ରାଜ୍ୟରେ ହେବ ଏକାଥରେ ଏକାଧିକ ନମୂନା ପରୀକ୍ଷା: ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଏକାଥରକେ ଏକାଧିକ କରୋନା ନମୂନା ପରୀକ୍ଷା କରାଯିବ । ଆଗାମୀ ଦିନରେ ହେବ ପୁଲ୍ କୋଭିଡ-୧୯ ଟେଷ୍ଟିଂ । କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
ସେ କହିଛନ୍ତି,…