ରିଲିଜ୍ ହେଲା ‘ବୁର୍ଜ ଖଲିଫା’ ସଙ୍ଗ୍; ଏକ ଘଣ୍ଟାରେ ଚାରି ଲକ୍ଷ ଭ୍ୟୁ ପାର୍
ମୁମ୍ବାଇ: ପ୍ରଶଂସକମାନଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଉତ୍ସାହର ସହିତ ଅପେକ୍ଷା କରିଥିବା ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ର ଗୀତ ଶେଷରେ ମୁକ୍ତିଲାଭ କରିଛି। 'ବୁର୍ଜ ଖଲିଫା' ଗୀତ ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ଏହା ଚାରି ଲକ୍ଷରୁ ଅଧିକ…