Latest Odisha News

BREAKING NEWS

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ…

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ...  ଡିଲେଶ୍ୱର ରଣା ଛାତିଏ ପାଣିରେ ଠିଆ ହେଇ କେବେ ଗୀତ ଗାଇଛ ? ଗାଇନ, ଗାଇବା ଶିଖିଯ' ନହେଲେ କନ୍ଦା ଖ' ! କନ୍ଦା କଥାରୁ ମନେ ପଡ଼ିଲା କଲମୁ, ଢୁଲୁ, ପୁରୁନ୍,ପୁଥି,ଗାଢ଼ କନ୍ଦାରେ ଭର୍ତ୍ତି ଆମ ଗାଁ ସୁନାମୁଖୀ ସାଗର ଫି' ସକାଳେ…

ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୭ ଗାଡି

ମାଲକାନଗିରି: ମାଲକାନଗିରି-ଆନ୍ଧପ୍ରଦେଶ ସୀମାନ୍ତ ନିକଟ ଭେଙ୍କଟପୁରମରେ ରାସ୍ତା କାମ ଚାଲୁଥିବା ବେଳେ ସେଥିରେ ନିୟୋଜିତ ଗାଡି ଓ ସାମଗ୍ରୀରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ମାଓବାଦୀମାନେ ୨ଟି ଜେସିବି ମେସିନ୍‌, ୨ ଟ୍ରାକ୍ଟର, ଟ୍ରକ୍‌, ଲରୀ ଓ ଗୋଟିଏ…

ଅଣସରରେ କାହିଁକି ମହାପ୍ରଭୁ ଶ୍ରୀଅଲାରନାଥ ରୂପେ ଦିଅନ୍ତି ଦର୍ଶନ; ଜାଣନ୍ତୁ ପୌରାଣିକ କିମ୍ବଦନ୍ତୀ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଦେବ ସ୍ନାନ ଉତ୍ସବରେ ଅଧିକ ଗାଧେଇବା ଦ୍ୱାରା ପ୍ରଭୁଙ୍କୁ ଜ୍ୱର ହୁଏ । ଏହି ସମୟରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ଘରେ ରହଣି…

ସ୍ପେନକୁ ପଛରେ ପକାଇ କରୋନା ପ୍ରଭାବିତ ୫ମ ଦେଶ ହେଲା ଭାରତ

ନୂଆଦିଲ୍ଲୀ: କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସ୍ପେନକୁ ପଛରେ ପକାଇ ୫ମ କରୋନା ପ୍ରଭାବିତ ଦେଶ ହୋଇଛି ଭାରତ । ଜନ୍ ହପକିନ୍ସ ରିପୋର୍ଟ ଅନୁଯାୟୀ ଗତ ଶନିବାର ଦିନ ଭାରତ ଇଟାଲିକୁ ଟପିଯାଇ ବିଶ୍ୱରେ କରୋନା ପ୍ରଭାବିତ ୬ଷ୍ଠ ଦେଶ ଭାବେ ପରିଗଣିତ ହୋଇଥିଲା ।…

ସୁନ୍ଦରଗଡ଼ରେ ୨ ଡାକ୍ତରଙ୍କ ସହ ୬ ଜେଲ୍ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ନୂଆ ୧୮ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଏବଂ ୬ ଜଣ ଜେଲ୍ ଅନ୍ତେବାସୀ ରହିଛନ୍ତି। ଏନେଇ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ ସୂଚନା ଦେଇ କହିଛନ୍ତି ଯେ ୧୮ ଟି…

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିଚାଳନା: ପ୍ରାଣ ହରାଇଲେ ଜଣେ ସ୍ଥାନୀୟ ବାସିନ୍ଦା

ଶ୍ରୀନଗର: ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ବୋମାଇ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଜଣେ ସାଧାରଣ ନାଗରିକ । ମୃତକ ଜଣକ ଇଶଫାକ ଅହମ୍ମଦ ନାଜର ବୋଲି ପୋଲିସ ସୂଚନା ଦେଇଛି। ନାଜର ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ଏହାପରେ ତାଙ୍କୁ ନିକଟସ୍ଥ…

ଝାରସୁଗୁଡାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ଇବ ଅଞ୍ଚଳରେ ଥିବା କୋଇଲା ଖାତ ନିକଟରେ ରବିବାର ସକାଳେ ଚାରିଟି କୋଇଲା ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଖବର ଅନୁଯାୟୀ, କୋଇଲା ବୋଝେଇ ୬୦ ଟି ୱାଗନ୍ ସକାଳ ପ୍ରାୟ ୪ ଟାରେ ଇଞ୍ଜିନରୁ ଅଲଗା ହୋଇ ପ୍ରାୟ ଏକ କିଲୋମିଟର ପଛକୁ ଗଡିଯାଇ ଇବ ନିକଟରେ ଥିବା…

କୋଭିଡ ହସ୍ପିଟାଲରେ ପ୍ରାଣ ହରାଇଲେ ତାମିଲନାଡୁ ଫେରନ୍ତା ଯୁବକ, କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟାଡିହି ବ୍ଲକ ଅନ୍ତର୍ଗତ ନାୟକ ସାହିର ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କର ଶନିବାର ବିଳମ୍ବିତ ରାତିରେ କୋଭିଡ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ମୃତ ଯୁବକ ଜଣଙ୍କ ତାମିଲନାଡୁରେ ଶ୍ରମିକ ଭାବରେ କାମ କରୁଥିଲେ। ସେ ପ୍ରାୟ ୧୪ ଦିନ ପୂର୍ବରୁ…

କ୍ବାରେନଣ୍ଟାଇନ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ପୁଣି ଅଭିଯୋଗ କଲେ ଅନ୍ତେବାସୀ

କୋଦଳା:ବେଗୁନିଆପଡା ବ୍ଲକ ମଠ ସରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ମଠବ୍ରହ୍ମପୁର ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ଅନ୍ତେବାସୀ। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଭିଡ଼ିଓ ଅନୁସାରେ, ୭ ଦିନର କ୍ବାରେନଟାଇନ ଅବଧି ବଢିବା ପରେ ସେମାନଙ୍କୁ କୌଣସି…

ବଜ୍ରପାତରେ ବୃଦ୍ଧଙ୍କର ମୃତ୍ୟୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଘଡଘଡି ଓ ବଜ୍ରପାତ ଫଳରେ ରବିବାର ଦିନ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଶରତ ନାୟକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶ୍ରୀ ନାୟକ ପାଖାପାଖି ଦିନ ୨ଟା ବେଳେ ଛେଳି ଚରେଇବାକୁ ନିକଟସ୍ଥ…