Latest Odisha News

BREAKING NEWS

ରାଜଧାନୀର ଗ୍ରାହକଙ୍କ ପାଇଁ ଟିକ୍ ମି ଆପ୍‌, ସୁବିଧାରେ ପାଇପାରିବେ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର : ଲକ୍ ଡାଉନ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ଲୋକେ କିପରି ଗ୍ରୋସରୀ, ପନିପରିବା ଓ ମେଡିସିନ ସୁବିଧାରେ ପାଇପାରିବେ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ସ୍ମାର୍ଟ ସିଟି ପକ୍ଷରୁ ଆରମ୍ଭ ହୋଇଛି ଟିକ୍ ମି…

କରୋନା ସଂକ୍ରମଣ ଭୟରେ କୁନି ଝିଅ ପାଖକୁ ଆସିପାରୁ ନାହାନ୍ତି ବାପା, ଭିଡିଓ ଭାଇରାଲ

ବାପା କାଚ କବାଟର ସେପାଖେ, କୁନି ଝିଅ ଏ ପାଖେ । ବାପା ଏବେ ଅଫିସରୁ ଆସିଛନ୍ତି କୁନି ଝିଅର ମନ ବାପା ପାଖେ କାଖ ହୋଇ ବହୁତ ଗେଲ ହୁଅନ୍ତା । ତା କୁନି କୁନି କଥା କୁହା ଓଠରେ କେତେ କଣ ଗପି ଦିଅନ୍ତା । କିନ୍ତୁ ବାପା କବାଟ ସେପାଖେ ଥାଇ ଝିଅକୁ ଫ୍ଲାଇଙ୍ଗ କିସ୍ ଦେଉଛନ୍ତି । ତେବେ କାହିଁକି ସେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୪-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ମାସ  ତା ୧୭ ରିଖ ଶୁକ୍ରବାର ମେଷ ୫ ଦିନ  ବୈଶାଖ ମାସ କୃଷ୍ଣ ପକ୍ଷ  ଦଶମୀ  ତିଥି  ଧନିଷ୍ଠା  ନକ୍ଷତ୍ର ମକର   ଦିନ ୧୨ଘ ୨୦ ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର…

ରେକର୍ଡ କଲା ଆରୋଗ୍ୟ ସେତୁ ଆପ୍: ୧୩ ଦିନରେ ଡାଉନଲୋଡ଼ କଲେ ୫ କୋଟି ଉପଭୋକ୍ତା !

ନୂଆଦିଲ୍ଲୀ: ଭାରତ ଆଜି କୋଭିଡ-୧୯ ଅର୍ଥାତ୍ କରୋନାଭାଇରସ୍ ପରି ମହାମାରୀର ସମ୍ମୁଖୀନ ହୋଇଛି ଏବଂ ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ଏହି ଜୀବାଣୁ ରୋକିବା ପାଇଁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ସରକାର ନିକଟରେ କରୋନାଭାଇରସ୍ ସହିତ ଲଢ଼ିବା ପାଇଁ ଆରୋଗ୍ୟ ସେତୁ ନାମକ ଏକ ଆପ୍…

ଭାରତରେ ଲଞ୍ଚ ହେଲା ଆଇଫୋନ୍ ଏସଇ୨୦୨୦; ଜାଣନ୍ତୁ କଣ ରହିଛି ଏହାର ମୂଲ୍ୟ ଓ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଆପଲ୍ ଆଇଫୋନ୍ ଏସଇ୨୦୨୦ ଲଞ୍ଚ: ଆପଲ୍ ର ସର୍ବଶେଷ ହ୍ୟାଣ୍ଡସେଟ୍ ଆପଲ୍ ଆଇଫୋନ୍ ଏସଇ୨୦୨୦ ଭାରତରେ ଲଞ୍ଚ କରାଯାଇଛି। ଆପଲ୍ ର ସର୍ବଶେଷ ଫୋନର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ଆଇଫୋନ୍ ୮ (ଆଇଫୋନ୍ ୮) ପରି ଦେଖାଯାଉଛି | ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ…

ଟିକଟକ ବ୍ୟବହାରକାରୀଙ୍କ ପାଇଁ ବିପଦ ଘଣ୍ଟି,: ଡବ୍ଲ୍ୟୁଏଚଓ ଆକାଉଣ୍ଟରୁ ନକଲି ଭିଡିଓ ସେୟାର କଲେ ହ୍ୟାକର    

ନୂଆଦିଲ୍ଲୀ: ଗୁଗୁଲ ପ୍ଲେ ଷ୍ଟୋରରେ ଏକ ବିଲିୟନରୁ ଅଧିକ ଥର ଡାଉନଲୋଡ୍ ହୋଇଥିବା ଏକ ଛୋଟ ଭିଡିଓ ଆପ୍ ଟିକଟକରେ ଏକ ବଡ ତ୍ରୁଟି ଘଟିଛି। ଟିକଟକର ଏହି ତ୍ରୁଟିର ଫାଇଦା ଉଠାଇ ହ୍ୟାକର୍ସମାନେ ଯେକୌଣସି ଉପଭୋକ୍ତାଙ୍କ ଟାଇମଲାଇନରେ ନକଲି ଭିଡିଓ ସେୟାର କରିପାରିବେ | ଟିକଟକ ର ଏହି ବଗ ଦୁଇ…

ମାଆ କରୋନା ପଜିଟିଭ ଚିହ୍ନଟ ପରେ ନର୍ସଙ୍କ ଦାୟିତ୍ୱରେ ତିନି ମାସର ଶିଶୁ

ରାୟପୁର : ଡାକ୍ତରଖାନାରେ ନର୍ସଙ୍କ କୋଳରେ ତିନି ମାସର ଶିଶୁ । ତାର ଏବେ ସବୁ ଦାୟିତ୍ୱ ନେଇଛନ୍ତି ଏହି ଦୁଇ ନର୍ସ । ମାଆଠୁ ତାକୁ ଦୂରେଇ ରଖାଯାଇଥିବାରୁ ପିଲାଟି ଏବେ ନର୍ସଙ୍କ ପାଖରେ । କାରଣ ମାଆ କରୋନା ପଜିଟିଭ ଜଣାପଡିବା ପରେ ପିଲାଟିକୁ ଅଲଗା ରଖାଯାଇଛି । ଏ ଦୃଶ୍ୟ ହେଉଛି ଛତିଶଗଡ…

ଛତିଶଗଡରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ବିଜାପୁର : ଓଡିଶା-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ହରଗେଲପାଲି ଓ ବେଚ୍ଛାପାଲ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି । ଦାନ୍ତେୱାଡା ଓ ବିଜାପୁରରେ ନକ୍ସଲ କାର୍ଯ୍ୟକଳାପ ସୂଚନା…

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର : ଖୁବ୍ କମ ସମୟ ମଧ୍ୟରେ କେନ୍ଦ୍ରାପଡାରେ କୋଭିଡ ୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଲଢୁଥିବା କରୋନା ଲଢେଇକୁ ଆହୁରି ମଜବୁତ କରିବାକୁ ଯାଇ କେନ୍ଦ୍ରାପଡାରେ ସମ…

ମେ’ ୧୫ ଯାଏଁ ବଢ଼ିଲା ଗାଡି ଓ ସ୍ୱାସ୍ଥ୍ୟ ବୀମା ଅବଧି

ନୂଆଦିଲ୍ଲୀ: ମେ’ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ୱାସ୍ଥ୍ୟ ବୀମା ଅବଧି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ବର୍ତ୍ତମାନ ମେ’ ୧୫ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଏପ୍ରିଲ ୨୧ ଯାଏ ବୃଦ୍ଧି ପାଇଥିଲା। ତେବେ କେବଳ ମୋଟର ଥାର୍ଡ ପାର୍ଟି…