Latest Odisha News

BREAKING NEWS

ସୋମବାରେ କରୁଛି ମୁଁ ଶିବ ଦର୍ଶନ…

ସୋମବାରେ କରୁଛି ମୁଁ ଶିବ ଦର୍ଶନ... ସନ୍ତୋଷ ମିଶ୍ର ସୋମବାରେ କରୁଅଛି ଶିବ ଦର୍ଶନ ମୋ ହୃଦୟେ ଦେଇଛି ମୁଁ ଶିବଙ୍କୁ ସ୍ଥାନ, କଲେ ଭକ୍ତି ମିଳେ ଶକ୍ତି ପ୍ରଫୁଲ୍ଲ ମନ ସୋମବାରେ କରୁଅଛି ଶିବ ଦର୍ଶନ ..(୦) ଗଙ୍ଗାଜଳ ବେଲପତ୍ର କରୁଛି ଅର୍ପଣ କ୍ଷୀର ଢାଳେ ଶିବ ଲିଙ୍ଗେ ମହାଦେବ ଘେନ,…

ଦେଶରେ ବଢୁଛି କରୋନା ଚିନ୍ତା: ୭ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୪,୨୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୯୭,୪୧୩…

ସାମାଜିକ ଦୂରତା ଭିତରେ ମହାଦେବଙ୍କୁ ଜଳଲାଗି

କରୋନା କାଳ ଭିତରେ ଆଜି ଶ୍ରାବଣର ପ୍ରଥମ ସୋମବାର । ଶୈବପୀଠରେ ଭକ୍ତଙ୍କ ଭିଡ । ହର ହର ମହାଦେବ ଧ୍ୱନିରେ କମ୍ପୁଛି ଗଗନ ପବନ । ଓମ୍ କାରା ଶବ୍ଦରେ ଝଙ୍କୃତ ହେଉଛି ସାରା ପରିବେଶ । ଭୋଳାବାବାଙ୍କ ଆରତି କରୁଛନ୍ତି ଭକ୍ତ । ଜଳଲାଗି କରୁଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ମନ୍ଦିରରେ…

ଯାଜପୁରରେ ବିଭତ୍ସ ହତ୍ୟାକାଣ୍ଡ: ମାଆ ମୃତ, ବାପା ଓ ଝିଅ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାରର ୩ ଜଣଙ୍କ ଉପରକୁ ହୋଇଛି ମରଣାନ୍ତକ ଆକ୍ରମଣ। ଏଥିରେ ପ୍ରାଣ ହରାଇଛନ୍ତି ମାଆ ଓ ଗୁରୁତର ଆହତ ହୋଇଛନ୍ତି ବାପା, ଝିଅ। ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ…

ଏସିଆର ଉଇହୁଙ୍କାରେ ଓଁକାର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏସିଆ... ଇତିହାସର ଅନ୍ଧାର ରାତିରୁ ଆଧୁନିକ ସମୟର ସଫେଦ୍ ସକାଳ ପର୍ଯ୍ୟନ୍ତ ବହୁ ବୈଦେଶିକ ଆକ୍ରମଣକାରୀଙ୍କ ଲୁଣ୍ଠନର କରୁଣ ଶିକାର ହୋଇଆସିଛି । ଖ୍ରୀଷ୍ଟପୂର୍ବ ୩୦୦ଅଦ୍ଦର ଗ୍ରୀକ୍ ଆଲେକ୍‌ଜାଣ୍ଡାରଙ୍କ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାଦ୍ଦୀର…

ପବିତ୍ର ଶ୍ରାବଣ ସୋମବାର: ଖାଁ ଖାଁ ଲାଗୁଛି ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରବଣ ମାସର ପ୍ରଥମ ସୋମବାର ।କରୋନା ଯୋଗୁଁ ସବୁ ଫିକା ପଡିଛି । ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟର ପ୍ରମୁଖ ଶିବାଳୟରେ ଆଜି ଶିବଙ୍କୁ ଜଳାଭିଷେକ କରିବାକୁ ଲାଗିଥାନ୍ତା କାଉଡ଼ିଆଙ୍କ ଭିଡ଼। ଏହି ସମୟରେ ଓଡ଼ିଶାର ପ୍ରମୁଖ ଶୈବପୀଠକୁ କାଉଡ଼ିଆମାନେ ନିଷ୍ଠାର ସହିତ…

ଆଜିଠୁ ଖୋଲିବ ଐତିହ୍ୟ କୀର୍ତ୍ତିରାଜ, କରୋନା କଟକଣା ମାନି ବୁଲିବେ

ନୂଆଦିଲ୍ଲୀ: ଲକଡାଉନ୍ ହେବାର ପାଖାପାଖି ଶହେ ଦିନ ପରେ ଆଜି ଦେଶରେ ଖୋଲୁଛି ପର‌୍ୟ୍ୟଟନ ସ୍ଥଳୀ । ଐତିହ୍ୟ କୀର୍ତ୍ତିରାଜି ପୁଣି ଥରେ ବୁଲି ଦେଖି ପାରିବେ ପର୍ଯ୍ୟଟକ । ତେବେ ଯେଉଁସବୁ ପର୍ଯ୍ୟଟନ ସ୍ଥଳୀ କଣ୍ଟେନମେଣ୍ଟ ଜୋନ୍ ଭିତରେ ଆସୁ ନଥିବ ସେସବୁ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲାଯାଉଛି ।…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଆଖଣ୍ଡଳମଣିଙ୍କ ପୀଠରେ ୧୪୪ ଧାରା ଜାରିଏ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ପରମ୍ପରା ଅନୁଯାୟୀ ଆଜିଠାରୁ ମହାଦେବଙ୍କୁ କରାଯାଏ ଜଳାଭିଷେକ । ମାତ୍ର ଚଳିତ ଥର କରୋନା ଯୋଗୁଁ ଫିକା ପଡିଛି ସବୁକୁଛି । ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜାରି ହୋଇଛି ୧୪୪…

କରୋନା କ୍ରିଏଟିଭିଟି : ଅଜିତେଶ ସିଂହଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ସାନଭି ସାମନ୍ତରାୟ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…