Latest Odisha News

BREAKING NEWS

ଖୁସି ଖବର; ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲାଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ସୁସ୍ଥ ହୋଇଥିବା…

ଖୋଲିଲା ସାଂଘାଇ ଡିଜନୀଲ୍ୟାଣ୍ଡ

ସାଂଘାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ବନ୍ଦ ପଡିଥିବା ସାଂଘାଇ ଡିଜନୀଲ୍ୟାଣ୍ଡ ପୁନର୍ବାର ଖୋଲିଛି । ଏଥିନେଇ ସ୍ଥାନୀୟ ସରକାର ବିଭିନ୍ନ କଟକଣା ଓ ସତର୍କତା ସୂଚୀ ଜାରି କରିଛି । ସାଙ୍ଘାଇ ଡିଜ୍‌ନି ଲ୍ୟାଣ୍ଡ ପାର୍କ ଖୋଲିବା ପରେ ଲୋକେ ବେଶ୍ ଖୁସି ହୋଇଯାଇଛନ୍ତି । ସେଥିପାଇଁ ପାର୍କ…

ବକେୟା ଦରମା ନେଇ ଟୋଲପ୍ଲାଜାରେ ଉତ୍ତେଜନା; ମ୍ୟାନେଜରଙ୍କୁ ତାଲା ପକାଇଲେ ସୁରକ୍ଷାକର୍ମୀ

ଯାଜପୁର: ୧୬ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ ପ୍ଲାଜାରେ କାର୍ଯ୍ଯରତ ସୁରକ୍ଷା କର୍ମୀଙ୍କୁ ଦରମା ପ୍ରଦାନରେ ଅହେତୁକ ବିଳମ୍ବ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ସୁରକ୍ଷା କର୍ମଚାରୀ ମାନେ ଟୋଲ ପ୍ଲାଜାର ମ୍ୟାନେଜରଙ୍କୁ ତାଲା ପକାଇ ଅଟକ ରଖିଥିବା…

ରିଙ୍ଗକୁ ଫେରିବେ ମାଇକ ଟାଇସନ

ନୂଆଦିଲ୍ଲୀ: ବକ୍ସିଂ ଦୁନିଆର ବେତାଜ ବାଦଶାହା ଭାବେ ପରିଗଣିତ ମାଇକ ଟାଇସନ ୧୫ ବର୍ଷ ପରେ ରିଙ୍ଗକୁ ଫେରୁଛନ୍ତି । ୮୦ ଦଶକରେ ବକ୍ସିଂ ଦୁନିଆରେ ରାଜୁତି କରୁଥିବା ଟାଇସନ ଏଥିର କିନ୍ତୁ ଚ୍ୟାରିଟି ସଂସ୍ଥା ପାଇଁ ଅର୍ଥ ଯୋଗାଡ କରିବା ଉଦ୍ଦେଶ୍ୟରେ ରିଙ୍ଗକୁ ଫେରିବେ । ଏ ନେଇ ଟାଇସନ ସୋସିଆଲ…

ପ୍ରସ୍ତୁତ ହେଉଛି ଭୁବନେଶ୍ୱର; ଆସନ୍ତା ଫେବୃଆରୀରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ । ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଫୁଟବଲ୍ ମହାକୁମ୍ଭ ଆୟୋଜିତ ହେବା ନେଇ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ) ଏବଂ ଲୋକାଲ୍ ଅର୍ଗାନାଇଜିଂ କମିଟି (ଏଲଓସି)…

କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ ଅଭିଜ୍ଞତା

ଭୁବନେଶ୍ୱର: ରାଜ୍ୟର ସର୍ବପ୍ରଥମ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କୁ ସେବା କରିଥିବା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସ୍ୱର୍ଣ୍ଣପ୍ରଭା ବଖାଣିଲେ ଅଭିଜ୍ଞତା । ଏହି ସମୟରେ ସେ ନିଜ କୁ ସମ୍ବାଳି ନପାରି କାନ୍ଦି ମଧ୍ୟ ପକାଇଛନ୍ତି । ଆଜି କୋଭିଡ୧୯କୁ ନେଇ…

ଜାରି ରହିବ ବନ୍ଦେ ଭାରତ ମିଶନ, ୧୪୯ ବିମାନରେ ଆସିବେ ପ୍ରବାସୀ

ନୂଆଦିଲ୍ଲୀ: ଜାରି ରହିବ ବନ୍ଦେ ଭାରତ ମିଶନ । ଲକଡାଉନ ଯୋଗୁଁ ବିଶେଦରେ ହଜାର ହଜାର ଭାରତୀୟ ଫଶି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି ଭାରତ ସରକାର । ବନ୍ଦେ ଭାରତ ମିଶନର ପ୍ରଥମ ପର‌୍ୟ୍ୟାୟ ୧୫ ତାରିଖ ଯାଏଁ ଜାରି ରହିବ । ଏଥିରେ ୬୪ଟି ବିମାନରେ ପ୍ରବାସୀ ଭାରତୀୟ…

ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ରହିଛି ୫୦ % ମାମଲା !

ନୂଆଦିଲ୍ଲୀ: ଦେଶରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଖୁ ଦେଖୁ ଏହି ସଂଖ୍ୟା ୭୦ହଜାର ଅତିକ୍ରମ କରି ସାରିଲାଣି । ତେବେ ଭାରତର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୫ ଟି ଜିଲ୍ଲାରେ ୬୪ପ୍ରତିଶତ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ ଦେବେ ସୁପର୍ ୩୦ ର ଶିକ୍ଷକ ଆନନ୍ଦ କୁମାର

ପାଟନା: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କେଲେ ଠାରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଖ୍ୟାତ ଗଣିତଜ୍ଞ ତଥା ସୁପର୍ ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର । କରୋନା ମହାମାରୀ ସମୟରେ ଆମେରିକାରେ ରହୁଥିବା ପ୍ରାୟ ୮୦୦୦୦ ଛାତ୍ରଛାତ୍ରୀ ମାନଙ୍କ…

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗାର ଏବଂ ପାଶ୍ୱର୍ବର୍ତ୍ତୀ ସୁମାତ୍ରା ଉପକୂଳ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱବର୍ତ୍ତୀ ଅଂଚଳର ମଧ୍ୟଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର…