Latest Odisha News

BREAKING NEWS

ଈଶ୍ୱର ଅଲ୍ଲାହ ତେରୋନାମ….

ଗୋଟେ ସାମାଜିକ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଅନୁଜ ଆଉ ମୁଁ ବ୍ୟସ୍ତ ଥିଲୁ । କେଉଁଠୁ ଜଳଖିଆ ଆସିବ, କେଉଁଠି ବ୍ୟାନର ତିଆରି ହେବ, ଅତିଥିଙ୍କ ପାଇଁ କେଉଁଠୁ ଉପହାର ଆସିବ ସେହି କାମରେ ଦି ଜଣ ଯାକ ବ୍ୟସ୍ତ ଥାଉ । ଆମେ ଅତିଥିଙ୍କୁ ଫୁଲତୋଡା ଦେବା ପରିବର୍ତ୍ତେ ଗଛ ଉପହାର ଦେଉ । ଏହାରି…

ବୈଶାଖ ପୂର୍ଣ୍ଣିମା: ଆଇଆଇଏମସିରେ ଉନ୍ମୋଚିତ ହେଲା ଜାଲିଆନାୱାଲାବାଗ ସଂପର୍କିତ ମନୋଗ୍ରାଫ୍‌

ଢେଙ୍କାନାଳ: ଜାଲିଆନାୱାଲାବାଗ ଗଣହତ୍ୟା ସଂପର୍କିତ ଏକ ମନୋଗ୍ରାଫ୍‍ ଆଜି ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ପରିସରରେ ଉନ୍ମୋଚିତ ହୋଇଯାଇଛି । ସାରା ଦେଶରେ ଲକଡାଉନ୍‍ ଚାଲିଥିବା ବେଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହାକୁ…

କରୋନା ମୁକାବିଲା: ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ଅଛି ଔଷଧ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ଔଷଧ । ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ମେ ମାସ ସୁଦ୍ଧା ଔଷଧ ଆଣି ରଖାଯିବ । କରୋନା ଟେଷ୍ଟିଙ୍ଗ ପାଇଁ ଆର୍ଟିପିସିଆର ମେସିନ, ବାଓସେଫଟି…

ଚିଲ ପାଇଁ ଦେବଦୂତ ସାଜିଲେ ଦିଶା ପଟ୍ଟାନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟ୍ଟାନୀ ସୋମବାର ଏକ ଚିଲକୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚାଇଛନ୍ତି । ଲକଡାୁନ ବେଳେ ସମସ୍ତ ରାସ୍ତାଘାଟ ଖାଲି ରହିଛି । ଏହି ସମୟରେ ଦିଶା ଏକ ଚିଲ ତଳେ ପଡି ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ । ସେ ଘରୁ ବାହାରି ଚିଲକୁ ବଂଚାଇବା ପାଇଁ ଚେଷ୍ଟା କରିଥିଲେ…

ସ୍ପେନରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ମାଡ୍ରିଡ: କରୋନା ଭାଇରସର କରାଳ କବଳରୁ ସ୍ପେନ ଖସୁଛି । ୨ ସପ୍ତାହ ବ୍ୟାନ ପରେ ଏବେ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ସରକାର ଲକଡାଉନ ନିୟମରେ କେତେକ କୋହଳ କରିଛି । ସୋମବାର କେତେକ କମ୍ପାନୀକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ସ୍ଥାନୀୟ ପୋଲିସ ମେଟ୍ରୋ ଷ୍ଟେଶନରେ ହଜାର…

ଲକଡାଉନ୍ ଅବଧି ବୃଦ୍ଧି କଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ବଢ଼ିଲା ଲକଡାଉନ୍ ଅବଧି । ଦେଶର ୭ମ ରାଜ୍ୟ ଭାବେ ତାମିଲନାଡୁ ତାର ଲକଡାଉନ ଅବଧିକୁ ୩୦ ଯାଏଁ ବୃଦ୍ଧି କରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, କରୋନା ମୁକାବିଲା ପାଇଁ ଲକଡାଉନକୁ…

ସୁନ୍ଦରପଦା ଓ ଯଦୁପୁର ଅଂଚଳରୁ ହଟିଲା ଅବରୋଧ କଟକଣା

ଭୁବନେଶ୍ୱର: ଭୁବନେଶ୍ୱରର ସୁନ୍ଦରପଦା ଓ ଯଦୁପୁର ଅଂଚଳରୁ ଆଜିଠାରୁ ହଟିଲା ଅବରୋଧ କଟକଣା ହଟାଯାଇଛି । ପୂର୍ବରୁ ଏହି ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିଲା । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ୫ଟି ଜାଗାରେ କଂଟେନମେଂଟ…

ପାକିସ୍ତାନ ସେନାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ମୃତ୍ୟୁ

ଲାହୋର: ପାକିସ୍ତାନର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ମୃତ୍ୟୁ ଘଟିଛି । ସୋମବାର ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ନିୟମିତ ଅଭ୍ୟାସ କରୁଥିବା ସମୟରେ ସେନାଙ୍କ ଏହି ଦୁର୍ଘଟଣା ପଞ୍ଜାବ ପ୍ରଦେଶ ଅଞ୍ଚଳରେ ହୋଇଥିଲା ।  ବିମାନର ଉଭୟ ପାଇଲଟ ମେଜର ଓମାର ଏବଂ…

ଭୋକ-ରୋଗ ଅସମ୍ଭାଳ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ରୋଗ ଓ ଭୋକ କବଳରେ ସାରା ବିଶ୍ୱବାସୀ । ଜୀବଜଗତ ଆଉଟୁପାଉଟୁ ହେଉଛନ୍ତି । ବିଜ୍ଞାନ ସବୁଠୁ ବଡ ସାଂଘାତିକ ରୋଗ ଓ ଭୋକକୁ ବିନାଶ କରିବାର ଉପାୟ ବାହାର କରିପାରିନାହିଁ । କରୋନା ଭୂତାଣୁ ବିଶ୍ୱ ମହାମାରୀବେଳେ କିଛି କିଛି ସମ୍ବାଦ…

କରୋନା ଲକ୍‌-ଡାଉନ୍‌; ଅର୍ଡର କଲେ ଡ୍ରୋନ୍ ପହଂଚାଉଛି ଗୁଟଖା ଓ ପାନମସଲା !

ଗୁଜରାଟ: ସାରା ଦେଶରେ ଲକ୍‌-ଡାଉନ୍ । ସଙ୍ଗରୋଧ ଓ ସାମାଜିକ ଦୂରତ୍ୱକୁ ଅବଲମ୍ବନ କରୁଛନ୍ତି ଦେଶବାସୀ । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ମୁଖ୍ୟତଃ ନିଶାଦ୍ରବ୍ୟ ଗୁଡିକ ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ନିଶାଦ୍ରବ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଖାତିର କରୁନାହାନ୍ତି ଗୁଜରାଟ…