Latest Odisha News

BREAKING NEWS

ଝଡ଼ବର୍ଷା ସମ୍ଭାବନା; ଜାଣନ୍ତୁ, କେଉଁ ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଶନିବାର ସନ୍ଧ୍ୟା ୬ଟା ୪୫ ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର…

ଏକତା କାପୁରଙ୍କ ଅସୁବିଧା ବଢ଼ିଲା: ବିହାର ପରେ ମଧ୍ୟପ୍ରଦେଶରେ ଏଫଆଇଆର

ଇନ୍ଦୋର: ୱେବସିରିଜ ଟ୍ରିପଲଏକ୍ସ-୨ରେ ସେନାକୁ ଅପମାନିତ କରିବା ନେଇ ଫିଲ୍ମମେକର୍ ଏକତା କାପୁର ଫସିଛନ୍ତି । ବିହାର ପରେ ମଧ୍ୟପ୍ରଦେଶରେ ତାଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି । ଟ୍ରିପିଲ୍ ଏକ୍ସ-୨ର ଅନୁପଯୁକ୍ତ ଓ ଅଶ୍ଳିଳ ବିଷୟବସ୍ତୁ ବିରୁଦ୍ଧରେ କିଛି ପୂର୍ବତନ ସେନା ଅଧିକାରୀ ଗୁରୁଗ୍ରାମର…

ଫ୍ରାନ୍ସ ସେନା ଗୁଳିରେ ଉତର ଆଫ୍ରିକାର ଅଲ କାଏଦା ମୁଖ୍ୟ ଅବଦେଲମାଲିକ ନିହତ

ପ୍ୟାରିସ: ଫ୍ରାନ୍ସ ଓ ମାଳି ସେନାଙ୍କ ମିଳିତ ଅପେରେଶନରେ ଉତରଆଫ୍ରିକାରେ ଅଲକାଏଦାର ମୁଖ୍ୟ ଅବଦେଲମାଲିକ ଡ୍ରୋକଡେଲ ମୃତ୍ୟୁବରଣ କରିଛି । ଆଲଜେରିଆର ପାହାଡ ଭିତରେ ଆତଙ୍କବାଦୀମାନେ ଲୁଚି ରହିଥିଲେ । ସେନାରେ ମିଳିତ ଆକ୍ରମଣରେ ଅନେକ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଏହା ଆମ ପାଇଁ ଏକ…

ଜେଲ ଭିତରେ ବ୍ରାଉନସୁଗାର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ ଚାଲିଛି ବ୍ରାଉନସୁଗାର ବେପାର । ଲୁଚାଛପାରେ ନୁହେଁ ବରଂ ଚାଲିଛି ଖୁଲମଖୁଲା କାରବାର । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜେଲରୁ । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା…

ଶ୍ରୀମନ୍ଦିରରେ ପଟିଦିଅଁ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଜଣେ ସାଧାରଣ ମଣିଷଟିଏ ପରି ବୈଶାଖ ଜ୍ୟେଷ୍ଠ ମାସର ଗ୍ରୀଷ୍ମ ପ୍ରବାହ ଭିତରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ସ୍ନାନ କରନ୍ତି । ଶହେ ଆଠ ଗରା ପାଣିରୁ ପଇଁତିରିଶ…

ବିଶ୍ୱାସ ହରାଉଛି ମନୁଷ୍ୟ: ଗର୍ଭଣୀ ହାତୀ ପରେ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇଲେ

ବିଳାସପୁର: ନିରୀହ ପଶୁଙ୍କ ଉପରେ ମନୁଷ୍ୟ ତାର ନୃଶଂସ ପଣିଆ ଦେଖାଇବୁ ଛାଡୁ ନାହିଁ । କେରଳର ଗର୍ଭଣୀ ହାତୀ ଘଟଣା ପରେ ଏବେ ହିମାଚଳପ୍ରଦେଶରେ ଏଭଳି ଏକ ଆମନବୀୟ କାର୍ଯ୍ୟ ଦେଖିବାକୁ ମିଳୁଛି । ରିପୋର୍ଟ ମୁତାବକ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇ ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ଖାଦ୍ୟ…

ସଟଡାଉନ ବେଳେ ହୋମ ଡେଲିଭରି କରିବ ଓମ୍‌ଫେଡ

ଭୁବନେଶ୍ୱର: ଓଡ଼ିଶାର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସଟଡାଉନ୍ ସମୟରେ ଓମ୍‌ଫେଡ ସାମଗ୍ରୀର ହେବ ହୋମ ଡେଲିଭରି । ଆପଣଙ୍କ ଘରେ ଓମ୍‌ଫେଡ ସମଗ୍ରୀ ପହଂଚାଇବ । ତେବେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍‌…

କଳିଙ୍ଗା ଘାଟିରେ ବସ୍‌-ଟ୍ରକ୍ ମଧ୍ୟରେ ଧକ୍କା, ୫ ଆହତ

ଗଞ୍ଜାମ:ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିରେ ପୁଣି ଏକ ବସ୍‌ ଓ ଏକ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ଭଞ୍ଜନଗର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସଟିର ନାଁ ବଡ଼ପଣ୍ଡା ।…

ସକାଳେ ୧୭୩ ପଜିଟିଭ, ମଧ୍ୟାହ୍ଣରେ ୧୧୨ ସୁସ୍ଥ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଶନିବାର ରାଜ୍ୟରେ ଆଉ ୧୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 2 from Nayagarh and 1 from Mayurbhanj The total recovered cases of…

ବନ୍ଦ ହେବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ: ସମୀର ଦାଶ 

ଭୁବନେଶ୍ୱର: ବନ୍ଦ ହେବନି ୨୦ ଜଣରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ  । ପୂର୍ବବର୍ଷ ଯେଉଁ ସ୍କୁଲରେ ସବୁ ଆଡ଼ମିଶନ ହୋଇଥିଲା, ଚଳିତବର୍ଷ ମଧ୍ୟ ସେସବୁ ସ୍କୁଲରେ ନାମଲେଖା ହେବ  । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । ଜୁନ ୮ ତାରିଖରୁ ଜୁଲାଇ…