Latest Odisha News

BREAKING NEWS

ବାହୁଡା ପାଇଁ ରାତି ୧୦ରୁ ପୁରୀରେ କର୍ଫ୍ୟୁ, କଟକଣା କଡାକଡି

ପୁରୀ: ଆସନ୍ତାକାଲି ବାହୁଡାଯାତ୍ରା । ଏଥିପାଇଁ ପୁରୀରେ ଆରମ୍ଭ ହୋଇଛି ଜୋରସୋର ପ୍ରସ୍ତୁତି । ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ନୀତି ଚାଲିଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ହେଉଛି । ସବୁ ସେବାୟତ ଓ ସୁରକ୍ଷା ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଛି । ବାହୁଡା ଯାତ୍ରା…

ଜୁଲାଇ ୧ରୁ କାଉଣ୍ଟରରେ ମଦ ବିକ୍ରି

ଭୁବନେଶ୍ୱର: ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ଏବଂ ଖୋଲଖ ମଦ ଦୋକାନଗୁଡିକ ଜୁଲାଇ ୧ ରୁ କାଉଣ୍ଟରରେ ମଦ ବିକ୍ରି କରିପାରିବେ ବୋଲି ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ରାତିରେ ଭିଡ଼ ଏଡ଼ାଇବା ପାଇଁ ଦୋକାନଗୁଡ଼ିକ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ଖୋଲା ରହିବ ବୋଲି ଅବକାରୀ…

କରୋନା କ୍ରିଏଟିଭିଟି : ପ୍ରୀତିପର୍ଣ୍ଣା ମହାନ୍ତିଙ୍କ କବିତା

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନାରେ ଅଧ୍ୟାପିକାଙ୍କ ସ୍ୱାମୀ ମୃତ; ଭିସୁଟ୍ ସଟଡାଉନ

ସମ୍ବଲପୁର: କରୋନା ସଂକ୍ରମଣରେ ଜଣେ ଅଧ୍ୟାପିକାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମଙ୍ଗଳବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ) ଗୋଟିଏ ଦିନ ପାଇଁ ବନ୍ଦ ରହିଛି। ସୂଚନାନୁସାରେ, ମୃତକ ଜଣକ ଅନୁଗୁଳର ନାଲକୋରେ…

ଭୁବନେଶ୍ୱରରେ ଆଉ ୬ ପଜିଟିଭ, ୧୧ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ସଂକ୍ରମିତଙ୍କ ମଧ୍ୟରେ ହୋମ୍ କ୍ୱାରେଂଟିନ୍‌ର ଜଣେ ଥିବାବେଳେ ୫ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି । ଜଣେ ୫୬ ବର୍ଷୀୟ ରେଲୱେ କର୍ମଚାରୀ…

୧୯୬୨ ଚୀନ-ଭାରତ ଯୁଦ୍ଧ ଓ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଭାରତର ଉତ୍ତରାକାଶେ ଚୀନା ରାହୁ ଚୀନା ଡ୍ରାଗନ ଦିଶେ କୁଆରେ, ପଶୁବଳରେ ମାତି ସର୍ବହରା ନାମେ ତେକେ କେ ଛତି!! ପତ୍ରିକାର ନାମ 'ନିଆଁଖୁଣ୍ଟା'। ନଭେମ୍ବର-୧୯୬୨ ସଂଖ୍ୟାରେ ପତ୍ରିକାର ସମ୍ପାଦକ ଗୋଦାବରୀଶ ମହାପାତ୍ର…

କରୋନା କ୍ରିଏଟିଭିଟି : ଆରା ଆକବରଙ୍କ କବିତା

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଆଜି ‘ସାମାଜିକ ଗଣମାଧ୍ୟମ ଦିବସ’; ଜାଣନ୍ତୁ, ଏସମ୍ପର୍କରେ କିଛି

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆ ଲୋକମାନଙ୍କ ଜୀବନ ପରିବର୍ତ୍ତନ କରୁଥିବା ବେଳେ ପ୍ରତିବର୍ଷ ଜୁନ୍ ମାସ ୩୦ ତାରିଖରୁ ‘ସାମାଜିକ ଗଣମାଧ୍ୟମ ଦିବସ’ ପାଳନ କରାଯାଇ ଆସୁଅଛି । ଆଗରୁ ଟେଲିଗ୍ରାମ, ଟେଲିଫୋନର ଯୁଗ ଥିଲା । ଏହାପରେ ପରେ ଫେକ୍ସ ମେସିନ୍ ଓ ତା’ପରେ ସୋସିଆଲ୍…

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ମହିଳା ନିର୍ଯାତନା କ୍ଷେତ୍ରରେ ରାଜ୍ୟର ସ୍ଥିତି ସଙ୍ଗୀନ । ରକ୍ଷକ ଏବେ ଭକ୍ଷକ ସାଜିଛି । ମାଲକାନଗିରିରେ…

ତିନି ଦିନ ଭିତରେ ସରିବ ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାମ

ଭୁବନେଶ୍ୱର: ଶ୍ରୀଜିଉ ମାନେ ୯ ଦିନିଆ ରଥଯାତ୍ରାରେ ଅଛନ୍ତି । ରତ୍ନବେଦୀ ଛାଡି ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ଏହାରିଭିତରେ ଶ୍ରୀମନ୍ଦିର ଭିତରେ ଚାଲିଛି ମରାମତି କାମ । ପୂର୍ତ୍ତ ବିଭାଗ ଓ ଏଏସଆଇର ମିଳିତ ଟିମ୍ ଶ୍ରୀମନ୍ଦିର ଗର୍ଭଗୃହର ଯାଂଚ ପରେ ମରାମତି କାମ କରୁଛନ୍ତି ।…