ଏସସିବିରେ ପ୍ରାଣ ହରାଇଲେ ସୁରତ ଫେରନ୍ତା
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁର ଜଣେ ସୁରତ ଫେରନ୍ତାଙ୍କର ବୁଧବାର ବିଳମ୍ବିତ ରାତିରେ କଟକସ୍ଥିତ ଏସସିବିରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଚିତ୍ତରଂଜନ ନାୟକ। ସେ ସୁରତରୁ ଫେରିବା ପରେ ୧୪ ଦିନ ମାର୍ଶାଘାଇସ୍ଥିତ ସରକାରୀ ଉଚ୍ଚ…