Latest Odisha News

BREAKING NEWS

କୁଇନ କଙ୍ଗନା ଦେଲେ ୧୦ ଲକ୍ଷର ସହାୟତା

ମୁମ୍ବାଇ: କରୋନା ଭାଇରସ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଏକପ୍ରକାର ବନ୍ଦ ହୋଇଯାଇଛି କହିଲେ ଭୁଲ ହେବନି । ଏହା ଦ୍ୱାରା ଷ୍ଟାର କଳାକାରମାନେ ବିଶେଷ କ୍ଷତିଗ୍ରସ୍ତ ହେଉ ନ ଥିଲେ ମଧ୍ୟ କର୍ମଚାରୀ ଓ ଦିନ ମଜୁରିଆ ଅସୁବିଧାରେ ପଡିଛନ୍ତି । ଅବଶ୍ୟ ଫିଲ୍ମ କଳାକାରମାନେ ସେମାନଙ୍କ ଆବଶ୍ୟକ ମୁତାବକ…

୧୦,୯୯୯ ଟଙ୍କା ଭିତରେ ମିଳିବ ଏହିସବୁ ୪୮ ମେଗାପିକ୍ସେଲ ବିଶିଷ୍ଟ ସ୍ମାର୍ଟଫୋନ୍, ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ସୁଲଭ ମୂଲ୍ୟରେ ଏକ ଭଲ କ୍ୟାମେରା ଫୋନ୍ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ | ଆଜି ଆମେ ଆପଣଙ୍କୁ କିଛି ସ୍ମାର୍ଟଫୋନ୍ ବିଷୟରେ ସୂଚନା ଦେବୁ, ଯେଉଁଥିରେ ଆପଣ ୪୮ ମେଗାପିକ୍ସେଲ କ୍ୟାମେରା ପାଇବେ | ଏହା ବ୍ୟତୀତ, ଆପଣ ଏହି ସମସ୍ତ ମୋବାଇଲରେ ଏହିପରି…

ଆଜି ରାତି ୯ଟା ୩୦ରେ ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ହେବ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ରାତି ୯ଟା ୩୦ ସମୟରେ ରାଜ୍ୟର କେତେକ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରାଯାଇଛି । ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି…

ଲକଡାଉନ ଯୋଗୁ ଲିଚୁ ବ୍ୟବସାୟରେ ୫୦୦ କୋଟି ଟଙ୍କାର କ୍ଷତି ଆଶଙ୍କା

ମୁଜାଫରନଗର: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ ଲଗାଯାଇଛି । ଏହା ଦ୍ୱାରା ଅନେକ ବ୍ୟବସାୟିକ କ୍ଷତି ଘଟୁଛି । ବିହାରରେ ଲକଡାଉନ ଯୋଗୁ ଲିଚୁ ବ୍ୟାପାରରେ ୫୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ଓଡିଶା, ପଶ୍ଚିମବଙ୍ଗଳା, ମହାରାଷ୍ଟ୍ର, କେରଳ, ବିହାର, ଜମ୍ମୁ-କଶ୍ମୀର,…

ଆତଙ୍କବାଦୀ ତାଲିକାରୁ ପାକିସ୍ତାନ ବାଦ୍ ଦେଲା ୧୮୦୦ ନାମ

ଇସଲାମବାଦ: ପାକିସ୍ତାନ ୧୮ ମାସ ମଧ୍ୟରେ ଆତଙ୍କବାଦୀ ତାଲିକାରୁ ୧୮୦୦ ନାମ ହଟାଇଦେଇଛି । ଏଥିରେ ଲଶ୍ମର ତୋଇବା କମାଣ୍ଡର ଜକି ଉର ରହେମାନଙ୍କ ପରି ଆତଙ୍କବାଦୀଙ୍କ ନାମ ରହିଛି । ନ୍ୟୁୟର୍କର ରେଗୁଲେଟାରୀ ଟେକ୍ନୋଲୋଜି କମ୍ପାନୀ କଷ୍ଟେଲମ ଏଆଇ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି ।…

ଆସିଲା ୨ ବର୍ଷର କୁନି ଝିଅର ଟ୍ରାଭେଲ ହିଷ୍ଟ୍ରି, ଜାଣନ୍ତୁ କେମିତି ହେଲା କରୋନା

ଭୁବନେଶ୍ୱର: ସାମ୍ନାକୁ ଆସିଲା ୨ ବର୍ଷର କୁନି ଝିଅର ଯାତ୍ରା ବିବରଣୀ । ବାଲେଶ୍ୱରର ୨ ବର୍ଷ ଝିଅର ଗସ୍ତ ବିବରଣୀ ଦେଲେ ସରକାର । କରୋନାରେ ଆକ୍ରାନ୍ତ ହୋଇଥିବା ୨ ବର୍ଷର ଶିଶୁ କନ୍ୟା ବାଲେଶ୍ୱର ବରହମପୁର ରିଗିଡି ଅଞ୍ଚଳର । ୬ ତାରିଖରୁ ଆଜି ଯାଏଁ କୁନି ଝିଅ ଦେହରେ ଥଣ୍ଡା ଓ କାଶ ଥିଲା । ପରେ…

ଆସିଲା ୬୧, ୬୨, ୬୩, ୬୪, ୬୫ ଓ ୬୬ନଂ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଆସିଲା ୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ବାଲେଶ୍ୱର ଭଦ୍ରକର ୬୧, ୬୨, ୬୩, ୬୪, ୬୫, ୬୬ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତୁ ଜାଣିବା ସେ ସମ୍ପର୍କରେ । କେସ୍ ନଂ-୬୧: ୬୧ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୫୮…

ଝଡ଼ର ଇଗଲ୍‌: ଉଡ଼ାଜାହାଜରେ ଉଡ଼ିବି

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି…

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୯୯, ୬୬୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୧, ୩୩୮ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୮,୦୬୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା…

୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରାପିଡ ଆଂଟିବଡି ଟେଷ୍ଟ । ଏନେଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଆଇସିଏମ୍‌ଆର୍। ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ରାପିଡ ଟେଷ୍ଟ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଞ୍ଚ ହେବ । ଏଥିପାଇଁ…