ପଂଜାବ ପୋଲିସ ଏଏସ୍ଆଇଙ୍କ କଟାହାତ ଯୋଡି ହେଲା
ପଟିଆଲା : ରବିବାର ସକାଳେ ଦୁର୍ବୃତଙ୍କ ଆକ୍ରମଣରେ ପଂଜାବ ପୋଲିସ ଏଏସ୍ଆଇ ହରଜିତ୍ ସିଂଙ୍କ କଟି ଯାଇଥିବା ହାତକୁ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଯୋଡିବାରେ ସଫଳ ହୋଇଥିବା ସୂଚନା ମିଳିଛି ।
ଏ ସମ୍ପର୍କରେ ଟ୍ୱିଟ୍ରେ ସୂଚନା ଦେଇ ପଂଜାବ ପୋଲିସ ମହାନିର୍ଦ୍ଦେଶକ ପିଜିଆଇର…