Latest Odisha News

BREAKING NEWS

ଧିରେ ଧିରେ ଲକଡାଉନ୍ ପ୍ରତ୍ୟାହାର ଲାଗି ରାଜ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ କହିଛନ୍ତି ଯେ, ଧିରେ ଧିରେ ଦେଶରୁ ଲକଡାଉନ୍ ପ୍ରତ୍ୟାହାର କରାଯିବ । ଏବେ କରୋନା ପବବର୍ତ୍ତୀ ଜୀବନ ଲାଗି ପ୍ରସ୍ତୁତ ହେବାକୁ ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ହେବା ପରେ…

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଚାମୁଣ୍ଡା ଗ୍ରାମରେ ଆଜି ବଜ୍ରପାତରେ ରାମଚନ୍ଦ୍ର ଗୌଡ଼ (୩୨)ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି | ସେହିପରି ଭାବେ ବଜ୍ରପାତରେ ସୁନୀଲ କୁମାର ରାଉତଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତାଙ୍କ…

ମହାକାଶରୁ ଖସିଲା ରୁଷର ରକେଟ

ମସ୍କୋ: ମହାକାଶକୁ ଉପଗ୍ରହ ଉତପେକ୍ଷଣ କରୁଥିବା ରୁଷିଆର ଏକ ରକେଟ ସୋମବାର ଖସି ପଡିଛି । ଦୀର୍ଘ ୯ ବର୍ଷ ହେବ ଏହି ରକେଟ ତାର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିଲା । ୨୦୧୧ରେ ଫ୍ରେଗେଟ ଏସବି ନାମକ ଏହି ଅପରଷ୍ଟେଜ ରକେଟ ଥିଲା । ଏହା ସ୍ପେକଟରଆର ସାଟେଲାଇଟକୁ ମହାକାଶ ପଠାଇବାରେ…

କରୋନା ଭୟ: ମୁମ୍ବାଇରୁ ଚାଲିଚାଲି ନୂଆପଡା ଫେରିଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାରାଦେଶରେ ତାଲାବନ୍ଦ । ଏଥିରେ ହତାଶ ହୋଇ ସୋମବାର କିଛି ପ୍ରବାସୀ ଶ୍ରମିକ ମୁମ୍ବାଇରୁ ଚାଲିଚାଲି ନୁଆପଡା ଜିଲ୍ଲାର ଖରିଆର ରୋଡରେ ପହଞ୍ଚିଛନ୍ତି । ଖରିଆରରେ ପହଞ୍ଚିବା ପରେ ତୁରନ୍ତ ସେମାନଙ୍କ ବିଶ୍ରାମ ଏବଂ ଖାଦ୍ୟ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା…

ସଚେତନତା ପାଇଁ କରୋନା ଭାଇରସ ହେୟାର ଷ୍ଟାଇଲ

ନାଇରୋବି: କରୋନା ଭାଇରସ ବିଳମ୍ବରେ ଆଫ୍ରିକାରେ ପହଂଚିଥିଲା । ସେଠାରେ ଏବେ ଏହି ମହାମାରୀରୁ ମୁକୁଳିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପଶ୍ଚିମ ଆଫ୍ରିକାର ପିଲାମାନଙ୍କୁ କରୋନା ଭାଇରସ ଶୈଳୀରେ ହେୟାର ଷ୍ଟାଇଲ କରାଯାଉଛି । ଏହା ଲୋକପ୍ରିୟ ହେବା ସହିତ ସଚେତନତାର ବାର୍ତା…

ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାଜପୁର ଫେରୁଛନ୍ତି ପ୍ରବାସୀ; ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

ଯାଜପୁର: ସ୍ୱତନ୍ତ୍ର ଟ୍ରେନ ଯୋଗେ ଅନେକ ସଂଖ୍ୟାରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଯାଜପୁର ଜିଲ୍ଲାକୁ ପ୍ରତ୍ୟାବର୍ତନ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଟ୍ରେନ୍ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନରେ ପହଂଚିବାକୁ ଥିବା…

ମଣିତରା ସରପଞ୍ଚଙ୍କ ସଟ୍‌ଡାଉନ୍ ପଦକ୍ଷେପ; ଭୁରି ଭୁରି ପ୍ରଶଂସା କଲେ ନବୀନ

ବୁଗୁଡ଼ା: ସରପଞ୍ଚଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସାହସିକ ପଦକ୍ଷେପ ଭିତ୍ତିରେ, ସରକାରଙ୍କ ପ୍ରଦତ୍ତ ବିଶେଷ କ୍ଷମତା ପ୍ରୟୋଗର କରି ପଞ୍ଚାୟତରେ କର୍ଫ୍ୟୁ ଲଗେଇବା ଭଳି ଆଦେଶ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର…

ଭାରତଠାରୁ ୬୦୦ କିଲୋମିଟର ଦୂରରେ ଚୀନ କୃତ୍ରିମ ଦ୍ୱୀପ ତିଆରି କରୁଛି

ନୂଆଦିଲ୍ଲୀ: ଚୀନ ପୁନର୍ବାର ଆଉ ଏକ ଭୁଲ କରୁଛି । ଭାରତକୁ ଅସୁବିଧାରେ ପକାଇବା ପାଇଁ ଭାରତ ମହାସାଗର ମଧ୍ୟରେ ଏକ କୃତ୍ରିମ ଦ୍ୱୀପ ପ୍ରସ୍ତୁତ କରୁଛି । ଲକ୍ଷାଦ୍ୱୀପଠାରୁ ୬୦୦ କିଲୋମିଟର ଦୂରରେ ଏହି ଦ୍ୱୀପ ପ୍ରସ୍ତୁତ ହୋଉଥିବା ସାଟେଲାଇଟ ଇମେଜରୁ ଜଣା ପଡିଥିଲା । ଦ୍ୱୀପକୁ ସମ୍ପୂର୍ଣ୍ଣ ଭାବେ…

ଲକଡାଉନ ପ୍ରଭାବ: ମା’ କଟକ ଚଣ୍ଡୀ ମନ୍ଦିରରେ ଫୁଲର ଅଭାବ

କଟକ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ । ଏହାର ପ୍ରଭାବରେ ସମସ୍ତ ମଠ ମନ୍ଦିର ଏକ ପ୍ରକାର ଭକ୍ତ ଶୂନ୍ୟ ହୋଇଛନ୍ତି । ଏବେ ମନ୍ଦିର ମାନଙ୍କରେ ଆଉ ଗୋଟିଏ ବଡ ସମସ୍ୟା ମୁଣ୍ଡ ଟେକିଛି ଫୁଲର ଅଭାବ । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଟକର ଆରଧ୍ୟା ଦେବୀ ମା କଟକ ଚଣ୍ଡି ମନ୍ଦିରରେ ।…

ଚୀନକୁ ଫେରିଲା କରୋନା: ରୁଷ ସୀମାରେ ଥିବା ଶୁଲାନ ସହରରେ ୧୭ ଜଣ ସଂକ୍ରମିତ

ବେଜିଂ: ଚୀନ ପାଇଁ ଭସ୍ମାସୁର ସାଜିଛି କରୋନା । ରୁଷ ସୀମା ନିକଟରେ ଅବସ୍ଥିତ ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସରକାର ଶୁଲାନ ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । ଏକ ଲଣ୍ଡ୍ରି ଦୋକାନରୁ ଏହା ବ୍ୟାପିଛି ବୋଲି କୁହାଯାଉଛି । ୪୫ ବର୍ଷୀୟ ଜଣେ ମହିଳାଙ୍କ…