Latest Odisha News

BREAKING NEWS

ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍, ୧୯ ତାରିଖ ବେଳକୁ ପୁଣି ଦାନା ବାନ୍ଧିବ

ଭୁବନେଶ୍ୱର: ଅକ୍ଟୋବର ମାସରେ ଲଘୁଚାପ ଲମ୍ବା ଲାଇନ୍ । ଗୋଟିଏ ଗଲେ ଆଉ ଗୋଟିଏ ଆସୁଛି । ଏବେ ନୂଆ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୯ ତାରିଖ ବେଳକୁ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ । #୧୯ଅକ୍ଟୋବର ବେଳକୁ #କେନ୍ଦ୍ରୀୟ #ବଙ୍ଗୋପସାଗର ଅଂଚଳରେ…

୨ୟ କରୋନା ଟିକାକୁ ଅନୁମତି ଦେଲା ଋଷ

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ପରେ ଋଷ ସରକାର ଆଉ ଗୋଟିଏ କୋଭିଡ ଭ୍ୟାକସିନକୁ ଅନୁମତି ପ୍ରଦାନ କରିଛନ୍ତି । ଯାହାକୁ ପ୍ରାରମ୍ଭିକ ଟ୍ରାଏଲ୍ ପରେ ମଞ୍ଜୁର କରାଯାଇଛି । ଏ ସମ୍ପର୍କରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ବୁଧବାର ଦିନ ଘୋଷଣା କରିଛନ୍ତି । “ଏବେ ଆମେ ପ୍ରଥମ…

ଭୟଙ୍କର ବାୟୁ ପ୍ରଦୂଷଣ, ଦିଲ୍ଲୀରେ ଆଜିଠୁ ଚାଲିବନି ଜେନରେଟର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଗତ କିଛି ଦିନ ହେବ ବାୟୁର ପ୍ରଦୂଷଣ ମାତ୍ରା ବଢ଼ିଛି । ଫଳରେ ଦିଲ୍ଲୀର ଚାରିଆଡେ ଧୂଆଁମୟ ହୋଇଯାଇଛି । ଅନେକ ସ୍ଥାନରେ ରାସ୍ତାଘାଟ ଭଲଭାବେ ଦୃଶ୍ୟମାନ ହେଉନାହିଁ । ଏଥିସହ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ।…

ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ରାଜା ଗିରଫ

ଭୁବନେଶ୍ୱର: ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ଟିଟୋ ଗ୍ୟାଙ୍ଗର ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ଗିରଫ ଗ୍ୟାଙ୍ଗଷ୍ଟର ଜଣକ ହେଉଛି ସେକ୍ ରାଜା । ତା’ଠାରୁ ପୋଲିସ ଦେଶୀ ବନ୍ଧୁକ ଓ କିଛି ଅଫୁଟା ଗୁଳି ଜବତ କରିଛି । ସେକ ରାଜା ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିଲା । ଟିଟୋ ଗ୍ୟାଙ୍ଗର ଜଣେ…

ବିଚକ୍ଷଣ ବ୍ୟକ୍ତିତ୍ୱ ତଥା ମିସାଇଲ ମ୍ୟାନ ଅବଦୁଲ କଲାମଙ୍କର ଜନ୍ମ ଦିବସ

ଭୁବନେଶ୍ୱର: ଭାରତ ମାତାର ସୁଯୋଗ୍ୟ ସନ୍ତାନ ମାନଙ୍କ ମଧ୍ୟରେ ଅନ୍ୟତମ  ବିଚକ୍ଷଣ ବ୍ୟକ୍ତିତ୍ୱ ଡକ୍ଟର ଏପିଜେ ଅବଦୁଲ କଲାମ। କଲାମଙ୍କୁ ମିସାଇଲ ମ୍ୟାନ ଭାବେ ଜାଣିଛି ସାରା ବିଶ୍ୱ । କି ହିନ୍ଦୁ କି ମୁସଲମାନ ନିଜର ସରଳ ତଥା ଶାନ୍ତ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ସେ । ସେହି…

ପୋଲିସକୁ କାର୍ ବୋନଟ ଉପରେ ପକାଇ ଘୋଷାଡି ନେଲା ଡ୍ରାଇଭର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କାର୍ ଚାଳକଙ୍କ ଆତଙ୍କରାଜ । ପୋଲିସକୁ କାର୍ ବୋନେଟ୍ ଉପରେ ବସାଇ କିଛି ବାଟ ଘୋଷାଡି ନେଲା । ମଝି ରାସ୍ତାରେ ପକାଇ ଦେଇ ମାରିଲା ଚମ୍ପଟ । ଦେଶ ରାଜଧାନୀ ଦିଲ୍ଲୀରୁ ଏମିତି ଘଟଣା ସାମନାକୁ ଆସିଛି । ସିସିଟିଭିରେ କଏଦ ଏହି ଦୃଶ୍ୟକୁ ଦେଖନ୍ତୁ । କିଭଳି କାର୍ ଚାଳକ ପୋଲିସକୁ ବୋନେଟ…

ଆଖି ବୁଜିଲେ ଆଉ ୧୭ କରୋନା ରୋଗୀ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ରାଜ୍ୟରେ ଦିନକୁ ଦିନ ଗଡୁଛି ମୁଣ୍ଡ । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି । ୧୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ,…

ବିିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ । ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଭାଇ ଅଛନ୍ତି । ମୃତକ ୩ ଜଣଙ୍କ ବୟସ ୧୨, ୭ ଓ ୩ ବର୍ଷ ବୋଲି ଜଣାପଡିଛି । ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି।…

ପୁଣି ଦ୍ୱିତୀୟ ସ୍ଥାନକୁ ଫେରିଲା କଟକ, ରାଜ୍ୟରେ ୨୪୭୦ ନୂଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର କୋପ । ତଳମୁହାଁ ହେଉଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ରାଜ୍ୟରେ ୨୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୪୬୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୦୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

ବର୍ଷା ସହ ବଜ୍ରପାତ ସମ୍ଭାବନା, ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ୬ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ଗଂଜାମ, ନୟାଗଡ, ପୁରୀ, କଟକ ଓ ଜଗତସିଂହପୁରକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି…