Latest Odisha News

BREAKING NEWS

କେନ୍ଦ୍ର ସଂସ୍କୃତି ତାଲିକାରେ ସାମିଲ ହେଲା ଓଡ଼ିଶାର ମାଣବସା, ଛଉ ନୃତ୍ୟ ଓ ରାବଣ ଛାୟା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଇନଟାଂଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ସ୍ଥାନ ପାଇଲା ରାଜ୍ୟର ୩ଟି ମହାନ୍ ସାଂସ୍କୃତିକ ପରମ୍ପରା । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରାଯାଇଛି । ଭାରତ ସରକାରଙ୍କ ଏପରି ନିଷ୍ପତ୍ତି ଦ୍ବାରା ଓଡ଼ିଶାର ସଂସ୍କୃତି ଓ…

କରୋନା ମୁକାବିଲା: ଆରମ୍ଭ ହେଲା ‘ଓଡିଶା ସରକାର ହ୍ଵାଟ୍ସଆପ ଇନ୍ଫୋ ଡେସ୍କ’

ଭୁବନେଶ୍ୱର: ହ୍ଵାଟ୍ସଆପରେ କୋଭିଡ୧୯ ହେଲ୍ପଡେସ୍କ ଆରମ୍ଭ କଲେ ଓଡ଼ିଶା ସରକାର। ଏହା ସାହଯ୍ୟରେ ଜନସାଧାରଣଙ୍କୁ କରୋନା ଭାଇରସ ସମ୍ପର୍କରେ ସଦ୍ୟତମ ତଥା ନିର୍ଭୁଲ ତଥ୍ୟ ଦେବା ପାଇଁ ହ୍ଵାଟ୍ସଆପରେ ଏହି ହେଲ୍ପଡେସ୍କ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ନିଜର ତଥା ନିଜ ପରିବାରର ସୁରକ୍ଷା ସହ…

ଲୋକସଭା କମିଟିକୁ ନିର୍ବାଚିତ ହେଲେ ଓଡ଼ିଶାର ୨ ସାଂସଦ

ଭୁବନେଶ୍ୱର: ଲୋକସଭାର ଦୁଇଟି ଭିନ୍ନ ଭିନ୍ନ କମିଟିକୁ ବିଜୁ ଜନତା ଦଳ (ବିଜେଡ଼ି)ର ଦୁଇ ଜଣ ବରିଷ୍ଠ ସାଂସଦ ନିର୍ବାଚିତ ହୋଇଛନ୍ତି । କଟକ ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ଭର୍ତ୍ତୃହରି ମହତାବ ଲୋକସଭାର ପବ୍ଲିକ୍ ଆକାଉଣ୍ଟସ କମିଟିକୁ ନିର୍ବାଚିତ ହୋଇଛନ୍ତି । “ଲୋକସଭାର ପବ୍ଲିକ୍…

କରୋନା ସଙ୍କଟରେ ନୂଆ ଆଶା; କାଲି ମନୁଷ୍ୟ ଦେହରେ କୋଭିଡ୍‌-୧୯ ଭାକ୍ସିନ୍ ପରୀକ୍ଷା କରିବ ଇଂଲଣ୍ଡ !

ଲଣ୍ଡନ: ଗୁରୁବାରଠୁ ମଣିଷଙ୍କ ଉପରେ କରୋନାଭାଇରସ୍ ଟିକା ପରୀକ୍ଷଣ ଆରମ୍ଭ କରିବ ଇଂଲଣ୍ଡ । ଏ ନେଇ ଏକ ପ୍ରେସ୍ କନଫେରେନ୍ସ ଜରିଆରେ ଘୋଷଣା କରିଛନ୍ତି ଇଂଲଣ୍ଡର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାଙ୍କୋକ୍ । Human trials for a vaccine developed by the University of Oxford will…

ଭଦ୍ରକର ତିନି ନୂଆ କରୋନା ପଜିଟିଭ ରୋଗୀଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ୍‌

ଭୁବନେଶ୍ୱର: ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ତିନି ନୂଆ କରୋନା ପଜିଟିଭ ରୋଗୀଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କ ସାଙ୍ଗରେ ଏହି ତିନି ଜଣ ଗୋଟିଏ ଗାଡିରେ…

ଲକ୍‌ଡ଼ାଉନ ୨.୦: ସକାଳ ୮ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପରାମର୍ଶ କ୍ରମେ ଓଡ଼ିଶାର ସମସ୍ତ ବ୍ୟାଙ୍କ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ ସମୟରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ନିଷ୍ପତ୍ତି ଗ୍ରହଣ କରିଛି । ଏହି ସମୟ ମଧ୍ୟରେ…

ଜିଓର ୧୦ ପ୍ରତିଶତ ଅଂଶଧନ କିଣିବ ଫେସବୁକ!

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଗ୍ରୁପର ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ କିଣିବ ବିଶ୍ୱର ଅନ୍ୟତମ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଫେସବୁକ। ଏଥିପାଇଁ ୪୩,୫୭୪ କୋଟି ପୁଞ୍ଜି ନିବେଶ କରିବା ନେଇ ବୁଧବାର ଦିନ ଫେସବୁକ ପକ୍ଷରୁ ଘୋଷଣା କରାଯାଇଛି । ଜିଓ…

ଭଦ୍ରକରୁ ଚିହ୍ନଟ ହେଲେ ଆଉ ତିନି କରୋନା ପଜିଟିଭ୍‌, ଓଡିଶାରେ ମୋଟ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର : ଭଦ୍ରକରୁ ଚିହ୍ନଟ ହେଲେ ଆଉ ତିନି ନୂଆ କରୋନା ପଜିଟିଭ ରୋଗୀ । ଏହାପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ପଜିଟିଭ ଜିଲ୍ଲା ଭାବରେ ଭଦ୍ରକରେ ସଂଖ୍ୟା ୧୧ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୮୨ ଛୁଇଁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କରୋନା ଅପଡେଟ: ଓଡ଼ିଶା ସମେତ, ଭାରତ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବିଶ୍ଵବ୍ୟାପୀ ଏବେ ସାମ୍ନାକୁ ଆସୁଛି କରୋନାର କରୁଣ ଚିତ୍ର । ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସକାଳ ୧୦ ଟା ୩୦ ସୁଦ୍ଧା ୨୫, ୫୭, ୭୨୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୭, ୬୭୧ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୯୫,୨୪୬ ଜଣ ବ୍ୟକ୍ତି…

ଲକ୍‌-ଡାଉନରେ କୃଷି ଅଧିକାରୀଙ୍କ ଗାଡି ଅଟକାଇ ଉଠବସ୍ ହେଲେ ପୋଲିସ କର୍ମଚାରୀ !

ବିହାର: ଏଠି ନିୟମ ଭାଙ୍ଗିବା ବି ଭୁଲ, ନିୟମ ମାନିବାକୁ କହିବା ବି ଭୁଲ୍ । ବିହାର ଲକ୍‌-ଡାଉନରେ ବରିଷ୍ଠ କୃଷି ଅଧିକାରୀଙ୍କୁ ପାସ୍ ମାଗିବାରୁ ଜଣେ ପୋଲିସ କର୍ମଚାରୀ ଅପମାନିତ ତଥା ଦଣ୍ଡିତ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ଲୋକ ଓ ପୋଲିସଙ୍କ ଗହଣରେ…