Latest Odisha News

BREAKING NEWS

ସୌରାପଲ୍ଲୀରେ ଅଗ୍ନିକାଣ୍ଡ: ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସୌରାପଲ୍ଲୀ ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ଜଳିଯାଇଥିବା ସୂଚନା ।ଘରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ…

ଚୀନରେ ନୂତନ ପ୍ରକାର ସ୍ୱାଇନ ଫ୍ଲୁ ଭୂତାଣୁ ଚିହ୍ନଟ: ଗବେଷକଙ୍କ ଆଶଙ୍କା ମହାମାରୀ ସୃଷ୍ଟି କରାଇପାରେ

ବେଜିଂ:ଚୀନ ବିଶ୍ୱକୁ ନୂଆ ନୂଆ ରୋଗ ଦେବାରେ ବୋଧହୁଏ ରେକର୍ଡ କରିବ । ରିପୋର୍ଟ ମୁତାବକ କରୋନା ଭାଇରସ ପରେ ଏଠାରେ ଜି-୪ ନାମକ ଭୂତାଣୁ ଚିହ୍ନଟ କରାଯାଇଛି । ଗବେଷକଙ୍କ ଆଶଙ୍କା ଏହି ଭୂତାଣୁ ମହାମାରୀ ସୃଷ୍ଟି କରାଇପାରେ । ୨୦୦୯ରେ ମହାମାରୀ ସାଜିଥିବା ଏଚ୧ଏନ୧ ସ୍ୱାଇନ ଫ୍ଲୁର ଏହା ଆନୁବଂଶିକ…

କରୋନା ସଙ୍କଟ ସମୟରେ ସିନେ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ ଅଭିନେତା ଚନ୍ଦନ କର

ଭୁବନେଶ୍ୱର: ଏହି ସଙ୍କଟ ସମୟରେ ଲୋକଙ୍କ ସାହାଯ୍ୟ କାରିବାକୁ ଆଗେଇ ଆସୁଛନ୍ତି ବିଭିନ୍ନ ଅଭିନେତା । ବଲିଉଡରେ ସୋନୁ ସୁଦ ଓଲିଉଡ଼ରେ ସବ୍ୟସାଚୀଙ୍କ ପରେ ଏବେ ଆଉ ଜଣେ ଓଡ଼ିଆ ସିନେ ତାରକାଙ୍କ ବାଦାନ୍ୟତା ସମ୍ନାକୁ ଆସିଛି। ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ…

୨୯ ବିଏସଏଫ୍ ଯବାନଙ୍କ ସହ ମାଲକାନଗିରିରେ ୩୬ କରୋନା ପଜିଟିଭ

ମାଲକାନଗିରି: ମାଲକାନଗିରିରେ ବିଏସଏଫ୍ ଯବାନଙ୍କଙ୍କ ସମେତ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମଙ୍ଗଳବାର ଦିନ ଏକ ଟୁଇଟ୍ କରି କହିଛନ୍ତି ଯେ ବିହାର, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ…

ଦୀପିକା କୁମାରୀଙ୍କ ତୀରରେ ଘାଇଲା ହେଲେ ଅଲିମ୍ପିଆନ ଅତନୁ, ଆଜି ବିବାହ

ରାଂଚି:ଝାଡଖଣ୍ଡର ତୀରନ୍ଦାଜ ଦୀପିକା କୁମାରୀ ଓ ଅଲିମ୍ପିଆନ୍ ଅତନୁ ଦାସ ମଙ୍ଗଳବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା କଟକଣା ଯୋଗୁ ଅତନୁ ମାତ୍ର ୭ଜଣ ବରଯାତ୍ରୀ ନେଇ ପହଂଚିଥିଲେ । ଏଥିରେ କେବଳ ତାଙ୍କ ଘରଲୋକ ସାମିଲ ହୋଇଥିଲେ । ଏତେ କମ୍ ଲୋକରେ ବିବାହ ହେବ ବୋଲି କେବେ ଭାବି ନ…

ବିଏମସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ। ଏହାକୁ ଦୃଷ୍ଟିରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ବିଏମସି କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏନେଇ ସୂଚନା…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୩ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୧ଟା ୪୫ମି.ରୁ ୨ଟା ୪୫ମି. ମଧ୍ୟରେରାଜ୍ୟର…

ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ଜଣେ ଡିଏସପି ଙ୍କ ନେତୃତ୍ୱରେ ମଙ୍ଗଳବାର ଠାରୁ ଏହି ତଦନ୍ତ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଥିବା…

ଗୁଗୁଲ୍ ଓ ଆପଲ୍ ପ୍ଲେ ଷ୍ଟୋରରୁ ହଟିଲା ‘ଟିକଟକ୍‌’ଆପ୍‌

ନୂଆଦିଲ୍ଲୀ: ଆପଲ୍ ଏବଂ ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ତାର ପ୍ଲେ ଷ୍ଟୋରରୁ ଚୀନ୍ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ଓ ଆପଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଉନଲୋଡ କରିପାରିବେ ନାହିଁ । ଗତକାଲି ଭାରତ ସରକାରଙ୍କ ସୂଚନା ଓ…

ଜମ୍ମୁ-କାଶ୍ମୀରରେ ୪.୦ ତୀବ୍ରତାର ଭୁମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କତ୍ରା ଠାରେ ମଙ୍ଗଳବାର ଦିନ ତୀବ୍ର ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୦ ମପା ଯାଇଥିଲା। ଆଜି…