Latest Odisha News

BREAKING NEWS

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୬୦୮ ଆକ୍ରାନ୍ତ

ଭୁବନେଶ୍ୱର: ୨୪ ଘଂଟା ମଧ୍ୟରେ ସଂକ୍ରମିତଙ୍କ ତୁଳନା ବଢ଼ିଲା ସୁସ୍ଥ ହାର । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ କରୋନାରୁ ଆରୋଗ୍ୟ ଲାଭ କରିଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୩୮ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କେରଳରେ ଗୋଷ୍ଠୀ ସଂକ୍ରମଣ !

ଥିରୁଭନନ୍ତପୁରମ: ସାରା ଦେଶକୁ କଲବଲ କରୁଛି କିଲର ଭାଇରାସ କରୋନା । ଚାରିଆଡେ କୋଭିଡ-୧୯ ତା’ର କାୟା ବିସ୍ତାର କରିଛି । ଏହାରି ଭିତରେ ଏକ ଭଳି ତଥ୍ୟ ସାମ୍ନାକୁ ଆସିଛି ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । କେରଳର କିଛି ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି ।…

ଆସନ୍ତୁ ଜାଣିବା ହରଭଜନ କାହିଁକି ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ କହିଲେ

ମୋହାଲୀ: ଭାରତର ଲୋକପ୍ରିୟ ସ୍ପିନର ହରଭଜନ ସିଂ ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ ପଂଜାବ ସରକାରଙ୍କୁ ଅନୁରୋଧ କରିଥିଲେ । ପରେ ପଂଜାବ ସରକାର ଏହି ପୁରସ୍କାର ପାଇଁ ହରଭଜନ ନାମ ପ୍ରତ୍ୟାହାର କରିଥିଲେ । ଏହି ସମ୍ମାନଜନକ ପୁରସ୍କାର ପାଇଁ ଗତ ୩ ବର୍ଷର…

ଏଣିକି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ

ଭୁବନେଶ୍ୱର: ଲକଡାଉନ କଟକଣା ହେବ ଆହୁରି କଡାକଡି । ଏଣିମି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ । କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେ ନାହିଁ । କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ରହିବାକୁ ବାଧ୍ୟ । ନାଁ ନଥିଲେ ଆଉ ଅଫିସ…

ଘରୋଇ ହସ୍ପିଟାଲ ଫେରାଇଦେଲେ ୧୦୦କୁ କୁହ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୌଣସି ଘରୋଇ ହସ୍ପିଟାଲ ଆଡମିଶନ ନ କରି ଫେରାଇଦେଲେ ଜଣାନ୍ତୁ । ଏଥିପାଇଁ ଟୋଲ ଫ୍ରି ନମ୍ବର-୧୦୦କୁ କଲ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି । Please dial 100 if any hospital…

ଲାଗୁନି ବ୍ରେକ୍‌, ଭୁବନେଶ୍ୱରରେ ପୁଣି ୮୭ ପଜିଟିଭ

ଭୁବନେଶ୍ୱର: ସାରା ରାଜ୍ୟରେ କଲବଲ କଲାଣି କରୋନା । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧ ଜଣ କ୍ୱାରେଂଟାଇନ୍ ଥିବାବେଳେ ୪୬ ଜଣ…

ଓଲିଙ୍କ ଅଯୋଧ୍ୟା ମନ୍ତବ୍ୟର ପ୍ରତିକ୍ରିୟା: ବାରଣାସୀରେ ନେପାଳ ନାଗରିକଙ୍କୁ ଲଣ୍ଡା କଲେ ଲୋକେ !

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏହି ଭିଡିଓ । ବାରଣାସୀରେ ଜଣେ ନେପାଳ ନାଗରିକଙ୍କୁ ଲଣ୍ଡା କରାଯିବା ସହିତ ଜୟ ଶ୍ରୀରାମ ଉଚ୍ଚାରଣ କରିବାକୁ ବାଧ୍ୟ କରାଯାଇଥିଲା । ଭିଡିଓଟି ଭାଇରାଲ ହେବା ପରେ ନେପାଳ ଦୂତାବାସ ଭାରତ ନିକଟରେ ଅଭିଯୋଗ ଆଣିଛି । ଶୁକ୍ରବାର ବାରଣାସୀରେ ଏହି ମାମଲାରେ…

ଟିକା ପ୍ରସ୍ତୁତ ନ ହେବା ଯାଏଁ ମାନନ୍ତୁ କଟକଣା: ଧର୍ମେନ୍ଦ୍ର

ଭୁବନେଶ୍ବର: କରୋନା ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାତ୍ତା ଦେଇଛନ୍ତି । ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡିବ । ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ…

ମାଛ ମାର୍କେଟ ସିଲ୍‌, ଗଞ୍ଜାମକୁ ଯିବନି ଚିଲିକା ମାଛ

ଖୋର୍ଦ୍ଧା: ଚିଲିକା କୂଳ ମାଛ ମାର୍କେଟ ସିଲ୍ । ୭ ଦିନ ପାଇଁ ମାଛ ମାର୍କେଟକୁ ସଟଡାଉନ୍ କରାଯାଇଛି । ଜଣେ ମାଛ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କରୋନା ଭୟରେ ୨ଟି ମାଛ ଗୋଦାମ ସହ ୩ଟି ଆଇସ୍ ଫ୍ୟାକ୍ଟରୀକୁ ସିଲ୍ କରାଯାଇଛି ।…

୩୮ ବର୍ଷରେ ପାଦ ଥାପିଲେ ବଲିଉଡ ଡିଭା ପ୍ରିୟଙ୍କା ଚୋପ୍ରା

ଭୁବନେଶ୍ୱର: ବଲିଉଡର ଦେଶୀ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଆଜି ଜନ୍ମଦିନ । ସେ ୩୮ ବର୍ଷରେ ପାଦ ଦେଇଛନ୍ତି । ବରେଲିରୁ ହଲିଉଡ୍ ଭାୟା ବଲିଉଡ୍‌, ତାଙ୍କ ଯାତ୍ରା ଓ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଛି । ମାତ୍ର ୧୮ ବର୍ଷ ବୟସରେ ୨୦୦୦ ମସିହାରେ…