Latest Odisha News

BREAKING NEWS

ଚୀନକୁ ଭାରତର ଆଉ ଏକ ଝଟକା : ବିଏସଏନଏଲ, ଏମଟିଏନଏଲ ୪ଜି ଟେଣ୍ଡର ବାତିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନକୁ ଆଉ କୌଣସି ପ୍ରକାର ସୁବିଧା ସୁଯୋଗ ଦେବା ମୁଡରେ ନାହାନ୍ତି । ବୁଧବାର ବିଏସଏନଏଲ ଓ ଏମଟିଏନଏଲ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରି ଦେଇଛନ୍ତି । ଖୁବ୍ ଶୀଘ୍ର ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚୀନର କୌଣସି…

ଡ୍ରାଗନ୍‌କୁ ପୁଣି ଝଟ୍‌କା ଦେଲା ଭାରତ, ହାଇୱେ ପ୍ରୋଜେକ୍ଟରୁ ଚାଇନା କମ୍ପାନୀକୁ କରାଯିବ ବୟକଟ୍

ନୂଆଦିଲ୍ଲୀ: ଡ୍ରାଗନ୍‌କୁ ଭାରତ ଦେଇଛି ଆଉ ଏକ ଝଟ୍‌କା । ଭାରତ ଓ ଚୀନ୍ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ବ୍ୟାନ୍ କରିଚାଲିଛି ଭାରତ । ଏବେ ବିଭିନ୍ନ ରାଜପଥ ପ୍ରକଳ୍ପରୁ ଚୀନ୍ କମ୍ପାନୀକୁ ବୟକଟ କରିବ ଭାରତ । ସମସ୍ତ ହାଇୱେ ପ୍ରୋଜେକ୍ଟ ଚାଇନା କମ୍ପାନୀକୁ…

ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ପୂର୍ବତନ ଆଇଆଇସି ଆନନ୍ଦ ମାଝୀ । ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ଅଭିଯୁକ୍ତ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସ ଆନନ୍ଦ ମାଝୀଙ୍କୁ କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ତାଙ୍କୁ ଗିରଫ କରାଯିବା ନେଇ ପୋଲିସ ଡିଜି…

ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା; ଜାଣନ୍ତୁ, କେଉଁସବୁ ଜିଲ୍ଲା ଲାଗି ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାର ୧୭ଟି ଜିଲ୍ଲାରେ ବୁଧବାର ଦିନ ସନ୍ଧ୍ୟାରେ ଝଡ଼ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ: ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ ! ରାଜ୍ୟର ଏହିସବୁ ଜିଲ୍ଲାର…

ଆସନ୍ତା ୩ ତାରିଖରୁ ୫ ଯାଏଁ ମାଲକାନଗିରି ସଟଡାଉନ୍

ମାଲକାନଗିରି: ମାଲକାନଗିରିରେ ହେବ ଦୁଇ ଦିନିଆ ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ମାଲକାନଗିରି ସଟଡାଉନ୍ ହେବ । ଏନେଇ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ…

ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବୁଧବାର ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫୩ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । The total recovered cases…

ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ !

ମୁମ୍ବାଇ: ଆଜିକୁ ପ୍ରାୟ ୧୫ ଦିନ ପୂର୍ବରୁ ବଲିଉଡ଼ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟ ହୋଇଥିଲା । ଏହି ମୃତ୍ୟୁ ସମ୍ପର୍କୀତ ଭିସେରା ରିପୋର୍ଟ ଫୋରେନସିକ୍ ଲ୍ୟାବରୁ  ଆସିଥିବା ସୂଚନା ମିଳିଛି । ଏହି ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏହି ଅଭିନେତାଙ୍କ ଶରୀରରେ…

କଟକ ସହରରୁ ୭ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କଟକ ମହାନଗର ନିଗମର ବୋଲି ସିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସମସ୍ତ ୭ଟି କେସ୍ ଲୋକାଲ କଣ୍ଟାକ୍ଟ ବୋଲି ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର…

ବିଜେଡିର ପଦାଧିକାର ତାଲିକା ପ୍ରକାଶ, ୯ ଉପସଭାପତିଙ୍କୁ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ଅଦଳ ବଦଳ ହୋଇଛି । ପ୍ରକାଶ ପାଇଛି ଶାସକ ଦଳ ବିଜେଡିର ପଦାଧିକାର ତାଲିକା । ଏଥର ନୂଆ ଫରମାଟ୍ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ୮ ଜଣଙ୍କୁ ବରିଷ୍ଠ ଉପସଭାପତି…

ମାଉସୀ ମା’ ଅଟକାଇଲେ ରଥ; ମହାପ୍ରଭୁ ଖାଇଲେ ପୋଡ଼ପିଠା

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀଗୁଣ୍ଡିଚାରୁ ଶ୍ରୀମନ୍ଦିର ଯାଏଁ ରଥାରୂଢ ଶ୍ରୀଜଗନ୍ନାଥ ମହାପ୍ରଭୁ କରିଚାଲିଛନ୍ତି ତାଙ୍କର ଅପୂର୍ବ ମାନବୀୟ ଲୀଳା । ପବିତ୍ର ରଥଯାତ୍ରା ଉତ୍ସବରେ ଆଜି ହେଉଛି ବାହୁଡ଼ା ଯାତ୍ରା ଉତ୍ସବ । ଶ୍ରୀଜୀଉମାନେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ଛାଡ଼ି ବାହୁଡୁଛନ୍ତି…