ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ଲୁଟି ନେଲେ ପାଖାପାଖି ୨ ଲକ୍ଷ ଟଙ୍କା
ରାଉରକେଲା: ଇସ୍ପାତ ସହର ରାଉରକେଲାର ଉଦିତନଗର ସ୍ଥିତ କାନାରା ବ୍ୟାଙ୍କ ନିକଟରେ ଥିବା ଏକ ମୋଟରସାଇକେଲ ଡିକି ଭାଙ୍ଗି ଲୁଟ ଅଭିଯୋଗ । ସ୍ପଷ୍ଟ ଦିବାଲୋକରେ ଗାଡି ଡିକି ଭାଙ୍ଗି କିଛି ଦୁର୍ବୁତ୍ତ ୧.୯୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ସୁନ୍ଦରଗଡର…