Latest Odisha News

BREAKING NEWS

ବ୍ରାଣ୍ଡ ନାଁରେ ଭେଜାଲ୍ ମାଲ୍: ନକଲି ମିନେରାଲ୍ ଓ୍ୱାଟର କାରଖାନା ଠାବ

ଭୁବନେଶ୍ୱର: ଅସଲି ବ୍ରାଣ୍ଡରେ ନକିଲା କାରବାର । ରାଜଧାନୀରୁ ଠାବ ହୋଇଛି ନକଲି ପାଣି କାରଖାନା । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ମେଣ୍ଢାଶାଳ ଅନ୍ତର୍ଗତ ଗ୍ରାମଡ଼ିହ ଗାଁରେ ଚାଲିଥିଲା ଏହି ନକଲି ମିନେରାଲ୍‌ ୱାଟର୍‌ କାରଖାନା । ଏହି ଘଟଣାରେ ମ୍ୟାନେଜର ଓ ସୁପରଭାଇଜରଙ୍କୁ ଗିରଫ କରାଯାଇଛି ।…

‘ଲକ୍ଷ୍ମୀ ବମ୍’‌ ଚଳଚ୍ଚିତ୍ରର ନାଁ ପରିବର୍ତ୍ତନକୁ ନେଇ ହିନ୍ଦୁ ସେନାର ଦାବି

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍' ବିଷୟରେ ଅନେକ ଚର୍ଚ୍ଚା ଲାଗି ରହିଛି। ଦେଶର ଅନେକ ସଂସ୍ଥା ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। କାହାକୁ ଫିଲ୍ମ ଟାଇଟଲ୍‌କୁ ନେଇ ସମସ୍ୟା ହେଉଛି ଆଉ କାହାକୁ ଫିଲ୍ମର ବିଷୟବସ୍ତୁକୁ ନେଇ ସମସ୍ୟା…

ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ତାଙ୍କ ଆଗମନରେ ଗଗନ ପବନ ଚଳଚଞ୍ଚଳ । ମଣ୍ଡପରେ ବିରାଜିଛନ୍ତି ଦୁର୍ଗତିନାଶିନୀ । ମହାମାୟାଙ୍କ ଆଜି ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କର ବିଲ୍ୱବରଣ ନୀତି ଅୁଷ୍ଠିତ ହୋଇଥିଲା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ ପରିସର ।…

ଇଦ୍‌ରେ ମୁକ୍ତିଲାଭ କରିବ ସଲମାନ୍‌ଙ୍କ ‘ରାଧେ- ୟୋର୍‌ ମୋଷ୍ଟ୍‌ ୱାଣ୍ଟେଡ୍ ଭାଇ’‌!

ନୂଆଦିଲ୍ଲୀ: ସୂଚନାନୁସାରେ, ସଲମାନ୍‌ ଖାନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ରାଧେ ଦ ମୋଷ୍ଟ ୱାଣ୍ଟେଡ୍‌' ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ମେ ୧୨ ତାରିଖରେ ରିଲିଜ କରାଯିବାର ଯୋଜନା ରହିଛି। ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଫିଲ୍ମଟି ଆସନ୍ତା…

ଦେଶରେ ୭୭ ଲକ୍ଷ କରୋନା ସଂକ୍ରମିତ, ୭ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୪ ଲକ୍ଷ ୪୨ ହଜାର କୋଭିଡ୍ ଟେଷ୍ଚ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୩୬୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶେର ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି ପାଇଛି ।…

ଅଭିନେତା ହ୍ରିତିକ୍‌ ରୋଶନଙ୍କ ମା’ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ମା’ ପିଙ୍କି ରୋଶନ କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସେ ପତି ରାକେଶ ରୋଶନଙ୍କ ସହିତ ସଙ୍ଗରୋଧରେ ରହୁଛନ୍ତି। ତେବେ ସେ ନିଜକୁ ସବୁବେଳେ ଫିଟ୍‌ ରଖୁଥିବାରୁ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ…

ଟ୍ରମ୍ପ-ବିଡେନ୍ ଫାଇନାଲ୍ ଡିବେଟ୍: ୪ଟି ପ୍ରସଙ୍ଗରେ ଟକ୍କର ଜୋରଦାର

ଓ୍ୱାଶିଂଟନ୍: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଫାଇନାଲ୍ ଡିବେଟରେ ମୁହାଁମୁହିଁ ହେଲେ ଡୋନାଲ୍ଟ ଟ୍ରମ୍ପ ଓ ଜୋ ବିଡେନ୍ । ଆରୋପ ପ୍ରତ୍ୟାରୋପ ଭିତରେ ଶେଷ ଡିବେଟ୍ ଜୋରଦାର ହୋଇଛି । ଆଜିର ଡିବେଟରେ ଉଠିଥିଲା କରୋନା ଭାଇରସ୍, କୋଭିଡ୍ ଟିକା, ଜାତିବାଦ ଓ ଜଳବାୟୁ ପରିବର୍ତ୍ତନ…

ଆଜିଠୁ ବିହାରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ପାଣିପାଗ ସରଗରମ । ହେଭିଓ୍ୱେଟ୍ କ୍ୟାମ୍ପେନ୍ ଚାଲିଛି । ଆଜିଠୁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବେ ।…

ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ୱାଇ: ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ନାଗପଡ଼ା ଅଞ୍ଚଳରେ ଥିବା ମଲରେ ଲାଗିଥିଲା ନିଆଁ । ଗତକାଲି ରାତିରୁ ହଠାତ୍ ମୁମ୍ୱାଇର ସିଟି ସେଣ୍ଟ୍ରାଲ ମଲରେ ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ଆଜି ସକାଳ ନିଆଁ ଆୟତ୍ତ କରାଯାଇଛି…

ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍‌’

ଭୁବନେଶ୍ୱର / ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷିପ୍ର ହେବା ସହିତ…