Latest Odisha News

BREAKING NEWS

ଲକ୍‌-ଡାଉନ୍ ଅପରାଧ; ମଦ ଚୋରି ଅଭିଯୋଗରେ ୩ ଗିରଫ !

ରାଉରକେଲା: ବୁଧବାର ପ୍ଲାଣ୍ଟ ସାଇଟ୍ ପୋଲିସ ମଦ ଦୋକାନ ଭାଙ୍ଗି ଚୋରି କରିବା ଅଭିଯୋଗରେ ସେକ୍ଟର-୨୧ ଅଂଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ୪ କାର୍ଟୁନ ମଦ ଓ ଚୋରିରେ ବ୍ୟବହାର ହୋଇଥିବା ଅଟୋରିକ୍ସାକୁ ପୋଲିସ ଜବତ କରିଛି । ସୋମବାର ରାତିରେ ୩ ଅଭିଯୁକ୍ତ…

ରାଉରକେଲାରେ ସେଲ୍ ପକ୍ଷରୁ କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ଆରମ୍ଭ !

ଭୁବନେଶ୍ୱର: ଷ୍ଟିଲ୍ ଅଥରଟି ଅଫ୍ ଇଣ୍ଡିଆ ଉଦ୍ୟମରେ ଇସ୍ପାତ ଜେନେରାଲ ହସ୍ପିଟାଲରେ (IGH) କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଏହି ଲ୍ୟାବ୍ କରୋନା ମହାମାରୀ ବିରୋଧୀ ଲଢେଇରେ ଓଡିଶାକୁ ମଜବୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । The new…

କାହାଣୀର ନାଁ ଭୋକର ଭୂଗୋଳ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ... ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର ଘଟଣା । ସବୁତକ କ୍ଷୀର ଢାଳି ହୋଇଗଲା । ଆପଣ ଭାବି…

କେନ୍ଦ୍ର ସରକାରଙ୍କ ରେଡ୍ ଜୋନରେ ଦିଲ୍ଲୀ, ମୁମ୍ବାଇ, ପୁଣେ ଓ ବେଙ୍ଗାଳୁୁରୁ

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ଅବଲମ୍ବନ କରିଛନ୍ତି। ଏଥିରେ ଦେଶର ୧୭୦ଟି ଜିଲ୍ଲାକୁ କୋଭିଡ ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଥିବା ଏଗୁଡିକୁ ରେଡ୍ ଜୋନରେ ରଖାଯାଇଛି। ଏହି ରେଡ୍ ଜୋନ୍ ଭିତରେ ଅଛନ୍ତି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ,…

କୃଷିଜାତ ସାମଗ୍ରୀ ପରିବହନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି

ନୂଆଦିଲ୍ଲୀ: ଲକଡାଉନ୍ ବେଳେ କୃଷିଜାତ ସମଗ୍ରୀର ଆନ୍ତଃରାଜ୍ୟ ପରିବହନ ପାଇଁ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଦୁଇଟି ୧୮୦୦୧୮୦୪୨୦୦ ଓ ୧୪୪୮୮ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି । ସଂପୃକ୍ତ ମାଲ…

ଲକ୍‌ଡାଉନ ଡାଏରୀ : ଘର, ଘରଣି ଓ ଘରକାମରେ ବ୍ୟସ୍ତ ବ୍ୟଙ୍ଗ କବି ଜ୍ଞାନ ହୋତା

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ସମସ୍ତେ ଏବେ ଘରେ । ନା ଅଛି ଅଫିସ ଯିବାର ଟେନ୍‌ସନ୍ ନା ଘରୁ ବାହାରକୁ ବାହାରିବାର ମଉକା । ସକାଳୁ ରାତି ଯାଏଁ ଘରେ ବିତୁଛି । ତେବେ ବର୍ତ୍ତମାନ ପରିସ୍ଥିତିରେ କେମିତି କଟୁଛି ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ଲକ୍‌ଡାଉନ୍ ବେଳା ଆଜି ଜାଣିବା ଲକ୍ ଡାଉନ ଡାଏରୀରେ ।…

କରୋନା କ୍ଷତି: ରାଜ୍ୟସ୍ତରୀୟ ଲେୟାର ଚାଷୀ ସଂଘକୁ ଆର୍ଥିକ ସହାୟତା ଦାବି

ଭୁବନେଶ୍ୱର: କୋଭିଡ୧୯ ଯୋଗୁଁ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଲେୟାର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ଖୁବ୍ ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ଲେୟାର ଚାଷୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ହୋଇଛି । ଗତ କିଛି…

ଡେନମାର୍କରେ ସ୍କୁଲ ଖୋଲିଲା

କୋପେନହାଗେନ: ଡେନମାର୍କରେ ଲକଡାଉନ ନିୟମକୁ କିଛି ମାତ୍ରାରେ କୋହଲ କରାଯାଇଛି । କରୋନା ସଂକ୍ରମିତଙ୍କ ରିପୋର୍ଟ କମ୍ ହେଉଥିବାରୁ ସ୍ଥାନୀୟ ସରକାର ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ନର୍ସରୀଜ, କିଣ୍ଡରଗାର୍ଟେନସ ଓ ପ୍ରାଇମେରୀ ସ୍କୁଲଗୁଡିକୁ ଖୋଲି ଦିଆଯାଇଛି ।…

ଚୀନ ଯୋଗୁ ଥାଇଲାଣ୍ଡ୍‌, ଲାଓସ, କାମ୍ବୋଡ଼ିଆ ଏବଂ ଭିଏତ୍‌ନାମରେ ମରୁଡ଼ି ଅବସ୍ଥା

ବେଜିଂ: ଚୀନ ଯୋଗୁ ସାରା ବିଶ୍ୱ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ଭାଇରସ, ଚୀନ ସାଗରରେ ଯୁଦ୍ଧ ଜାହଜ ପଠାଇବା ଏବେ ପଡୋଶୀ ଦେଶଗୁଡିକୁ ଯାଉଥିବା ପାଣି ରୋକିବା ପରି ଅମାନବୀୟ କାର୍ଯ୍ୟ କରି ଚାଲିଛି । ଚୀନ ମେକାଙ୍ଗ୍ ନଦୀର ପାଣିକୁ ରୋକି ଦେଇଛି । ଏହି ନଦୀ ଥାଇଲାଣ୍ଡ୍‌, ଲାଓସ,…

କୋରୋନା ଯୁଦ୍ଧରେ ସାରଥୀ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି: ସାରା ବିଶ୍ବ ପାଇଁ ଆତଙ୍କ ଆଣିଛି କୋରୋନା । ରାଜ୍ୟରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମହାମାରୀର ମହାସଂଗ୍ରାମରେ ସାରଥୀ ସାଜି ଆମ୍ବୁଲାନ୍ସ ଡ୍ରାଇଭରମାନେ ନିଜ କର୍ତ୍ତବ୍ୟକୁ ନିର୍ଭିକ ହୋଇ ପାଳନ କରୁଛନ୍ତି । ମହାମାରୀ କୋରୋନା ବିରୋଧରେ ଏବେ ସାରା…