ଅନୁଷ୍କା ଶର୍ମାଙ୍କୁ କୋର୍ଟ ନୋଟିସ; ଜାଣନ୍ତୁ କାରଣ
ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ତଥା ପ୍ରଯୋଜିକା ଅନୁଷ୍କା ଶର୍ମାଙ୍କୁ ଆସିଛି କୋର୍ଟ ନୋଟିସ। ନିଜ ୱେବ ସିରିଜ 'ପାତାଲଲୋକ' କୁ ନେଇ ଗତ କିଛି ଦିନ ୱେବ ଚର୍ଚ୍ଚାରେ ଥିବା ଅନୁଷ୍କା ଟାଣି ହୋଇ ଆସିଛନ୍ତି ବିବାଦ ଘେରକୁ । ଗୋଟିଏ ପଟେ 'ପାତାଲଲୋକ' ପାଇଁ ପ୍ରଶଂସା ମିଳୁଥିବା ବେଳେ…