ଆଇଏମଡିବି ରେଟିଂରେ ରେସ୩,ହିମ୍ମତୱାଲାଠାରୁ ଖରାପ ରେଟିଂ ପାଇଲା କୁଲୀ ନଂ୧
ମୁମ୍ବାଇ: ବରୁଣ ଓ ସାରା ଅଲୀ ଖାଁ ଅଭିନୀତ କୁଲି ନଂ୧ ଫିଲ୍ମ ନାମରେ ଆଉ ଏକ ଖରାପ ରେକର୍ଡ ଯୋଡି ହୋଇଯାଇଛି । ଦର୍ଶକ ମହଲରେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖିତ ହୋଇଥିବା କୁଲୀ ନଂ୧ ଫିଲ୍ମ ରେସ୩, ହିମ୍ମତୱାଲାଠାରୁ କମ୍ ଆଇଏମଡିବି ରେଟିଂ ପାଇଛି । ହିମ୍ମତୱାଲା ୧.୭, ରେସ୩ ଫିଲ୍ମ ୧.୯ , ସଡକ-୨…