କରୋନାକୁ ଦୂରେଇ ରଖିବ ସକାଳର ସୂର୍ଯ୍ୟ କିରଣ : କେତେ ସତ ଜାଣନ୍ତୁ
ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏଯାଏଁ ଏହାର ପ୍ରତିଷେଧକ ବାହାରି ନାହିଁ। ଯେଯାଏଁ ଏହି ପ୍ରତିଷେଧକ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆମକୁ ସତର୍କ ହୋଇ ରହିବା ସହ ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ପଡିବ ।
ଶୁଣିବାକୁ ମିଳେ…