Latest Odisha News

BREAKING NEWS

ଡି କକ୍ ରାଜୁତି, ହାଇଦ୍ରାବାଦ ସମ୍ମୁଖରେ ମୁମ୍ବାଇ ରଖିଲା ୨୦୯ ରନର ଲକ୍ଷ୍ୟ

ଶାରଜା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ କ୍ୱିଂଟନ ଡି’କକ୍‌ଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୯ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ୨୦…

‘ଝିଅ ସହ ଦୁଷ୍କର୍ମ ହେଲେ ପିତାମାତା ଦାୟୀ’ ବୋଲି କହିଲେ ବିଜେପି ବିଧାୟକ

ଲକ୍ଷ୍ନୌ: କୌଣସି ଝିଅ ସହ ଦୁଷ୍କର୍ମ ହେଲେ ସେଥିଲାଗି ତା’ର ବାପା ଓ ମା’ ଦାୟୀ ବୋଲି କହିଛନ୍ତି ଉତ୍ତରପ୍ରଦେଶ ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ । ସୂଚନା ଅନୁଯାୟୀ, ହାଥରସ୍ ଦୁଷ୍କର୍ମ ଘଟଣା ଉପରେ ଶନିବାର ଦିନ ଚାନ୍ଦପୁରରେ ଗଣମାଧ୍ୟମ ଆଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ…

ସୋନୁ ସୁଦ୍‌ଙ୍କ ନାଁରେ ଖୋଲିଲା ଫାଷ୍ଟଫୁଡ୍ ଷ୍ଟଲ୍

ନୂଆଦିଲ୍ଲୀ: ଅସହାୟଙ୍କ ସାହାରା ସାଜିଥିବା ସୋନୁ ସୁଦ୍‌ ଏବେ ବି ଚର୍ଚ୍ଚାରେ। ହ୍ରାଇଦାବାଦ ଜଣେ ଫାଷ୍ଟଫୁଡ୍‌ ବେପାରୀ ତାଙ୍କ ଫାଷ୍ଟଫୁଡ୍ ଷ୍ଟଲ୍‌ ନାଁ ପରିବର୍ତ୍ତନ ସୋନୁଙ୍କ ନାଁ ଦେଇଛନ୍ତି। ହ୍ରାଇଦ୍ରାବାଦର ଅନିଲ୍ କୁମାରଙ୍କର ପୂର୍ବରୁ ଏକ ଚାଇନିଜ୍‌ ଫାଷ୍ଟଫୁଡ୍‌ ଷ୍ଟଲ ଥିଲା।…

କିଭଳି ପତ୍ନୀ ସୋହା ଅଲ୍ଲୀ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପତି କୁନାଲ୍

ମୁମ୍ବାଇ: ରବିବାର ଅର୍ଥାତ୍ ଆଜି ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ। ଏହି ଅବସରରେ ପତି କୁନାଲ୍‌ ସୋସିଆଲ୍‌ ମିଡିଆରେ ସୋହା ଏବଂ ତାଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି।…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବଏକଟ୍ ସଲମାନ୍ ଖାନ୍‌’

ମୁମ୍ବାଇ: ବହୁ ପ୍ରତିକ୍ଷିତ ରିୟାଲିଟି ଶୋ ‘ବିଗ୍ ବସ୍‌’ର ସିଜିନ୍‌-୧୪ ଆରମ୍ଭ ହୋଇଛି । ଯେଉଁଥିରେ ସଲମାନ୍ ଖାନ୍ ହୋଷ୍ଟିଂ କରୁଛନ୍ତି । ହେଲେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବଏକଟ୍ ସଲମାନ୍ ଖାନ୍‌’ । ନିକଟରେ ବିଗବସ୍ ସେଟର ଏକ ଫଟୋ ସଲମାନ ଖାନ୍ ସୋସିଆଲ୍ ମିଡିଆରେ…

ମାଲକାନଗିରିରେ ଓଲଟିଲା ବସ; ୭ ଶ୍ରମିକ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚମ୍ପାଖରି ନିକଟରେ ଏକ ଘରୋଇ ବସ୍ ଓଲଟି ପଡିବାରୁ ପାଖାପାଖି ୭ ଜଣ ଶ୍ରମିକ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ବସଟି ସୋନପୁରରୁ ପ୍ରାୟ ୨୭ ଜଣ ଶ୍ରମିକଙ୍କୁ ନେଇ ତାମିଲନାଡୁର ଥ୍ରିସୁର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭର…

ରାଜ୍ୟର ଏହି ୧୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ସୋନପୁର,…

ପ୍ରଦୀପ ମହାରଥୀଙ୍କ ନିଧନରେ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଶୋକ ପ୍ରକାଶ 

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ କୁମାର ମହାରଥୀଙ୍କ ବିୟୋଗରେ ରାଜ୍ୟ ଜଳସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି I ଶୋକ ବାର୍ତ୍ତାରେ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, "ସ୍ବର୍ଗତ ମହାରଥୀଙ୍କ ବିୟୋଗ ଆମ ରାଜ୍ୟ ତଥା…

ସୁପର୍‌ହିରୋ ପାଇଁ ସଜବାଜ ହେଉଛନ୍ତି କାଟ୍ରିନା

ମୁମ୍ବାଇ:  କାଟ୍ରିନା କୈଫ୍ ତାଙ୍କ ଆଗାମୀ ମୁଭି ‘ସୁପର୍‌ହିରୋ’ର ସୁଟିଙ୍ଗ୍‌ ପାଇଁ ସଜବାଜ ହେଉଛନ୍ତି। ଏଥିପାଇଁ ସେ ବ୍ୟାୟାମ୍‌ କରି ନିଜ ଶରୀରକୁ ଫିଟ୍ ରଖୁଛନ୍ତି। ତେବେ ଏହି ଚଳଚ୍ଚିତ୍ରର ନିର୍ମାତା ଅଲ୍ଲୀ ଆବାସ ଜାଫର୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଟିଂ ପାଇଁ ପୂରା ଟିମ୍‌…

ପ୍ରେମିକାକୁ ପ୍ରତାରଣା, ବନ୍ଧା ହେଲେ ଡାକ୍ତର

ବୌଦ୍ଧ: ଫେସବୁକରେ ପ୍ରେମ ହେଲା । ଆଉ ଧିରେ ଧିରେ ସଂପର୍କ ନିବିଡ ହେଲା । ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ବି ଦେଲେ । ହେଲେ ଆଉ ଜଣେ ଝିଅକୁ ବାହା ହୋଇଗଲେ । ପ୍ରେମିକାକୁ ପ୍ରତାରଣା କରି ଶେଷରେ ବନ୍ଧା ହୋଇଛନ୍ତି ଜଣେ ଡାକ୍ତର । ବୌଦ୍ଧ ଜିଲ୍ଲା କଂଟାମାଳ ଗୋଷ୍ଠୀ…