ପେଲେଙ୍କ ରେକର୍ଡ ଭାଙ୍ଗିଲେ ମେସି
ନୂଆଦିଲ୍ଲୀ:ମହାନ ବ୍ରାଜିଲିଆନ ଖେଳାଳି ପେଲେଙ୍କ ଗୋଟିଏ କ୍ଲବ ପକ୍ଷରୁ କରିଥିବା ସର୍ବାଧିକ ଗୋଲ ରେକର୍ଡକୁ ବୁଧବାର ବାର୍ସିଲୋନାର ଲିଓନେଲ ମେସି ଭାଙ୍ଗି ଦେଇଛନ୍ତି । ମେସି ବାର୍ସିଲୋନା ପକ୍ଷରୁ ୭୪୯ ମ୍ୟାଚରେ ୬୪୪ ଗୋଲ ସ୍କୋର କରିଥିଲେ । ପୂର୍ବରୁ ପେଲ ବ୍ରାଜିଲର ସାଟୋଂସ କ୍ଲବ ପକ୍ଷରୁ ୬୫୬…