟ

କାବୁଲ: ଆଫଗାନିସ୍ତାନରେ ହିଂସା ଏବେ ବି ବଳବତର ରହିଛି । ରିପୋର୍ଟ ମୁତାବକ ୩ ସପ୍ତାହ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ୨୫୦ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି । ୧୧ ଅଂଚଳରେ ତାଲିବାନ ଦ୍ୱାରା କରାଯାଇଥିବା ୨୨୦ ଆକ୍ରମଣରେ ଉପରୋକ୍ତ ସୈନ୍ୟଙ୍କ ମୃତ୍ୟୁ ଘଟିବା ବ୍ୟତୀତ ୩୦୦ରୁ ଅଧିକ ଆହତ…

ସାଉଥ ସୁପରଷ୍ଟାର ନୀତିନ୍‌ଙ୍କ ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବେ ସାଉଥ ସୁପରଷ୍ଟାର ନୀତିନ୍ । ତାଙ୍କ ଦୀର୍ଘଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ତାଙ୍କର ସରିଛି ନିର୍ବନ୍ଧ । ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଓ ସାଙ୍ଗସାଥିଙ୍କ ଉପସ୍ଥିତିରେ ଶାଲିନୀଙ୍କୁ ଏଙ୍ଗେଜମେଂଟ ରିଙ୍ଗ ପିନ୍ଧାଇଛନ୍ତି…

କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲାପାଳଙ୍କ ଶୋକପ୍ରକାଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସୂଚନାନୁଯାୟୀ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ରେ କାର୍ଯ୍ୟରତ ଜଣେ ସହାୟକ ଯନ୍ତ୍ରୀ କୈଳାଶ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି । ଯିଏକି କରୋନା…

ଲକ୍‌ଡାଉନ୍ ଭିତରେ ହେବ ଯୁକ୍ତ ୨ ଖାତାଦେଖା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ଲକଡାଉନ୍ ଲାଗୁ ହୋଇଛି । ତେବେ ଏହି ଲକଡାଉନ୍ ଭିତରେ ମଧ୍ୟ ଯୁକ୍ତ ୨ ଖାତାଦେଖା ଚାଲିବ । ଏନେଇ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଯୁକ୍ତ ୨ ମୂଲ୍ୟାୟନ ଦେଇ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ବିଭାଗ ଜଣାଇଛି ।…