Latest Odisha News

BREAKING NEWS

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦଙ୍କ ମୃତ୍ୟୁ ପରେ ମାଆ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସାଜିଦ-ୱାଜିଡ ଯୋଡିରୁ ୱାଜିଦଙ୍କର ସୋମବାର କରୋନା ସଂକ୍ରମଣରେ ଦେହାନ୍ତ ପରେ ତାଙ୍କ ପରିବାର, ବଲିଉଡ ତଥା ଫ୍ୟାନମାନେ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ମାଆ ରାଜିନା ଖାନ ମଧ୍ୟ କୋଭିଡ୧୯ ପଜିଟିଭ୍…

ପବିତ୍ର ନିର୍ଜଳା ଏକାଦଶୀ; କିପରି କରିବେ ବ୍ରତ ଜାଣନ୍ତୁ…

ଶ୍ରୀଲ ସନାତନ ଗୋସ୍ୱାମୀ ଭକ୍ତି ଓ ଶରଣାଗତିର ୬ଟି ସ୍ତର ବିଷୟରେ କହିଛନ୍ତି; ଅନୁକୂଲସ୍ୟ ସଂକଳ୍ପ ପ୍ରତିକୂଲସ୍ୟ ବର୍ଜନ ରକ୍ଷସ୍ୟତି ଇତି । ବିଶ୍ୱାସୋ ଗୋ ତୃପ୍ତେ ବରଣଂ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟ ଷଟ୍ ବିଧିଂ ଶରଣାଗତି । । ଶରଣାଗତିର ଏହି ୬ଟି ବିଧି କହିଛନ୍ତି ଗୋସ୍ୱାମୀ ।…

କରୋନା ଲଢ଼େଇଇରେ ମହାରାଷ୍ଟ୍ରର ଯୋଦ୍ଧାଙ୍କୁ ସାଥ୍ ଦେବ କେରଳର ଡାକ୍ତରୀ ଦଳ

କରୋନା ବିରୋଧରେ ଲଢ଼େଇରେ ସହାୟତା ପାଇଁ ମହାରାଷ୍ଟ୍ର ଯାଇଛି କେରଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ  । ଏହି ଦଳରେ ଡାକ୍ତର ଏବଂ ନର୍ସଙ୍କୁ ମିଶାଇ ମୋଟ ଶହେ ଜଣ ସଦସ୍ୟ ଅଛନ୍ତି  । ଟିଭିଏମ ମେଡ଼ିକାଲ କଲେଜରେ ଉପଅଧୀକ୍ଷକ ସନ୍ତୋଷ କୁମାରଙ୍କ ନେତୃତ୍ୱରେ ମୁମ୍ୱାଇ ଯାଇଛି ଏହି ଟିମ୍  । ଏହି ଟିମ୍…

ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ବିଶିଷ୍ଟ ବିଦ୍ୱାନ ତଥା ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ସୋମବାର ଦିନ ସକାଳ ୮ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ୨୦୧୯ ଅକ୍ଟୋବରରେ ତାଙ୍କର ସହଧର୍ମିଣୀ କିରଣପ୍ରଭାଙ୍କର ମଧ୍ୟ…

କରୋନାକୁ ହରାଇଲେ ଇଣ୍ଡୋନେସିଆର ଶତାୟୁ ମହିଳା

ଇଣ୍ଡୋନେସିଆର ଦ୍ୱିତୀୟ ବୃହତ ସହର ସରବୟାରେ କମତିମ ନାମକ ଜଣେ ଶହେ ବର୍ଷୀୟ ମହିଳା କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି  । ଦୀର୍ଘ ମାସେ କାଳ କରୋନା ଭୂତାଣୁ ସହ ଲଢ଼େଇ କରି ଶେଷରେ ସେ ଜିତିଯାଇଛନ୍ତି । ସାରା ଇଣ୍ଡୋନେସିଆରେ କମତିମ ଖୁବ୍ ଲୋକପ୍ରିୟ  । ସେଥିପାଇଁ ଇଷ୍ଟ ଜାଭାର ଗଭର୍ଣ୍ଣର…

ବିଶ୍ୱ ଦୁଗ୍ଧ ଦିବସ’ ୨୦୨୦: ଜାଣନ୍ତୁ, କ’ଣ ରହିଛି ଏହାର ମହତ୍ତ୍ଵ…

ଦୁଗ୍ଧ ଏବଂ ବିଶ୍ୱ ଖାଦ୍ୟ ଭାବରେ ଏହାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ୧ରେ 'ବିଶ୍ୱ ଦୁଗ୍ଧ ଦିବସ' ପାଳନ କରାଯାଏ। ୟୁନାଇଟେଡ଼୍ ନେସନ ଏବଂ କୃଷି ସଂଗଠନ ପ୍ରଥମେ ୨୦୦୧ ମସିହାରେ ଏହି ଦିନ ଆରମ୍ଭ କରିଥିଲେ। ଚଳିତ ବର୍ଷର ଥିମ୍ ହେଉଛି 'ବିଶ୍ୱ ଦୁଗ୍ଧ…

ଭାରତୀୟ ସୀମା ନିକଟରେ ଉଡିଲା ଚୀନର ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମା ନିକଟରେ ଚୀନର ଲଡୁଆ ବିମାନ ଉଡିବା ଚିନ୍ତାର କାରଣ ସାଜିଛି । ଭାରତୀୟ ସେନା ଏହା ଉପରେ କଡା ନଜର ରଖିଛନ୍ତି । ଲଦ୍ଦାଖ ସୀମାଠାରୁ ୩୦-୩୫ କିଲୋମିଟର ଦୂରରେ ଏହି ବିମାନ ଉଡିବା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ନିୟମ ଅନୁସାରେ ସୀମାଠାରୁ ୧୦ କିଲୋମିଟର ରେଂଜରେ…

ନିଜ ରେକର୍ଡ ନିଜେ ଭାଙ୍ଗିଲେ ବ୍ରହ୍ମପୁରର ଏହି ବ୍ୟକ୍ତି, ନିର୍ମାଣ କଲେ ୩ମିମି.ର କଳାକୃତି

ବ୍ରହ୍ମପୁର: ପ୍ରାୟ ୧.୩ ସେମି. ଉଚ୍ଚତା ଏବଂ ୧.୪ ସେମି. ପ୍ରସ୍ଥ ବିଶିଷ୍ଟ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛୋଟ ରଥ ତିଆରି କରିବାର ଦୁଇ ଦିନ ପରେ, ବ୍ରହ୍ମପୁରର ସତ୍ୟ ମହାରଣା ମାତ୍ର ୩ ମିମି. ଉଚ୍ଚତା ଓ ୨ ମିମି. ପ୍ରସ୍ଥ ବିଶିଷ୍ଟ କାଠରେ ଏକ ରଥ ତିଆରି କରି ନିଜ ରେକର୍ଡ ନିଜେ…

୭ଟି ରାଜ୍ୟର ଖାଲି ପଡିଥିବା ୧୮ ରାଜ୍ୟସଭା ସିଟ ପାଇଁ ଜୁନ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୭ଟି ରାଜ୍ୟର ଖାଲି ପଡିଥିବା ରାଜ୍ୟସଭା ସିଟ ପାଇଁ ହେବାକୁ ଥିବା ନିର୍ବାଚନକୁ ଘୁଂଚାଇ ଦିଆଯାଇଥିଲା । ସୋମବାର ଭାରତୀୟ ନିର୍ବାଚନ କମିଶନ ଏହି ୧୮ ରାଜ୍ୟସଭା ଆସନ ଜୁନ ୧୯ରେ ହେବ ବୋଲି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ(୪), ଗୁଜରାଟ(୪), ଝାଡଖଣ୍ଡ (୨),…

ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କ’ଣ ଖୋଲା ରହିବ

ଭୁବନେଶ୍ୱର: ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅବଧିକୁ ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ରାଜ୍ୟରେ ବଳବତ୍ତର ରଖାଯାଇଛି । ସନ୍ଧ୍ୟା ୭ଟା ପରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଏହି କଟକଣା ସକାଳ ୫ଟା ଯାଏଁ ବଳବତ୍ତର ରହିବ ।…