Latest Odisha News

BREAKING NEWS

ରଥଯାତ୍ରା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପୁରୀ ଗଜପତି ଲେଖିଲେ ଚିଠି

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ଚାରିଆଡେ ଲକ୍ ଡାଉନ ଘୋଷଣା ହୋଇଛି । ଏପରି ସ୍ଥିତିରେ ପୁରୀରେ ଘୋଷଯାତ୍ରା କିପରି ହେବ ତାକୁ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ତେବେ ଏ ନେଇ ଶୁକ୍ରବାର ଗଜପତି ମହାରାଜ ଦିବ୍ୟ ସିଂହଦେବ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ।…

ବେସାହାରାଙ୍କୁ ସାହା ହେଲା ସୋଆ; ବସ୍ତିରେ ବଣ୍ଟନ ହେଲା ଶୁଖିଲା ଖାଦ୍ୟ, ମାସ୍କ୍‌

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଏଭଳି…

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ…

ଏଣିକି ଓଡିଶାର ଯେକୌଣସି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜୋରିମାନା

ଭୁବନେଶ୍ୱର: ରାଜ୍ୟର ଯେକୌଣସି ସର୍ବସାଧାରଣ ସ୍ଥାନରେ ଏଣିକି ବାହାରେ ଛେପ ପକାଇଲେ ଜୋରିମାନା ଦେବାକୁ ପଡିବ । ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ମହାମାରୀ ବିପର୍ଯ୍ୟୟ ଆଇନ ୧୮୯୭ ଅନ୍ତର୍ଗତ କୋଭିଡ୍‌୧୯ ନିୟମାବଳୀ ଆଧାରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର…

ଲକ୍‌-ଡାଉନରେ ବି କୃଷି ଗତିବିଧିରେ ଓଡ଼ିଶା ଆଗୁଆ: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ସତ୍ତ୍ୱେ ଖରିଫ ଧାନ ବିହନ ଚାଷରେ ଅଗ୍ରଣୀ ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସାମିଲ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ କହିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ…

ଝଡ଼ର ଇଗଲ୍‌: ଉଦୟ ବେଳା

(ଝଡ଼ର ଇଗଲ୍ - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । 'ଓଡ଼ିଶା ସମ୍ବାଦ' ପକ୍ଷରୁ ଆଜିଠାରୁ ପ୍ରତିଦିନ ଧାରାବାହିକ ଭାବେ…

କରୋନା ଯୋଗୁ ସମସ୍ତ ଆନ୍ତର୍ଜାତୀୟ ଗଲ୍ଫ ଟୁର୍ଣ୍ଣାମେଂଟ ବାତିଲ

ଓ୍ବାଶିଂଟନ: କରୋନା ଯୋଗୁ ସମସ୍ତ ଆନ୍ତର୍ଜାତୀୟ ଗଲ୍ଫ ଟୁର୍ଣ୍ଣାମେଂଟ ବାତିଲ କରାଯାଇଛି।  ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ ଓ ଫ୍ରାନ୍ସରେ ଓପନ୍‌ ଡି ଫ୍ରାନ୍ସ ଗଲ୍ଫ ଟୁର୍ନାମେଣ୍ଟ ବାତିଲ ହୋଇଛି। ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ୍‌ ମ୍ୟୁନିକ୍‌ରେ…

ଶାକିରାଙ୍କୁ ମାତ୍ ଦେଉଛି ନୋରା ଫତେହୀଙ୍କ ଡ୍ୟାନ୍ସ

ମୁମ୍ବାଇ: ବଲିଉଡରେ ନିଜ ଡ୍ୟାନ୍ସ ପାଇଁ ନୋରା ଫତେହୀ ବେଶ୍ ଲୋକପ୍ରିୟ । କରୋନ ଭାଇରସ ଲକଡାଉନ ଯୋଗୁ ସେ ଏବେ ଘରେ ଅଭ୍ୟାସ କରୁଛନ୍ତି । ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଯାହା କି ପ୍ରଶଂସକଙ୍କ ମନକୁ ଅସ୍ଥିର କରୁଛି । ଏହି ଭିଡିଓ କଲମ୍ବିଆନ ଡ୍ୟାନ୍ସର…

କୋଭିଡ୍‌-୧୯ରେ ସଂକ୍ରମିତ ଇରାନୀୟ ଜୋମ୍ବି ଆଂଜେଲିନା ଜୋଲି !

ଇରାନ୍‌: ତେହରାନର ୨୨ ବର୍ଷିୟ ସାହାର ତବାର୍ ଓରଫ ଫାତିମା ଖିସ୍‌ୱନ୍ଦ୍ । ଦିନେ ଏହି ଇରାନୀୟ ଯୁବତୀ ଇନ୍‌ଷ୍ଟାଗ୍ରାମ୍‌ରେ ସୁପରଷ୍ଟାର ସାଜିଥିଲେ । ହେଲେ ଇଶ୍ୱର ବିରୋଧୀ ମନ୍ତବ୍ୟ ଦେଇ ଓ ବେଆଇନ ଭାବେ ଅର୍ଥ ଆଦ।ୟ କରିବା ଅଭିଯୋଗରେ ତାଙ୍କୁ ଜେଲଦଣ୍ଡାଦେଶ ହୋଇଥିଲା । ଇରାନରେ ଜୋମ୍ବି…

ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ନର୍ମାନଙ୍କ ଜୀବନ ନେଲା କିଲର କରୋନା

ଲିଡ୍ସ: ଇଂଲଣ୍ଡର ଖ୍ୟାତନାମା ଫୁଟବଲ ଖେଳାଳି ନର୍ମାନ ହଂଟରଙ୍କ ଜୀବନ ନେଇଛି କିଲର କରୋନା । ୭୬ ବର୍ଷୀୟ ଏହି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟୃାବସ୍ଥ ବିଗିଡି ଥିଲା । ଏପ୍ରିଲ ୧୦ରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସମସ୍ତ ଉଦ୍ୟମ କରାଯିବା ସତ୍ୱେ…