ଇପିଏଫ୍ ଭରିବେ କେନ୍ଦ୍ର ସରକାର: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ଏଣିକି ଇପିଏଫ୍ ଜମା କରିବେ କେନ୍ଦ୍ର ସରକାର । ୧୫ ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ସରକାର ଇପିଏଫ୍ ଭରିବେ। ଜୁନ, ଜୁଲାଇ ଓ ଅଗଷ୍ଟ ମାସର ଇପିଏଫ୍ ସରକାର ଜମା କରିବେ । ଏହାଦ୍ୱାରା ୭୨ ଲକ୍ଷ ୨୨ ହଜାର କର୍ମଚାରୀ ଉପକୃତ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ…