Latest Odisha News

BREAKING NEWS

କରୋନା ଚିକିତ୍ସା ପାଇଁ ‘Covifor’ ଇଞ୍ଜେକସନକୁ ମିଳିଲା ଗ୍ରୀନ୍ ସିଗନାଲ୍

କରୋନା ଲଢ଼େଇ ବେଳେ ଚିକିତ୍ସା ନେଇ ନୂଆ ନୂଆ ଆଶା ସଞ୍ଚାର ହେଉଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କମ୍ପାନୀର 'FabiFlu' ପରେ ଆଉ ଏକ ଆଣ୍ଟିଭାଇରାଲ୍ ମେଡିସିନ୍ ବିକ୍ରି ପାଇଁ ଅନୁମତି ପାଇଛି ଭାରତୀୟ ଔଷଧ ନିର୍ମାତା କମ୍ପାନୀ ହେଟରୋ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେଶିଭିର…

ଦିଲ୍ଲୀରେ ପଶିଛନ୍ତି ୪ ଜଣ ଜୈସ ଓ ଲସ୍କର ଆତଙ୍କୀ

ଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କୀ ହମଲା ପାଇଁ ଯୋଜନା । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ସୂଚନା ମିଳିଛି । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ । ସମସ୍ତ ଗେଷ୍ଟ ହାଉସ୍, ହୋଟେଲରେ ଖୋଳତାଡ ଚାଲିଛି ।…

ସୁଶାନ୍ତ ସିଂ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପିଟାନୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଆଜି ସୁଶାନ୍ତଙ୍କ ଅନ୍ତରଙ୍ଗ ବନ୍ଧୁ ସିଦ୍ଧାର୍ଥ ପିଟାନୀଙ୍କ ବୟାନ ରେକର୍ଡ କରିଛି ବାନ୍ଦ୍ରା ପୋଲିସ । କୁହାଯାଉଛି ସିଦ୍ଧାର୍ଥ ସୁଶାନ୍ତଙ୍କ ସହ ଆପାର୍ଟମେଣ୍ଟ ସେୟାର କରୁଥିଲେ ।…

ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ରୀତି ନୀତି ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ରବିବାର ଦିନ ପୁରୀ ସହରର ବିଭିନ୍ନ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ଶ୍ରୀମନ୍ଦିରର ସେବକମାନେ ଏକାଠି ହୋଇ ଦୀପଦାନ କରି ପ୍ରାର୍ଥନା କରିଛନ୍ତି । ଶ୍ରୀଜୀଉଙ୍କ…

ପୁରୀ ରଥଯାତ୍ରା: ଗଜପତିଙ୍କ ଅନୁରୋଧ ସପକ୍ଷରେ ସୁପ୍ରିମକୋର୍ଟରେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଚିଠିରେ ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ରାଜ୍ୟ ସରକାର ଏହା ସପକ୍ଷରେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ । ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ପରିଚାଳନା…

ପୁରୀରେ ରଥଯାତ୍ରା ହେବାନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୁରୀ ବିଧାୟକ

ପୁରୀ: ଜୁନ୍ ୨୩ ତାରିଖରେ ପବିତ୍ର ରଥଯାତ୍ରା । ପୁରୀରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଆସନ୍ତାକାଲି ତାଙ୍କର ଶୁଣାଣି ପ୍ରକାଶ କରିବେ । ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଆବେଦନ କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓଡ଼ିଶାର…

କରୋନା ଲକ୍ଷଣ ଦେଖାଯିବା ପରେ ଗଞ୍ଜାମର ୨ ସାମ୍ବାଦିକଙ୍କ ନମୂନା ପରୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରବିବାର ୨ ଜଣ ସାମ୍ବାଦିକଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେମାନଙ୍କର ନମୂନା ପରୀକ୍ଷା କରାଯାଇଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କୁହାଯାଇଛି ଯେ, ସିଟି ହସ୍ପିଟାଲରେ ୨୬ଜଣ ସାମ୍ବାଦିକଙ୍କର ହେଲଥ…

ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷିବ: ପାଣିପାଗ ବିଭାଗ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରବିବାର ଦିନ ୧୧ଟି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ରବିବାର ଦିନ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଇଏମଡି ନିମ୍ନଲିଖିତ ଜିଲ୍ଲା ପାଇଁ କମଳା ଏବଂ ହଳଦିଆ ଚେତାବନୀ ଦେଇଛନ୍ତି-…

ରଥଯାତ୍ରା ଲାଗି ସୁପ୍ରିମକୋର୍ଟରେ ପିଟିସନ୍ ଦାଏର୍ କଲେ ସମ୍ବିତ ପାତ୍ର

ପୁରୀ: ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରବିବାର ଦିନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର୍ କରିଛନ୍ତି । ଏସମ୍ପର୍କରେ ଶ୍ରୀ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ମୁଁ ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାନେଇ…

ଯୋଗ ଦିବସ, ପିତୃ ଦିବସ ଏକତ୍ର ପାଳନ କଲେ ସଚିନ ପରିବାର

ମୁମ୍ବାଇ: ଯୋଗ ଦିବସ ଓ ପିତୃ ଦିବସ ଗୋଟିଏ ଦିନରେ ପଡିଥିବାରୁ ସଚିନ ତେନ୍ଦୁଲକରଙ୍କ ପରିବାର ନିଆରା ଢ଼ଙ୍ଗରେ ଏହାକୁ ପାଳନ କରିଛନ୍ତି । ମହାନ କ୍ରିକେଟ ଖେଳାଳି ସଚିନ ସଚିନ ପୁଅ ଅର୍ଜୁନ ଓ ଝିଅ ସାରା ସହ ଏକାଠି ପ୍ରାଣାୟମ କରି ଉଭୟ ଦିବସ ନିଷ୍ଠାର ସହ ପାଳନ କରିଥିଲେ । ସଚିନ ଏହି ଫଟୋ ସୋସିଆଲ…