Latest Odisha News

BREAKING NEWS

ପିପିଲିକୁ ଆଜି ଗଡ଼ିବନି ମୋ ବସ୍

ଭୁବନେଶ୍ବର: ପୁରୀ ଜିଲ୍ଲା ସଟଡାଉନ୍ ହୋଇଥିବାରୁ ଆଜି ଭୁବନେଶ୍ବରରୁ ପିପିଲିକୁ ଆରମ୍ଭ ହେବ ନାହିଁ ମୋ ବସ ସେବା । ଏହାକୁ ସ୍ଥଗିତ ରଖାଯାଇଛି । ଆଜିଠାରୁ ଭୁବନେଶ୍ବର-ପିପିଲି ଭିତରେ ମୋ ବସ୍ ଚଳାଚଳ ପାଇଁ ଘୋଷଣା ହୋଇଥିଲା । କିନ୍ତୁ ସର୍ତ୍ତମୂଳକ ଓ କଟକଣା ଯୁକ୍ତ ରଥଯାତ୍ରା ପାଇଁ ପୁରୀ…

ନୀଳକନ୍ଦରରୁ ବାହାରିବେ ନୀଳମଣି

ପୁରୀ:ରତ୍ନ ବେଦୀରୁ ଜନ୍ମ ବେଦୀ । ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା । ପତିତ ଉଦ୍ଧାର ପାଇଁ ବଡ଼ଦେଉଳୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ବାଡି ଯିବେ । ଟାହିଆ ହଲାଇ ନୀଳ କନ୍ଦରରୁ ବାହାରିବେ ନୀଳମଣି । ବାଇଶି ପାହାଚ ଡେଇଁ ବଡ଼ଦାଣ୍ଡରେ…

ସବୁ ଲୀଳାମୟଙ୍କ ଲୀଳା …

ପୁରୀ: କାଳିଆ ଠାକୁରଙ୍କ ଲୀଳା ଅପାର । ଗତ ଶୁକ୍ରବାର ରଥ ଯାତ୍ରା ନ ହେବା ନେଇ ନିଷ୍ପତ୍ତି ପରେ ଭାଙ୍ଗିପଡିଥିଲେ ଭକ୍ତ । ତଥାପି କେଉଁଠି ନା କେଉଁଠି ଥିଲା ଆଶାର କିରଣ । ଭକ୍ତ ଗୁହାରି କଲେ ହେ ମହାପ୍ରଭୁ ତମକୁ କଣ ଚଳିତ ବର୍ଷ ବଡଦାଣ୍ଡରେ ଦେଖିବୁନି । ଏଥର କଣ ତମେ ମାଉସୀ ଘର ଯିବନି । ଆମେ…

ଅହମ୍ମଦାବାଦରେ ରଥଯାତ୍ରା ଲାଗି ମିଳିଲା ଅନୁମତି; ସୀମିତ ଭକ୍ତଙ୍କ ଦ୍ୱାରା ରଥ ଟାଣିବାକୁ ଗୁଜରାଟ ହାଇକୋର୍ଟଙ୍କ…

ଅହମ୍ମଦାବାଦ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୁରୀ ପରେ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରାକୁ ମିଳିଛି ଅନୁମତି । ଅହମ୍ମଦାବାଦରେ ରଥଯାତ୍ରା ହେବା ନେଇ ସୋମବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଶୁଣାଣି କରିଛନ୍ତି ଗୁଜରାଟ ହାଇକୋର୍ଟ…

ଦୂରଦର୍ଶନ ସମେତ ଅନ୍ୟ ଘରୋଇ ଚ୍ୟାନେଲରେ ହେବ ରଥଯାତ୍ରା ସିଧାପ୍ରସାରଣ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମଙ୍ଗଳବାର ଦିନଠାରୁ କଟକଣାଯୁକ୍ତ ଭକ୍ତଙ୍କ ବିନା  ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବକୁ ଟିଭି ମାଧ୍ୟମରେ ପ୍ରସାରଣ କରିବାକୁ କେନ୍ଦ୍ର ସରକାରର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏକ ଟ୍ୱିଟ୍ ମାଧ୍ୟମରେ…

ରଥଯାତ୍ରା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାରେ କ’ଣ ସର୍ତ୍ତ ରଖିଲେ ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜୁନ ୨୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ହେବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାଲାଗି କରୋନା ମହାମାରୀ ଯୋଗୁଁ କଟକଣାଯୁକ୍ତ ଅନୁମତି ପ୍ରଦାନ କରିଛନ୍ତି । “ ଜନସାଧାରଣଙ୍କ ଉପସ୍ଥିତି ବିନା ରଥଯାତ୍ରା କଟକଣା ଦେଇ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ, ଓଡ଼ିଶାର ଜଣେ…

ଆସନ୍ତୁ ଜାଣିବା ସୁଶାନ୍ତଙ୍କ ହାରିବା ପଛର ଏ ଟୁ ଜେଡ କାରଣ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କଲେ । ଏହାର ବିଭିନ୍ନ କାରଣ ସମ୍ମୁଖକୁ ଆସୁଛି । ତେବେ ଆସନ୍ତୁ ଜାଣିବା ଏହାର ଆନୁମାନିକ ଏ ଟୁ ଜେଡ କାରଣ ।  ୟଶରାଜ ପ୍ରଡକ୍ସନ: ୟଶରାଜ ଫିଲ୍ମ ଶୁଦ୍ଧ ଦେଶୀ ରୋମନ୍ସ,ବୈମ୍ୟକେଶ ବକ୍ସି ଓ ଶେଖର କାପୁରଙ୍କ ପାନୀ ଫିଲ୍ମ ପାଇଁ ସୁଶାନ୍ତଙ୍କୁ…

ସାଇକ୍ଲୋନିକ ସର୍କୁଲେସନ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାଇକ୍ଲୋନିକ ସର୍କୁଲେସନ ପ୍ରଭାବରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ଦିନ ସତର୍କ ସୂଚନା ଜାରି କରିଛି। “ଆସନ୍ତା ତିନି ଦିନ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଏବଂ ପଡ଼ୋଶୀ ଅଞ୍ଚଳରେ ଏକ ସାଇକ୍ଲୋନିକ୍…

ବଡ଼ଦାଣ୍ଡ ତୋତେ ଡାକୁଛି…

ବଡ଼ଦାଣ୍ଡ ତୋତେ ଡାକୁଛି... ସନ୍ତୋଷ କୁମାର ମିଶ୍ର ବଡ଼ ଦାଣ୍ଡ ତୋତେ ଡାକୁଛି ନନ୍ଦିଘୋଷ ରଥ ଡାକୁଛି ଆରେ କାଳିଆ ରଥ ଯାତରାକୁ ମାଉସୀ ମା ତୋତେ ଡାକୁଛି.....(0) ପହଣ୍ଡି ବିଜେ ରେ ହଟ କରିବୁନି ସହଳ ସହଳ ଆସିବୁ, ମଥାରେ ଟାହିଆ ନ ଝୁଲୁ ପଛକେ ନନ୍ଦିଘୋଷ ରଥେ ବସିବୁ, ଭକ୍ତ…

‘ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ, ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ’

ନୂଆଦିଲ୍ଲୀ: କରୋନା କଟକଣା ପାଳନ କରି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ଲାଗି ଆଜି ସୁପ୍ରିମକୋର୍ଟ ଅନୁମତି ଦେବାପରେ ସବୁଆଡ଼େ ଆନନ୍ଦ ପ୍ରକାଶ ପାଇଛି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା । ଟ୍ଵିଟ କରି ଶାହା ଲେଖିଛନ୍ତି ଯେ ଆଜି ଆମ…