କରୋନା ଆତଙ୍କ; ଗୋଟିଏ ଦିନ ଲାଗି ବିଧାନସଭା ବନ୍ଦ
ଭୁବନେଶ୍ୱର: ଜଣେ କର୍ମଚାରୀଙ୍କ ପିତାମାତା କରୋନା ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ଦିନ ଓଡିଶା ବିଧାନସଭାକୁ ବନ୍ଦ କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ଆହୁରି ମଧ୍ୟ “ସହରରେ ଲାଗୁ ହେଉଥିବା ସାପ୍ତାହିକ ସଟଡାଉନ ସମୟରେ ବିଧାନସଭା ବନ୍ଦ ରହିବ।…