କରୋନା ଆତଙ୍କ: ‘ସଟ୍ଡାଉନ୍’ରେ ତିନୋଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ
ଯାଜପୁର/ଭଦ୍ରକ/ପୁରୀ: ତିନିଜଣ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହେବାପରେ ଓଡ଼ିଶାର ୩ଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ସଟ୍ଡାଉନ୍ କରାଯାଇଛି ।
ଗଣମାଧ୍ୟମକୁ ସୂଚନାଦେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, ନିଜାମୁଦ୍ଦିନର ତବଲିଘି ଜମ୍ମାତରେ…