Latest Odisha News

BREAKING NEWS

ବିଚକ୍ଷଣ ପାଲା ଗାୟକ: ଅନିରୁଦ୍ଧ ପାଣିଗ୍ରାହୀ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଚତୁର, ବିଚକ୍ଷଣ ଓ ବିଦ୍ୱାନ ଗାୟକ ଥିଲେ ଅନିରୁଦ୍ଧ ପାଣିଗ୍ରାହୀ । ହଂସଗତୀ ଓ ଉଚ୍ଚାଙ୍ଗ କଣ୍ଠ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା । ଏହି ବିଶିଷ୍ଟ ପାଲା ଗାୟକ ୧୯୨୦ ମସିହା ନଭେମ୍ବର ୨୦ ତାରିଖ ବ୍ୟଞ୍ଜନ ଦ୍ୱାଦଶୀ ଦିନ ଭଦ୍ରକ ଜିଲ୍ଲା…

କରୋନା ଜୋନ ଅନୁଯାୟୀ କାମ କରିବ କୋର୍ଟ

ଭୁବନେଶ୍ୱର : କୋର୍ଟ କାର୍ଯ୍ୟକ୍ଷମ ନେଇ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । କରୋନା ପ୍ରଭାବିତ ଅଂଚଳ ଦୃଷ୍ଟିରୁ ବିଭକ୍ତ ହୋଇଥିବା ଜୋନ ଅନୁଯାୟୀ କୋର୍ଟ ଖୋଲା ରହିବ । ହାଇକୋର୍ଟରେ ଆସନ୍ତାକାଲିଠାରୁ ସମସ୍ତ ୫ଟି କାର୍ଯ୍ୟ ଦିବସରେ ସିଙ୍ଗଲ ବେଂଚ ଏବଂ ମଙ୍ଗଳବାର ଓ…

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବ ଭାରତ

ନୂଆଦିଲ୍ଲୀ: ୨୦୨୬ ୟୁଥ୍ ଅଲିମ୍ପିକ୍ସ ଏବଂ ୨୦୩୨ ଅଲିମ୍ପିକ୍ସ ଆୟୋଜନ ପାଇଁ  ଭାରତ  ବିଡ୍ ଦାଖଲ କରିବ । କୋଭିଡ୍‌-୧୯ ଆଶଙ୍କା ଦୂର ହେବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଉଦ୍ୟମ କରାଯିବ ବୋଲି ଭାରତୀୟ ଅଲିମ୍ପିକ୍ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି ।…

ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଏଥିସହ କେତେକ ସ୍ଥାନରେ ବଜ୍ରପାତ ହେବା ମଧ୍ୟ ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିପାଇଁ ରାଜ୍ୟର ୧୧ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି…

ଗ୍ରୀନଜୋନରେ ଗଡିବନି ବସ୍

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଗ୍ରୀନ ଜୋନରେ ବସ ଚଳାଚଳ ପାଇଁ କେନ୍ଦ୍ର ଅନୁମତି ଦେଇଛି । ତେବେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଲାଇବାକୁ ମନା କରିଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ଘରୋଇ ବସ ମାଲିକ ସଂଘ ସ୍ପଷ୍ଟ ଭାବେ ଜଣାଇଦେଇଛି ଯେ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ…

ଅନୁପମ ଶେୟାର କଲେ ୩୭ ବର୍ଷ ତଳର ଫିଲ୍ମ ଫଟୋ

ମୁମ୍ବାଇ: ପ୍ରତିଷ୍ଠିତ କଳାକାର ଅନୁପମ ଖେର ୩୭ ବର୍ଷ ତଳର ତାଙ୍କ ଅଭିନୀତ ଏକ ଫିଲ୍ମର ଫଟୋ ଶେୟାର କରିଛନ୍ତି । ଏହି ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ ୫୦୦୦ ଟଙ୍କା ମିଳିଥିଲା । ୧୯୮୩ରେ ଲୈଲା ମଜନୁ ନାମକ ଫିଲ୍ମରେ ସେ ମଜନୁର ଭୂମିକାରେ ଅଭିନୟ କରିଥିଲେ । ସେ ସୋସିଆଲ ସାଇଟରେ ଫଟୋ…

ପ୍ରବାସୀ ଓଡିଆଙ୍କୁ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିଶନରଙ୍କ ନିବେଦନ

ଭୁବନେଶ୍ୱର : ପ୍ରବାସୀ ଓଡିଆ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିସନର ଭାସ୍କର ରାଓଙ୍କ ନିବେଦନ କରିଛନ୍ତି । ଖୁବ୍ ଶୀଘ୍ର କର୍ଣ୍ଣାଟକରେ କଳ କାରଖାନା ଖୋଲିବ ଏବଂ ଶ୍ରମିକମାନେ କାମରେ ଯୋଗ ଦେବେ । ତେଣୁ ଲକ୍‌ଡାଉନ ଯୋଗୁଁ ଭୟଭୀତ ହୋଇ ନିଜ ରାଜ୍ୟକୁ ଫେରି ନ ଯିବାକୁ ସେ କହିଛନ୍ତି ।…

କେନ୍ଦୁଝରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ, ୧୬୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ବର୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଳାକୁ ବ୍ୟାପିଲାଣି କରୋନା । ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ…

କାଲିଠୁ ଖୋଲିବ ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କାଲିଠୁ ଖୋଲିବ ମଦ ଦୋକନ । ବ୍ୟାପକ ବାଦ ବିବାଦ ମଧ୍ୟରେ ସୋମବାରଠୁ ସାରା ଦେଶରେ ମଦ ଦୋକାନ ଖୋଲିବା ନେଇ ଗୃହ ମନ୍ତ୍ରାଳୟ ସୂଚନା ଦେଇଛି । ଏପରିକି ରେଡ୍‌ଜେନ୍‌, ଅରେଂଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍‌ରେ ମଦ ଦୋକନ ଖୋଲିବ । ଏନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେବଳ…

କୁଆଖିଆ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମୃତ

ଯାଜପୁର: ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ ମର୍ମନ୍ତୁଦ ସକଡ ଦୁର୍ଘଟଣା ହୋଇଛି । ୨ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର…